ସମୁଦିର ଟାଙ୍ଗିଆ ଚୋଟରେ ସମୁଦି ଗୁରୁତର
ହରଭଙ୍ଗା : ପୁରୁଣାକଟକ ଥାନା କଣ୍ଟିଆପଦର ଗ୍ରାମରେ ଦୁଇ ସମୁଦି ଭିତରେ ଗଣ୍ଡଗୋଳ ହୋଇ ଜଣେ ସମୁଦିର ଟାଙ୍ଗିଆ ଚୋଟରେ ଅନ୍ୟ ଜଣେ ସମୁଦି ଗୁରୁତର ହୋଇଥିବା ଜଣାପଡିଛି । ଏନେଇ ଆହତ ବ୍ୟକ୍ତି ପୁରୁଣାକଟକ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଅଭିଯୋଗ ଅନୁସାରେ ଶୁକ୍ରବାର ଦିନ କଣ୍ଟିଆପଦର!-->…
Read More...
Read More...