ତାଣ୍ଡବ ରଚିଲା କାଳବୈଶାଖୀ, ୨ ଜଣଙ୍କ ମୃତ୍ୟୁ

ଦଶପଲ୍ଲା,୧୬/୫:- ଆଜି ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ବାଇକ ଆରୋହୀ ଜଣକ କଣ୍ଟିଲୋ ନିକଟସ୍ଥ ମାଧବେରେଣୀ ଗ୍ରାମର ନାଭ ଖଟୁଆ ବୋଲି ଜଣାପଡିଛି । ମୃତ ବ୍ୟକ୍ତି ଜଣକ ଜଣେ ଆଇସକ୍ରିମ ବ୍ୟବସାୟୀ
Read More...

ଅସହାୟ ତିନି ଭାଇ ଭଉଣୀଙ୍କ ପ୍ରସଙ୍ଗ: କଥା ଦେଇ କଥା ରଖିଲେ ଜିଲ୍ଲାପାଳ

ହରଭଙ୍ଗା,୧୬/୫:- ଗତମାସ ୧୭ତାରିଖରେ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ତଳଗାଁ ପଞ୍ଚାୟତ ବଡ଼ଭୁର୍ତା ଗ୍ରାମରେ ଘଟିଥିବା ହତ୍ୟା ଘଟଣା ଓ ଅନାଥ ତିନି ଭାଇଭଉଣୀଙ୍କ ପ୍ରସଙ୍ଗ ଉପରେ ଜିଲ୍ଲାପାଳ ଗତକାଲି ସହାୟତାର ହାତ ବଢାଇଛନ୍ତି । ସୋମବାର ହରଭଙ୍ଗା ବ୍ଲକ ତିଲେଶ୍ୱର ପଞ୍ଚାୟତରେ ଯୁଗ୍ମ ଅଭିଯୋଗ
Read More...

ଭିନ୍ନକ୍ଷମ ସାମର୍ଥ୍ୟ ଶିବିର, ୮୭ ଜଣ ଦିବ୍ୟାଙ୍ଗଙ୍କ ନାମ ପଞ୍ଜିକୃତ

ଖଡ଼ିଆଳ୧୬/୫:- ନୂଆପଡା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦର କଲ୍ୟାଣ ମଣ୍ଡପ ୨ ଠାରେ ପ୍ରତ୍ୟେକମାସ ତୃତୀୟ ମଙ୍ଗଳବାର ଦିନ ଖଡ଼ିଆଳ ଠାରେ ସ୍ୱତନ୍ତ୍ର ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିରରେ ୮୭ ଜଣ ଦିବ୍ୟାଙ୍ଗଙ୍କ ନାମ ପଞ୍ଜିକୃତ କରିବାସହ ପ୍ରମାଣପତ୍ର
Read More...

ଜାତୀୟ ଡେଙ୍ଗୁ ଦିବସ ୨୦୨୩ ପାଳନ

ଫୁଲବାଣୀ,୧୬/୫:- ଜାତୀୟ ଡେଙ୍ଗୁ ଦିବସ ୨୦୨୩ ପାଳନ ଅବସରରେ ଫୁଲବାଣୀ ପୌର ପରିଷଦ ସମ୍ମିଳନୀ କକ୍ଷରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମନୋଜ କୁମାର ଉପାଧ୍ୟାୟ ଯୋଗଦେଇ ଡେଙ୍ଗୁ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣ ସମ୍ୱନ୍ଧରେ ନିଜର
Read More...

ଝାଟି ମାଟି କୁଡ଼ିଆରେ ବିତୁଛି ଦେବକୀଙ୍କ ଜୀବନ

ହରଭଙ୍ଗା,୧୬/୫:- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଦର୍ଶ ଗାଁ କୁମାରୀ ଗ୍ରାମରେ ଝାଟିମାଟି କୁଡ଼ିଆରେ ନିରାଶ୍ରୀ ଦେବକୀ ଦେହୁରୀ ଦିନ କାଟୁଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଓଡ଼ିଶା ସରକାର ମା ପେଟରୁ ମଣିଷ ଶ୍ମଶାନ ଯିବାଯାଏ ବିଭିନ୍ନ ଯୋଜନା ଚଳାଇଥିବା ବେଳେ ଏହା ଫେଲ
Read More...

