ବିଦ୍ୟାଳୟ ଉଚ୍ଛେଦକୁ ଗ୍ରାମବାସୀଙ୍କ ବିରୋଧ, ଗଣ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବି ପତ୍ର…

ବାଲିଗୁଡ଼ା: ବିଭିନ୍ନ ସମୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କମ୍‌ ଉପସ୍ଥାପନ ଦର୍ଶାଇ ଶିକ୍ଷା ବିଭାଗ ପକ୍ଷରୁ ଅନେକ ସ୍କୁଲ ଉଚ୍ଛେଦ ହୋଇଛି । ଏହାକୁ ନେଇ ପୂର୍ବରୁ ଅନେକ ବିବାଦ ମଧ୍ୟ ହୋଇଛି । ବର୍ତ୍ତମାନ ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତରେ
Read More...

ଦଶପଲ୍ଲାରେ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା ଆଜି

ଦଶପଲ୍ଲା :୨୨୧ ବର୍ଷଧରି ଅନୁଷ୍ଠିତ ହେଉଥିବା ଭାରତ ପ୍ରସିଦ୍ଧ ଐତିହାସିକ ମହାବୀର କ୍ଷେତ୍ର ଦଶପଲ୍ଲା ଲଙ୍କାପୋଡ଼ି ଯାତ୍ରାର ମୁଖ୍ୟ ଆକର୍ଷଣ‘ ରାବଣ ବଧ ବା ରାବଣ ପୋଡି ପାରମ୍ପରିକ ରୀତି ନୀତି ଓ ପରମ୍ପରା ଅନୁଯାୟୀ ମଙ୍ଗଳ ରାତି - ବୁଧ ପାହାନ୍ତି ଆଧାରରେ ଆଜି ଅନୁଷ୍ଠିତ ହେବ । ଏଥିପାଇଁ
Read More...

ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ ଆରମ୍ଭ

ପୁରୀ: କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଶରତ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ପୌର ସଦନରେ ଆରମ୍ଭ ହୋଇଛି ରଥଯାତ୍ରାର ପ୍ରଥମ ସମନ୍ୱୟ ବୈଠକ । ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା, ଆଇଜି ନରସିଂହ ଭୋଳ, ଏସପି କନ୍ୱର୍‌ ବିଶାଲ ସିଂ, ଦୂରଦର୍ଶନ ନିର୍ଦ୍ଦେଶକ, ବିଧି ବିଭାଗର ପ୍ରମୁଖ ସଚିବ, ସୂଚନା
Read More...

ଉଚ୍ଛେଦକୁ ଦୃଢ ବିରୋଧ କଲା ପିକେଆରଟି ଭୂଦାନ ବ୍ୟବସାୟୀ ସଂଘ

ପୁର: ପୁରୀ ସୁବାଷ ବୋଷ ଛକଠାରୁ ଭୂଦାନ ଛକ ଯାଏଁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି । ଏଥିପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଉଠା ଦୋକାନୀଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଉଛି । ତେବେ ପ୍ରଶାସନ ପକ୍ଷରୁ ବିନା ଥଇଥାନ୍‌ ଏବଂ କ୍ଷତିପୂରଣ ଦିଆନଯାଇ ଉଠା ଦୋକାନୀ
Read More...

ଗଞ୍ଜେଇ ଭର୍ତ୍ତି ଟ୍ରକ୍‌ ସହ ସହଯୋଗୀ କାର୍‌ ଜବତ, ୩ ମାଫିଆ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା । ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ୍‌ । ୧୭୫କେଜି ୬୦୦ ଗ୍ରାମ ଓଜନର ବେଆଇନ୍‌ ଗଞ୍ଜେଇ ସହ ଗୋଟିଏ ଟ୍ରକ୍‌ ଓ ଗୋଟିଏ କାର୍‌କୁ ଜବତ କରିଛି ବାଲିଗୁଡ଼ା ପୋଲିସ୍‌ । ଘଟଣାରେ ସଂପୃକ୍ତ ତିନିଜଣ
Read More...

