ଦିଗପହଣ୍ଡି ଦୁର୍ଘଟଣା ; ଓଏସଆରଟିସି ବସ୍‌‌ ଚାଳକ ଗିରଫ

ଭୁବନେଶ୍ୱର: ଦିଗପହଣ୍ଡି ଦୁର୍ଘଟଣା ଘଟଣାରେ ଦୁର୍ଘଟଣାଗ୍ରସ୍ତ ଓଏସଆରଟିସି ବସ୍‌‌ ଚାଳକକୁ ମଙ୍ଗଳବାର ପୁଲିସ ଗିରଫ କରିଛି। ଚାଳକ ମାନସ ପ୍ରଧାନକୁ ଦିଗପହଣ୍ଡି ପୁଲିସ ଗିରଫ କରିଛି। ଗତକାଲି ମାନସକୁ ପୁଲିସ ଭୁବନେଶ୍ୱରରୁ ଧରି ନେଇ ପଚରାଉଚରା କରୁଥିଲା। ଦୁର୍ଘଟଣା ପରେ ମାନସ ସେଠାରୁ
Read More...

କୂଅ ଭିତରୁ ଉଦ୍ଧାର ହେଲା ୬ ଫୁଟର ନାଗସାପ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଉଦୟପୁର ଗ୍ରାମର ଦିଲ୍ଲୀପ କହଁରଙ୍କ ବାରିପଟ କୂଆରେ ଏକ ନାଗ ସାପ ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ କୂଅରେ ଥିବା ନାଗସାପକୁ ଦେଖି ସ୍ଥାନୀୟ ଲୋକ ସେଭ ସ୍ନେକର ସଦସ୍ୟ କୁଲୁ ସାହୁଙ୍କୁ ଖବର ଦେଇଥିଲେ । ଖବର ପାଇ ସେଭ ସ୍ନେକ ସଦସ୍ୟ କୁଲୁ କୂଅରୁ
Read More...

ରଥଯାତ୍ରା ବୁଲି ଦେଖିଲେ ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀ

ପାରଳାଖେମୁଣ୍ଡି : ନୂତନ ଭାବେ ଗଜପତି ଜିଲ୍ଲାରେ ଜିଲ୍ଲାପାଳ ଭାବେ ଯୋଗଦେଇଥିବା ସ୍ମୃତି ରଞ୍ଜନ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାରେ ଥିବା ଶିଶୁ ଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନେ ଗତକାଲି ରଥଯାତ୍ରା ବୁଲିବା ପାଇଁ ଯାଇଥିଲେ । ଶିଶୁମାନେ ପ୍ରଥମେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି
Read More...

ଲୁଣିବାହାଲ ପଞ୍ଚାୟତରେ ଜିଲ୍ଲାପାଳଙ୍କ ଶେଷ ଅଭିଯୋଗ ଜନ ଶୁଣାଣି, ୧୫୧ ଜଣଙ୍କ ଅଭିଯୋଗ ଶୁଣିଲେ

ହରଭଙ୍ଗା :ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ଗ୍ରାମପଂଚାୟତ କାର୍ଯ୍ୟାଳୟ ଠାରେ ସୋମବାର ଦିନ ବୌଦ୍ଧ ଜିଲ୍ଲାପାଳଙ୍କ ଶେଷ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ଆଉ ତିନି ଦିନ ପରେ ପ୍ରଶାସନିକ କାର୍ଯ୍ୟ କ୍ଷେତ୍ରରୁ ଅବସର ନେଉଥିବା ବେଳେ ସୋମବାର ଦିନ
Read More...

ଜାରି ରହିଛି ଶ୍ରୀମନ୍ଦିର ସିଂହଦ୍ୱାରର ରୁପା ଛାଉଣୀ ପ୍ରକ୍ରିୟା

ପୁରୀ :ମହାପ୍ରଭୁ ନବଦିନାତ୍ମକ ଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇଥିବା ବେଳେ ଶ୍ରୀମନ୍ଦିର ସିଂହଦ୍ୱାରର ରୁପା ଛାଉଣୀ ପ୍ରକ୍ରିୟା ଚାଲୁ ରହିଛି । ଆଜି ଗୋଟାଏ କବାଟରେ ରୁପା ଛାଉଣି କାର୍ଯ୍ୟ ଶେଷ ହେବ । ବାହୁଡ଼ା ଯାତ୍ରା ପୁର୍ବରୁ ସିଂହଦ୍ୱାରର ଦୁଇଟି କବାଟର ରୁପା ଛାଉଣୀ କାର୍ଯ୍ୟ ଶେଷ
Read More...

