କୁସଙ୍ଗ ବନ୍ୟପ୍ରାଣୀ ବିଭାଗ ହାତରେ ୨ ବନ୍ୟଜନ୍ତୁ ଶିକାରୀ, ବଜ୍ରକାପ୍ତା କାତି ସହ ୨ ଦେଶୀ ବନ୍ଧୁକ ଜବତ
ହରଭଙ୍ଗା : ବୌଦ୍ଧ ଜିଲ୍ଲା କୁସଙ୍ଗ ବନ୍ୟପ୍ରାଣୀ ବନାଞ୍ଚଳର କୁସଙ୍ଗ ରେଞ୍ଜ ଶ୍ରୀପାଜୁ ସେକ୍ସନ ଅନ୍ତର୍ଗତ ପଦ୍ମତୋଳା ବିଟ ପଦ୍ମତୋଳା ଗ୍ରାମର ଉତ୍ତମ ପ୍ରଧାନ (୬୦)ଓ ତାଙ୍କ ଝିଅ ସାବିତ୍ରୀ ମାଝୀ (୩୫)ଙ୍କୁ ମଙ୍ଗଳବାର ଦିନ ଭୋର ସକାଳୁ ବନ୍ୟପ୍ରାଣୀ ରେଞ୍ଜ ଅଧିକାରୀ ଲକ୍ଷ୍ମୀ ନାରାୟଣ!-->…
Read More...
Read More...