ଡାକ୍ତରଙ୍କ ନର୍ସିଂହୋମ ପ୍ରୀତିଯୋଗୁଁ ପ୍ରସୂତିଙ୍କ ମୃତ୍ୟୁ ଘଟଣା, ଜିଲ୍ଲାପାଳ କହିଲେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ

ସୁବର୍ଣ୍ଣପୁର : ଗତ ୭ତାରିଖରେ ଜିଲ୍ଲାର ସ୍ତ୍ରୀ ଓ ପ୍ରସୂତି ବିଭାଗ ଚିକିତ୍ସାଳୟରୁ ସ୍ଥାନାନ୍ତରିତ ହୋଇ ସହରର ଆଶା ନର୍ସିଂହୋମରେ ଅସ୍ତ୍ରୋପଚାର ପରେ ଏକ ଶିଶୁକନ୍ୟାକୁ ପ୍ରସବ ପରେ ପ୍ରସୂତି ରଞ୍ଜିତା ବାଘଙ୍କ ପ୍ରଚୁର ରକ୍ତସ୍ରାବ ହେତୁ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯିବାଯୋଗୁଁ ତାଙ୍କୁ
Read More...

ଜଙ୍ଗଲରେ ନିଆଁ ଲାଗି ବହୁ ଗଛ ପୋଡି ନଷ୍ଟ

ଖଡ଼ିଆଳ: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଘରଧରା ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗି ଯାଇଥିବା ବେଳେ ନିକଟରେ ଥିବା ଏକ ବଗିଚାର ପାଞ୍ଚ ଶହ ଗଛ ପୋଡି ନଷ୍ଟ ହୋଇ ଯାଇଥିବା ଅଭିଯୋଗ ହୋଇଛି । ସୂଚନା ମତେ ଆଜି ଦିନ ବାରଟା ସମୟରେ କେଉଁ ଦୁର୍ବୃତ୍ତ ଏହି ଜଙ୍ଗଲ ରେ ନିଆଁ ଲଗେଇ
Read More...

ସହାୟତାର ହାତ ବଢାଇଲେ ସମାଜସେବୀ ଶ୍ରୀହରି

ଦଶପଲ୍ଲା : ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ପଶ୍ଚିମାଞ୍ଚଳର ବିଭିନ୍ନ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ ଜନସାଧାରଣଙ୍କୁ ସହାୟତାର ହାତ ବଢାଇଛନ୍ତି ଦଶପଲ୍ଲା ଅଂଚଳର ବିଶିଷ୍ଠ ସମାଜସେବୀ ଶ୍ରୀହରି ନାୟକ । ଶ୍ରୀ ନାୟକ ଅତୀତରେ ମଧ୍ୟ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ଗସ୍ତକରି
Read More...

ରାମଗଡ଼ରେ ମିଲେଟ ମିଶନ

ହରଭଙ୍ଗା : ନେହେରୁ ଯୁବକେନ୍ଦ୍ର ବୌଦ୍ଧ ତରଫରୁ ହରଭଙ୍ଗା ବ୍ଲକ୍‌ର ରାମଗଡ଼ ଠାରେ ଆଜି ମିଲେଟ୍‌ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରତିଭାଗୀ ଭାବରେ ମହିଳା ଜନପ୍ରତିନିଧି,ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା,ସ୍ଥାନୀୟ କିଶୋରୀ ବାଳିକାଙ୍କ ସମତେ ଗ୍ରାମବାସୀ ଉପସ୍ଥିତି ଥିଲେ । ମୁଖ୍ୟ
Read More...

ରୋଷେଇ କଲାବେଳେ ଅଘଟଣ, ଜଳିଗଲା ଘର

ଫୁଲବାଣୀ: ଘରେ ରୋଷେଇ କଲାବେଳେ ଅଘଟଣ । ଗୋଚ୍ଛପୋଡା ଥାନା ଅନ୍ତର୍ଗତ ବଡ଼ପାଜୁ ଗାଁ ର କବିରା କହଁରଙ୍କ ଘରେ ରୋଷେଇ କଲା ବେଳେ ନିଆଁ ଲାଗି ଘରର ଆସବାବ ପତ୍ର ସହ ଘର ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି । ପୋଡି ନଷ୍ଟ ହୋଇଥିବା ଆସବାବ ପତ୍ରର ଆନୁମାନିକ ମୂଲ୍ୟ ଏକ ଲକ୍ଷରୁ ଅଧିକ ହେବ ବୋଲି
Read More...