ଘରୋଇ ସଂସ୍ଥା କ୍ଷୀର ନନେବାରୁ କ୍ଷୀର ଧରି ଘରକୁ ଫେରିଲେ ଦୁଗ୍ଧ ଚାଷୀ

ଜହ୍ନ ।ପଙ୍କ,୧୬/୫:- ରାଜ୍ୟ ସରକାର କ୍ଷୀର ଉତ୍ପାଦନ ବୃଦ୍ଧି ପାଇଁ ଚାଷୀଙ୍କୁ ରିହାତି ଦରରେ ଗାଈ, ଦାନା, ଘାସ ମଞ୍ଜି ଏବଂ ତାଙ୍କ ରହିବାପାଇଁ ଗୁହାଳ ଯୋଗାଇ ଦେଉଛନ୍ତି । କିନ୍ତୁ ଉତ୍ପାଦିତ କ୍ଷୀରର ବିକ୍ରି ବ୍ୟବସ୍ଥା ନକରିବାରୁ ଦୁଗ୍ଧ ଚାଷୀ ସବୁବେଳେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।
Read More...

ନବନିର୍ମିତ ବୁଢିମା ମନ୍ଦିରର ପ୍ରତିଷ୍ଠା ମହୋତ୍ସବ ପାଇଁ ପ୍ରସ୍ତୁତି ଆରମ୍ଭ
୨୧ତାରିଖ ରୁ ୨୫ତାରିଖ ଯାଏଁ ହେବ ପ୍ରତିଷ୍ଠା

ସୁବର୍ଣ୍ଣପୁର,୧୫/୫:- ସହରର ଢେରାପଡା ଠାରେ ସଂପୂର୍ଣ୍ଣ ଦକ୍ଷିଣ ଭାରତୀୟ ଢାଞ୍ଚାରେ ନୂତନଭାବେ ନିର୍ମିତ ମାଁ ବୁଢିମାଙ୍କର ମନ୍ଦିର ପ୍ରତିଷ୍ଠା ଉତ୍ସବ ଆସନ୍ତା ୨୧ତାରିଖ ଠାରୁ ୨୫ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମାଧ୍ୟମରେ ମହାସମାରୋହରେ ପାଳନ କରାଯିବ । ଏଥିପାଇଁ
Read More...

ହିତାଧିକାରୀଙ୍କ ଶହ ଶହ କ୍ୱିଣ୍ଟାଲର ଚାଉଳ ହଡପ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବୀ

ବୋଡେ଼ନ,୧୫/୫:- ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗରିବ ନିରୀହ ଲୋକଙ୍କୁ ଚାଉଳ ଯୋଗାଉଛନ୍ତି ହେଲେ ବିଭାଗୀୟ ଅଧିକାରୀଙ୍କ ହଡପ ନୀତି ଯୋଗୁଁ ତାହା ଅନେକ ସମୟରେ ବାଟବଣା ହେଉଛି । ନୂଆପଡ଼ା ଜିଲ୍ଲାର ଅନେକ ପଞ୍ଚାୟତ ମାନଙ୍କରେ ଚାଉଳକୁ ହଡପ କରିଥିବା ଅଭିଯୋଗ ଅନେକ ସମୟରେ ଆସୁଛି ହେଲେ
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ବିଭିନ୍ନ ୫୯ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ

ସୁବର୍ଣ୍ଣପୁର,୧୫/୫:- ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ଦାଶ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ
Read More...

ମଦ ଦୋକାନ ବନ୍ଦ ଦାବିରେ ତାତିଲେ ମହିଳା, ପଦଯାତ୍ରାରେ ଶହ ଶହ ମହିଳା

ଫୁଲବାଣୀ,୧୫/୫:- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଞ୍ଚାୟତ ବୈରିକୁମ୍ପା ଠାରେ ଥିବା ସରକାରୀ ସ୍ୱୀକୃତିପ୍ରାପ୍ତ ମଦ ଦୋକାନ ବନ୍ଦ ପ୍ରତିବାଦରେ ଅଞ୍ଚଳର ମହିଳାମାନେ ଶକ୍ତି ପ୍ରଦର୍ଶନ କରିଛନ୍ତି । ଶତାଧିକ ମହିଳା ଓ ଅଞ୍ଚଳର ଜନସାଧାରଣ କେଳାପଡା ପଞ୍ଚାୟତ କାର୍ଯ୍ୟାଳୟରୁ ଏକ
Read More...