ନୂଆଗାଁ ବ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା
ନୂଆଗାଁ,୪/୮- ନୟାଗଡ ଜିଲ୍ଲା ନୂଆଗାଁ ଶିକ୍ଷା କାର୍ଯ୍ୟାଳୟ ମଧ୍ୟରେ ନୂଆଗାଁ ବ୍ଲକସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ନୂଆଗାଁ ବ୍ଲକର ୧୩୪ ଗୋଟି ବିଦ୍ୟାଳୟର ୧୦ଟି ଗୋଟି ଦଳ ଭାଗ ନେଇଥିଲେ । ୧ମ ,୨ୟ ଓ ୩ୟ ଶ୍ରେଣୀ ଶିକ୍ଷାର୍ଥୀ ମାନଙ୍କ ଭାଷା ଓ ସଂଖ୍ୟା ଜ୍ଞାନରେ!-->…
Read More...
Read More...