ଗଞ୍ଜେଇ ସହ ବୋଲେରୋ ପିକ୍‌ ଅପ୍‌ ଭ୍ୟାନ୍‌ ଜବତ, ଜଣେ ଗିରଫ

ବାଲିଗୁଡ଼ା:ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍‌ ପକ୍ଷରୁ ଚଢ଼ାଉ । ୨୨କେଜି ୩୫୦ଗ୍ରାମ୍‌ ଓଜନର ବେଆଇନ୍‌ ଗଞ୍ଜେଇ ସହ ବୋଲେରୋ ପିକ୍‌ ଅପ୍‌ ଭ୍ୟାନ୍‌ ଜବତ କରିଛି ପୋଲିସ୍‌ । ଘଟଣାରେ ଜଣେ ଚାଲାଣକାରୀ ଗିରଫ ହୋଇଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ପୋଲିସ୍‌ ପେଟ୍ରୋଲିଂ
Read More...

ଆସନ୍ତାକାଲି ପ୍ରଥମ ରଥଯାତ୍ରା ସମନ୍ୱୟ କମିଟି ବୈଠକ

ପୁରୀ : ଆସନ୍ତାକାଲି ମଙ୍ଗଳବାର ପୁରୀରେ କେନ୍ଦ୍ରାଞ୍ଚଳ ଆର୍‌ଡିସିଙ୍କ ଅଧ୍ୟକ୍ଷତାରେ ପ୍ରଥମ ରଥ ଯାତ୍ରା ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ । ପୁରୀ ଟାଉନ୍‌ ହଲ୍‌ରେ ଏହି ବୈଠକ ଅନୁଷ୍ଠିତ ହେବାକୁ ଥିବା ବେଳେ କେନ୍ଦ୍ରାଞ୍ଚଳ ଆର୍‌ଡିସି ସହ ପୁରୀ ଜିଲ୍ଲାପାଳ, ଏସପି, ବିଭିନ୍ନ ବିଭାଗର
Read More...

ଫେଲ୍‌ ମାରିଛି ରାଜ୍ୟ ସରକାରଙ୍କ ନିରାମୟ ଯୋଜନା: ପୋଲ ତଳେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଔଷଧ

ହରଭଙ୍ଗା,୧୦/୪:- ସରକାର ଜନସାଧାରଣଙ୍କୁ ମାଗଣାରେ ସ୍ୱାସ୍ଥ୍‌୍ୟ ସେବା ଯୋଗାଇ ଦେବା ଓ ମାଗଣାରେ ଔଷଧ ବିତରଣ ପାଇଁ ନିରାମୟ ଯୋଜନା ବ୍ୟବସ୍ଥା କରିଥିଲେ ମଧ୍ୟ ରୋଗୀକୁ ଔଷଧ ଦିଆନଯାଇ ପେଟି ପେଟି ଔଷଧ ଫୋପଡା ହେଉଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡୁଙ୍ଗୁରିପାଲି ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଓ ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ
Read More...

ଶ୍ରୀରାମ ଜନ୍ମଉତ୍ସବ ସେବା ସମିତି ପକ୍ଷରୁ ବିଶାଳ ଶୋଭାଯାତ୍ରା

ଓଡଗାଁ:ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଚନ୍ଦ୍ର ଆମ ଜାତିର ଆରାଧ୍ୟ ତଥା ଭାରତର ଗର୍ବ ଓ ଗୌରବ । ଆମ ସମାଜକୁ ଆଜିର ଯୁବପିଢିଙ୍କୁ ଶ୍ରୀରାମଙ୍କ ଆଦର୍ଶରେ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ଗତ କିଛି ବର୍ଷ ହେବ ଶ୍ରୀରାମ ଜନ୍ମଉତ୍ସବ ସେବାସମିତି ଓଡ଼ଗାଁ ପକ୍ଷରୁ "ଶ୍ରୀରାମ ନବମୀ ମହୋତ୍ସବ
Read More...