ଶ୍ରୀମନ୍ଦିରରେ ଚକ୍ରନାରାୟଣ ଏକାଦଶୀ ନୀତି ଅନୁଷ୍ଠିତ
ପୁରୀ : ଆଜି ଶ୍ରୀମନ୍ଦିରରେ ଚକ୍ରବୁଲା ତଥା ଚକ୍ରନାରାୟଣ ଏକାଦଶୀ ନୀତି । ପ୍ରଭୁ ଚକ୍ରନାରାୟଣ ବିମାନରେ ଅଧ୍ୱଷ୍ଠିତ ହୋଇ ନଗର ପରିକ୍ରମା କରିଥାନ୍ତି । ଚକ୍ରନାରାୟଣ ହେଉଛନ୍ତି ମହାପ୍ରଭୁଙ୍କ ସୁଦର୍ଶନ ଚକ୍ର । ପୂର୍ବ କାଳରେ ଶ୍ରୀକ୍ଷେତ୍ରରେ ମହାମାରୀରେ ପଡ଼ି ଲୋକେ ବେଶ୍ ହଇରାଣ ହେଉଥିଲେ!-->…
Read More...
Read More...