ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା; ବଜ୍ରାଘାତରେ ପୃଥକ ପୃଥକ ସ୍ଥାନରେ ଜଣେ ମୃତ, ଜଣେ ଗୁରୁତର

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗତକାଲି ଅପରାହ୍ନ ସମୟରେ କାଳବୈଶାଖୀ ପ୍ର୍ରଭାବରେ ହୋଇଥିବା ବଜ୍ରାଘାତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । କୋଟିନଡା ଥାନା ଅନ୍ତର୍ଗତ ଧୋବାଡି ନିକଟରେ ବ୍ରଜଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ସାନ କୋଟିନଡାର ଗ୍ରାମର
Read More...

ରଥଯାତ୍ରାକୁ ଶୃଙ୍ଖଳିତ ପରିଚାଳନା ପାଇଁ ଅଞ୍ଚଳିକ ପରିବହନ ଅଫିସରେ ସମ୍ମନ୍ୱୟ ବୈଠକ

ପୁରୀ : ପୁରୀ ଆଞ୍ଚଳିକ ପରିବହନ ଅଧିକାରୀଙ୍କ ପକ୍ଷରୁ ଇତି ମଧ୍ୟରେ ଏକ ସମ୍ମନ୍ୱୟ ବୈଠକ ଅଞ୍ଚଳିକ ପରିବହନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ୨୦୨୩ର ପୁରୀ ରଥ ଯାତ୍ରା ଉତ୍ସବ କିପରି ଶାନ୍ତିଶୃଙ୍ଖଳାରେ ସୁଚାରୁ ରୂପେ ପାଳନ କରାଯିବ ସେ ବିଷୟରେ ଆଲୋଚନା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ
Read More...

ତାଲୁକା ଆଇନ୍‌ ସେବା ପ୍ରାଧିକରଣ ପକ୍ଷରୁ ଦିବ୍ୟାଙ୍ଗଙ୍କୁ ସଚେତନତା

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ଼ ତାଲୁକା ଆଇନ୍‌ ସେବା ପ୍ରାଧିକରଣ ପକ୍ଷରୁ ଅଧ୍ୟକ୍ଷ ସିଦ୍ଧାର୍ଥ ଶଙ୍କର ଜେନାଙ୍କ ଅଧ୍ୟକ୍ଷତାରେ ଦିବ୍ୟାଙ୍ଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଞ୍ଚଳର ଦିବ୍ୟାଙ୍ଗମାନେ ଭିନ୍ନକ୍ଷମ ହେଲେ ମଧ୍ୟ ସେମାନେ କିଭଳି ସାଧାରଣ ଲୋକଙ୍କ ଭଳି
Read More...

ସାମ୍ବାଦିକଙ୍କ ଶୁଦ୍ଧି କାର୍ଯ୍ୟରେ କନ୍ଧମାଳ ଓୟୁଯେ ଶାଖାର କର୍ମକର୍ତ୍ତାଙ୍କ ଯୋଗଦାନ

ଫୁଲବାଣୀ,୨୮/୫: ସାମ୍ବାଦିକ ସ୍ୱର୍ଗତ କୁନାଲ ବେହେରାଙ୍କ ଶୁଦ୍ଧି କାର୍ଯ୍ୟରେ କନ୍ଧମାଳ ଓୟୁଯେ ଶାଖାର କର୍ମକର୍ତ୍ତା ଯୋଗଦେଇ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରିବା ସହିତ ଶୋକାକୁଳ ପରିବାରକୁ ସାନ୍ତ୍ୱନା ଦେଇଥିଲେ । ପ୍ରକାଶଥାଉକି ନନ୍ଦିଘୋଷ ଟିଭିର ରାଇକିଆ ପ୍ରତିନିଧି ହେଉଛନ୍ତି
Read More...

ହରଭଙ୍ଗା ପୋଲିସକୁ ସଫଳତା…..୨ବାଇକ ଜବତ ସହିତ ୪ ଗଞ୍ଜେଇ ମାଫିଆ ଗିରଫ

ହରଭଙ୍ଗା,୨୮/୫:- ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ସୀମାନ୍ତ ଅଞ୍ଚଳକୁ ଗ୍ରୀନ ଡାଇମଣ୍ଡ ବା ଗଂଜେଇକୁ ଭୂ-ସ୍ୱର୍ଗ କୁହାଯାଉଥିବା ବେଳେ ଶନିବାର ଏହି ସ୍ଥାନରୁ ଗଂଜେଇ ଚୋରାଚାଲାଣ କରୁଥିବା ୪ଜଣ ଗଞ୍ଜେଇ ମାଫିଆଙ୍କୁ ହରଭଙ୍ଗା ପୋଲିସ ଗିରଫକରି କୋର୍ଟଚାଲାଣ କରୁଥିବା ଜଣାପଡିଛି । ସୂଚନାମତେ ହରଭଙ୍ଗା
Read More...

