ଅଙ୍ଗନୱାଡି କେନ୍ଦ୍ରଗୁଡିକର ଶୋଚନୀୟ ଅବସ୍ଥା, ବିପଦସଂକୁଳ ଗୃହରେ ଚାଲିଛି ପ୍ରାକ୍ ଶିକ୍ଷା
ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବିଭିନ୍ନ ସ୍ଥାନରେ ଶୋଚନୀୟ ଭାବେ ପଡିରହିଛି ପୁରୁଣା ଅଙ୍ଗନୱାଡି କେନ୍ଦ୍ର । ଫଳରେ ଦୟନୀୟ ଭାବେ କୋମଳମତି ଶିଶୁଙ୍କୁ ଦିଆଯାଉଛି ପ୍ରାକ ଶିକ୍ଷା । ଅନ୍ୟପଟେ ନୂତନ କେନ୍ଦ୍ର ନିର୍ମାଣ ପାଇଁ ସରକାର ଅନୁଦାନ ଯୋଗାଇ ଦେଇଥିଲେ ମଧ୍ୟ କେତେକ ସ୍ଥାନରେ!-->…
Read More...
Read More...