କାଳିଆପଡା ଘାଟିରେ ଟିପ୍ପର ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ,ଦୁଇ ଆହତ
ରାୟଗଡା: ରାୟଗଡା ଜିଲ୍ଳା କାଶିପୁର ବ୍ଳକ ଟିକିରି ଥାନା ଅନ୍ତର୍ଗତ କାଳିଆପଡା ଘାଟିରେ ଗତକାଲି ବିଳମ୍ବିତ ରାତ୍ରରେ ଏକ ପ୍ଳାଂଏ ଆସ୍ ବୋଝେଇ ଟିପ୍ପରଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଟିପ୍ପର ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ଗାଡି ଭିତରେ ବସିଥିବା ଅନ୍ୟ ଦୁଇଜଣ ବ୍ୟକ୍ତି ଗୁରୁତର!-->…
Read More...
Read More...