ବୌଦ୍ଧରେ ଶ୍ରୀଜିଉଙ୍କ ନେତ୍ରୋତ୍ସବ ଓ ନବଯୌବନ ବେଶ

ବୌଦ୍ଧ,୧୯/୬:- ଦେବସ୍ନାନ ପୂର୍ଣ୍ଣମୀରେ ସ୍ନାନକରି ଶ୍ରୀଜିଉମାନେ ଅସୁସ୍ଥ ହୋଇପଡିଥିଲେ । ୧୫ ଦିନ ପରେ ଆଜି ସୁସ୍ଥ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ବୌଦ୍ଧସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜିଉଙ୍କ ଅନବସର ପରେ ଆଜି ମହାପ୍ରଭୁ ଭକ୍ତମାନଙ୍କୁ ନବଯୌବନ ବେଶରେ
Read More...

ଅଘୋଷିତ ବିଦ୍ୟୁତ କାଟକୁ ନେଇ ତାତିଲେ ଜନତା

ଦଶପଲ୍ଲା : ପ୍ରଚଣ୍ଡ ତାପମାତ୍ରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ହେଉଥିବା ବେଳେ ବିଦ୍ୟୁତ ବିଭାଗ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ କାଟ କରୁଛି । ଫଳରେ ଲୋକମାନେ କଲବଲ ହେଉଛନ୍ତି । ଦଶପଲ୍ଲାରେ ବିଦ୍ୟୁତ ବିଭାଗ ମନମୁଖୀ କାର୍ଯ୍ୟ କରି ଗତ ତିନି ଧରି ଘଣ୍ଟା ଘଣ୍ଟା ଲାଇନ କାଟିଦେଉଛି । ଦିନ
Read More...

ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଦାରୁଦିଅଁ

ପୁରୀ : ବନକ ଲାଗି ନୀତିପରେ ନବଯୌବନ ପ୍ରାପ୍ତି ହୋଇଛନ୍ତି ଶ୍ରୀଜୀଉ ।ଆଜି ଶ୍ରୀମନ୍ଦିରରେ ନବଯୌବନ ବେଶରେ ଦର୍ଶନ ଦେଉଛନ୍ତି ଦାରୁଦିଅଁ ।ସ୍ନାନପୂର୍ଣ୍ଣିମାରେ ସ୍ନାନ କରି ଅସୁସ୍ଥ ଶ୍ରୀଜୀଉ ଦୀର୍ଘ ୧୫ ଦିନ ପରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଉତ୍କଣ୍ଠାର ସହ
Read More...

ବାଇକ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଜହ୍ନାପଙ୍କ,୧୯/୬: ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ୫୭ ନମ୍ବର ଜାତୀୟ ରାଜପଥ ବୌଦ୍ଧ ଥାନା ଅନ୍ତର୍ଗତ ବଲାସିଙ୍ଗା ନିକଟରେ ବାଇକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ମତେ, ବୌଦ୍ଧ ଥାନା ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ କୌଡିଆତୋଳା ଗ୍ରାମର ସତ୍ୟବାନ ରାଉତ ଗତକାଲି କୌଣସି
Read More...

ସୁରାଟରେ ସ୍ୱାମୀକୁ ହତ୍ୟା କରି ଉଦୟଗିରିରେ ସ୍ତ୍ରୀ ଗିରଫ

ଘୁ.ଉଦୟଗିରି: ସ୍ଥାନୀୟ ବ୍ଲକ ରଟିଙ୍ଗିଆ ପଞ୍ଚାୟତ ଡକେଡି ଗ୍ରାମରୁ ସ୍ୱାମୀକୁ ହତ୍ୟା ଅଭିଯୋଗରେ ସ୍ତ୍ରୀ ସବିତା ନାୟକ(୪୬) କୁ ଘୁ.ଉଦୟଗିରି ପୋଲିସ ସହାୟତାରେ ଗୁଜରାଟ, ଜିଲ୍ଲା ସୁରାଟ(ସଦର) କୋସାମ୍ବା ଥାନା ପୋଲିସ ଝିଅ ସୁନୀତା ନାୟକ ( ୧୯) ଓ ଅନ୍ୟ ଜଣେ ନାବାଳିକା ଝିଅ କୁ ଗିରଫ କରିଛି ।
Read More...