କ୍ଷେତ ମଜଦୁରଙ୍କ ସାମାଜିକ ନିରାପତ୍ତା ପାଇଁ କେନ୍ଦ୍ରୀୟ ଆଇନ ପ୍ରଣୟନ କର: ବିକେଏମ୍‌ୟୁ

ପାରଳାଖେମୁଣ୍ଡି: ଦେଶର ସର୍ବ ପ୍ରଥମ କୃଷି ଓ ଗ୍ରାମିଣ ଶ୍ରମିକ ସଂଗଠନ "ଭାରତୀୟ କ୍ଷେତ ମଜଦୁର ୟୁନିୟନ'ର ୧୦ମ ରାଜ୍ୟ ସମ୍ମିଳନୀ ଆଜି ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଟାଉନ ହଲଠାରେ ଉଦଘାଟିତ ହୋଇଯାଇଛି । ଆଜି ପୂର୍ବାହ୍ନ ୧୧ଟାରେ ବିକେଏମୟୁର ଲଢୁଆ ଲାଲ ପତାକାକୁ ବିକେଏମୟୁ
Read More...

ଲୁଧିଆନା କାରଖାନାରେ ଗ୍ୟାସ୍‌ ଲିକ୍‌: ୧୧ ମୃତ

ଲୁଧିଆନା: ଆଜି ପଞ୍ଜାବର ଲୁଧିଆନା ଅନ୍ତର୍ଗତ ଗିଆସ୍‌ପୁରା ଅଞ୍ଚଳରେ ଅବସ୍ଥିତ ଗୋଟାଏ କାରଖାନାରୁ ବାଷ୍ପ ଲିକ୍‌ ହେବାରୁ ୧୧ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଅସୁସ୍ଥ ହୋଇପଡ଼ିଛନ୍ତି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ପ୍ରଭାବିତ ଅଞ୍ଚଳକୁ କର୍ଡନ୍‌ କରାଯାଇ ଉଦ୍ଧାର
Read More...

ଦୁଇଟି ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଉଦଘାଟନ କଲେ ପୁରୀ ବିଧାୟକ

ପୁରୀ : ପୁରୀରେ ଦୁଇଟି ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଉଦଘାଟନ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ଲୋକନାଥ ରୋଡ ସ୍ଥିତ ଛପନ ଛକ ନିକଟରେ ଦୋଳବେଦୀକୋଣ ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଉଦଘାଟିତ ହୋଇଥିବା ବେଳେ ପେଣ୍ଠକଟା ସହରାଞ୍ଚଳ ପ୍ରାଥମିକ
Read More...

ମହାପ୍ରଭୁଙ୍କୁ ଦର୍ଶନ କଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ

ପୁରୀ : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଂକ ପତ୍ନୀ କଳ୍ପନା ସୋରେନ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଆସିଥିଲେ ଝାଡଖଣ୍ଡ ମୁଖ୍ୟ ମନ୍ତ୍ରୀ ହେମନ୍ତ ସୋରେନ ଓ ତାଂକ ପତ୍ନୀ । ଗତକାଲି
Read More...

ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଗୁରୁତର

ନୂଆଗାଁ,୨୯/୪:- ନୂଆଗାଁ ଜାତୀୟରାଜପଥ ୫୭ ପଞ୍ଚୁପାଣ୍ଡବ ନିକଟରେ ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ପଞ୍ଚୁପାଣ୍ଡବ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଡମାହାଣ୍ଡି
Read More...

୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

ନନ୍ଦାହାଣ୍ଡି,୨୯/୪:- ଗତ ରାତି ନାଟ ଦେଖିବାକୁ ଯାଇଥିବା ଯୁବକଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି । ମୃତକ ବ୍ୟକ୍ତି ଜଣକ ହେଲେ ବି ମାଳିଗୁଡା ଗାଁ ର ତୁଳାରାମ ଭାତ୍ରା ବୟସ ୨୯ ପିତା ରାମଚନ୍ଦ୍ର ଭତ୍ରା ବୋଲି ଜଣାପଡିଛି । ଘଟଣା ଅନୁସାରେ ଗତକାଲି ରାତିରେ ନବରଙ୍ଗପୁର ଜିଲ୍ଲା
Read More...

ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

ସୁବର୍ଣ୍ଣପୁର,୨୯/୪ - ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଆଜି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଉତ୍ସାହ ଉଦ୍ଦିପନା ସହ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ସହରର ଘୋଡାଘାଟପଡା ସ୍ଥିତ ପଶ୍ଚିମ ସୋମନାଥ ମନ୍ଦିର ସମ୍ମୁଖରୁ ଏକ ଶୋଭାଯାତ୍ରାର ଆୟୋଜନ
Read More...

ଜାଲରେ ପଡିଲା ୬ଫୁଟର ନାଗସାପ

ହରଭଙ୍ଗା,୨୯/୪:- ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ହରଭଙ୍ଗା ଗ୍ରାମର ସୁଦର୍ଶନ ସାହୁଙ୍କ ଘରୁ ଶନିବାର ଦିନ ଏକ ବିରାଟ ଗୋଖର ନାଗସାପ ଉଦ୍ଧାର କରାଯାଇଥିବା ଜଣାପଡିଛି । ସୂଚନା ମତେ ସୁଦର୍ଶନ ସାହୁଙ୍କ ଘର ପଛ ପଟେ ଏକ ଜାଲ ଦିଆଯାଇଥିବା ବେଳେ କୌଣସି ମତେ ଏକ ୬ଫୁଟ ଲମ୍ବର ଗୋଖର ନାଗସାପ ଆସି
Read More...

ଜିଲ୍ଲାସ୍ତରୀୟ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

ବୌଦ୍ଧ,୨୯/୪:- ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ସ୍ଥାନୀୟ ଟାଉନହଲ ଠାରେ ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ଚାଷୀ, କଲେଜ ଛାତ୍ର, ପ୍ରାଣୀ ଚିକିତ୍ସକ ଓ ପ୍ରାଣୀଧନ ନିରୀକ୍ଷକମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା
Read More...

ପ୍ରାଣୀ ଚିକିତ୍ସକମାନେ ପଶୁମାନଙ୍କର ରୋଗ ସହିତ ସମାଜକୁ ମଧ୍ୟ ଦେଖୁଛନ୍ତି : ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ

ଫୁଲବାଣୀ,୨୯/୪:- ପ୍ରତିବର୍ଷ ଅପ୍ରେଲ ମାସ ୨୯ତାରିଖ ଦିନ ପ୍ରାଣୀ ଚିକିତ୍ସକ ମାନଙ୍କର ସମାଜ ପ୍ରତି ଅବଦାନ, ପ୍ରାଣୀ ଚିକିତ୍ସା ସେବା ନିମନ୍ତେ ବିଶ୍ୱସ୍ତରରେ ନେତୃତ୍ୱ ପ୍ରଦାନ ଏବଂ ସମର୍ଥନ, ଶିକ୍ଷା ଓ ସଚେତନତା ମାଧ୍ୟମରେ ପଶୁ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ଓ ସାର୍ବଜନିନ ସ୍ୱାସ୍ଥ୍ୟକୁ
Read More...