ଖଡ଼ିଆଳ ପାଟଣା କ୍ଷେତ୍ରୀୟ ସମାଜର ୫୧ ତମ ବାର୍ଷିକ ଉତ୍ସବ

ଖଡ଼ିଆଳ,୨୭/୫:- ନୂଆପଡା ଜିଲ୍ଲା ଖଡ଼ିଆଳ ଅଗ୍ରେସନ ଧର୍ମଶାଳା ପରିସର ମଧ୍ୟରେ ଖଡ଼ିଆଳ ପାଟଣା କ୍ଷେତ୍ରୀୟ ସମାଜର ୫୧ ତମ ବାର୍ଷିକ ଉତ୍ସବ ସୁବର୍ଣ୍ଣ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ସଭାରେ ସମାଜର କୁଳପତି ଶମ୍ଭୁୁ କିଶୋର ଦଣ୍ଡସେନା ଅଧକ୍ଷତା କରିଥିବାବେଳେ ମୁଖ୍ୟଅତିଥି ରୂପେ ଶଙ୍କର
Read More...

ଧାନ ମଣ୍ଡି ଉଦଘାଟିତ

ସିନାପାଲି,୨୭/୫:- ନୂଆପଡା ଜିଲ୍ଲାରେ ରବି ଧାନ ବିକ୍ରୟ ପାଇଁ ମଣ୍ଡି ଉଦଘାଟିତ ହୋଇଯାଇଛି । ଖଡ଼ିଆଳ, ସିନାପାଲି, କୋମନା ଓ ବୋଡେ଼ନ ବ୍ଲକରେ ମଣ୍ଡି ଖୋଲିଥିବା ବେଳେ ନୂଆପଡା ବ୍ଲକରେ ଆରମ୍ଭ ହୋଇନାହିଁ । ଜିଲ୍ଳାରେ ମୋଟ ୨୬ ପେକ୍ସ ଅଧୀନରେ ୩୪ ଟି ମଣ୍ଡି ଖୋଲିବାକୁ ଥିବାବେଳେ ୮୫୩୪ ଚାଷୀ
Read More...

ଅଗ୍ନିକାଣ୍ଡରେ ଜଳିଗଲା ହୋଟେଲ, ଲକ୍ଷାଧିକ ଟଙ୍କାର ସଂପତ୍ତି ଜଳି ପାଉଁଶ

ବାଲିଗୁଡ଼ା,୨୭/୫:- କନ୍ଧମାଳ ଜିଲ୍ଲା କ.ନୂଆଗାଁ ହନୁମାନ ମନ୍ଦିର ନିକଟରେ ଥିବା କୁନା ହୋଟେଲରେ ଅଗ୍ନିକାଣ୍ଡ । ଲକ୍ଷାଧିକ ଟଙ୍କାର ସଂପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ହୋଟେଲ ଆଜି ବନ୍ଦ ଥିବା ବେଳେ ସନ୍ଧ୍ୟା ପ୍ରାୟ ୫ଟା ସମୟରେ କୌଣସି କାରଣରୁ ହୋଟେଲରେ
Read More...

ସ୍ୱରୂପ ପାତ୍ର ହେଲେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି

ସୁବର୍ଣ୍ଣପୁର,୨୭/୫:- ସୁବର୍ଣ୍ଣପୁର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ଭାବରେ ସ୍ୱରୂପ ପାତ୍ରଙ୍କୁ ନିଯୁକ୍ତି ମିଳିଛି । ସେ ପୂର୍ବରୁ ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ଭାବେ କାର୍ଯ୍ୟ କରୁଥିଲେ । ଏହି ନିଯୁକ୍ତି ପାଇଁ ସ୍ୱରୂପ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ
Read More...

ଆମ୍ରି ହସପିଟାଲରେ ଲାଇଭ୍ ଏଣ୍ଡୋସ୍କୋପି ସର୍ଜରୀ କର୍ମଶାଳା ଲାପକନ ୨୦୨୩ ଅନୁଷ୍ଠିତ

ଭୁବନେଶ୍ବର : ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଗାଇନୋକୋଲୋଜିକାଲ୍ ଏଣ୍ଡୋସ୍କୋପିଷ୍ଟ୍ (ଆଇଏଜିଇ), ଓଡ଼ିଶା ଚାପ୍ଟର ଆନୁକୂଲ୍ୟରେ ୨୭ ମେ ୨୦୨୩ରେ ଆମ୍ରି ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ଏକ ନିଆରା ଲାଇଭ୍ ଏଣ୍ଡୋସ୍କୋପି ସର୍ଜରୀ କର୍ମଶାଳା ଲାପକନ ୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ
Read More...