ପୁରୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ ୫-ଟି ସଚିବ
ପୁରୀ : ପୁରୀ ତାଳବଣିଆର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ୫-ଟି ସଚିବ । ପୁରୀର ହଜାର ହଜାର ଲୋକେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଲୋକଙ୍କ ହାତରୁ ଅନେକ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି ୫ଟି ସଚିବ । ଜମିପଟା ଏବଂ ବିଭିନ୍ନ ସମସ୍ୟା ଉପରେ ମୁଖ୍ୟମନ୍ତ୍ରୀ ଙ୍କ ଦୃଷ୍ଟି କୁ ଆଣିବି!-->…
Read More...
Read More...