ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର, ଉତ୍ସାହିତ କାଉଡ଼ିଆ
ଭୁବନେଶ୍ୱର: ଆସନ୍ତାକାଲି ଶ୍ରାବଣର ପ୍ରଥମ ସୋମବାର। ଦେବଦେବ ମହାଦେବଙ୍କୁ ଜଳଲାଗି କରିବେ ଶିବଭକ୍ତ । ଏଥର କୌଣସି କୋଭିଡ଼ କଟକଣା ନଥିବାରୁ ଉତ୍ସାହିତ ଅଛନ୍ତି କାଉଡ଼ିଆ। ଏଥର ଦୁଇ ମାସିଆ ଶ୍ରାବଣରେ ଜଳାଭିଷେକର ସୁଯୋଗ ମିଳିଥିବାରୁ କାଉଡ଼ିଆମାନେ ବେଶ ଆନନ୍ଦ ଅନୁଭବ କରିଛନ୍ତି। ତେବେ ଆଜିଠୁ!-->…
Read More...
Read More...