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

ପାରଳାଖେମଣ୍ଡି : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖରାଡ଼ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତିରଞ୍ଜନ ପ୍ରଧାନ ଓ ଆରକ୍ଷୀ ଅଧିକ୍ଷକ
Read More...

ଆନ୍ତର୍ଜାତୀୟ ନିଶା ଦ୍ରବ୍ୟର ବ୍ୟବହାର ଓ ବେଆଇନ ଚୋରା କାରବାର ନିଷିଦ୍ଧ ଦିବସ ପାଳିତ

ସୁବର୍ଣ୍ଣପୁର:ଆଜି ଜିଲ୍ଲା ପ୍ରଶାସନ (ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଅବକାରୀ ବିଭାଗ) ସୁବର୍ଣ୍ଣପୁର ତରଫରୁ ଆନ୍ତର୍ଜାତିକ ନିଶା ଦ୍ରବ୍ୟର ବ୍ୟବହାର ଓ ବେଆଇନ ଚୋରା କାରବାର ନିଷିଦ୍ଧ ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ସକାଳେ ଏନ.ସି.ସି. କେଡଟ ଓ ବିଭିନ୍ନ
Read More...

ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ,ତିନି ଗୋଟି ଗ୍ରାମର ଲୋକ ପାଇବେ ସୁବିଧା

ହରଭଙ୍ଗା :ଶ୍ରୀ ସତ୍ୟସାଇ ସେବା ସଂଗଠନ ବୌଦ୍ଧ ତରଫରୁ ଲୋକ ମାନଙ୍କୁ ଫ୍ଲୋରାଇଡ୍‌ ମୁକ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲକ୍ଷ୍ୟ ନେଇ ଜିଲ୍ଲାରେ ଥିବା ବିଭିନ୍ନ ଫ୍ଲୋରାଇଡ ଆଧିକ୍ୟ ଅଞ୍ଚଳ ମଧ୍ୟରୁ ସଂପୋଚ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବରଝୁଲି ଗ୍ରାମରେ ଶ୍ରୀ ସତ୍ୟସାଇ ନିର୍ମଳଝର ନାମରେ ଏକ
Read More...

ନୂତନ ବିଇଓଙ୍କୁ ସିନାପାଲି ଶିକ୍ଷକ ସଂଘର ସ୍ୱାଗତ

ସିନାପାଲି:ନୂଆପଡା ଜିଲ୍ଲା ସିନାପାଲି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଆଜି ବିଇଓ ଭାବରେ ଯତୀନ୍ଦ୍ର କୁମାର ସେଠ୍‌ ଯୋଗ ଦେଇଥିବା ବେଳେ ତାଙ୍କୁ ସ୍ଥାନୀୟ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସ୍ୱାଗତ କରାଯାଇଛି । ଦୀର୍ଘ ଦିନ ଧରି ଖାଲି ପଡିଥିବା ବିଇଓ ପଦବୀ ଆଜି ପୂରଣ ହୋଇଥିବାରୁ ଶିକ୍ଷକ ସଂଘ
Read More...

ବଡ ଶଣ୍ଢି ସମାଜ ଫୁଲବାଣୀର ଦ୍ୱିବାର୍ଷିକ ମହୋତ୍ସବ

ଫୁଲବାଣୀ: ଦୁଇ ଦିନ ଧରି ଘୋଡାଗାଡୁ ଠାରେ ବଡ ଶୁଣ୍ଢି ସମାଜ ଫୁଲବାଣୀର ଦ୍ୱିବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ରବିବାର ଦିନ ସକାଳୁ ମହିଳା ମାନଙ୍କ ଦ୍ୱାରା କଳସ ଯାତ୍ରା ସରିବା ପରେ ହୋମ ଯଜ୍ଞର ଆୟୋଜନ କରାଯାଇଥିଲା । ଏଥି ସହିତ ଉକ୍ତ ମହୋତ୍ସବରେ ସମାଜର ପତାକା ଉତ୍ତୋଳନ କରାଯାଇ
Read More...