ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ : ଜେଲଗଲେ ରସିକିଆ ସାହିତ୍ୟ ଶିକ୍ଷକ

ପାଟଣାଗଡ : ପାଟଣାଗଡ ଥାନା ଯୋଗିମୁଣ୍ଡା ହାଇସ୍କୁଲରେ ଅଧ୍ୟୟନରତ ଜଣେ ୧୫ ବର୍ଷିୟା ଦଶମ ଶ୍ରେଣୀ ଛାତ୍ରୀଙ୍କୁ ସେହି ସ୍କୁଲରେ କାର୍ଯ୍ୟରତ ସହକାରୀ ରସିକିଆ ସାହିତ୍ୟ ଶିକ୍ଷକ ସତ୍ୟନାରାୟଣ ନାଏକ ଅସଦାଚରଣ କରିଥିବା ନେଇ ଛାତ୍ରୀଙ୍କ ବାପା ଗତକାଲି ପାଟଣାଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
Read More...

ଚୈତ୍ରପୂର୍ଣ୍ଣିମାରେ ଦେବୀ ସୁନାଦେଇଙ୍କ ବଏଲ୍‌ ଯାତ୍ରା

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ବ୍ଳକ ସୁନାବେଡ଼ାର ଅଧୃଷ୍ଠାତ୍ରୀ ଦେବୀ ମାଁ ସୁନାଦେଇଙ୍କ ଚୈତ୍ରପୂର୍ଣ୍ଣିମା ଅବସରରେ ଛତର ଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଅବସରରେ ଚକୋଟିଆ ଭୁଞ୍ଜିଆ ଏକ ନିଆରା ପରମ୍ପରା ମଧ୍ୟରେ ମାଁ ସୁନାଦେଇଙ୍କୁ ଧାନ ବିହନକୁ ଅର୍ପଣ କରି ଚାଷୀ ନେଇଥାନ୍ତି । ପରେ
Read More...

ସେଞ୍ଚୁରିୟନ୍‌ ପବ୍ଲିକ ସ୍କୁଲର ୧୪ତମ ବାର୍ଷିକ ଉତ୍ସବ ସଂକଳ୍ପ ସମାରୋହ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିୟନ୍‌ ପବ୍ଲିକ ସ୍କୁଲ ୧୪ତମ ବାର୍ଷିକ ଉତ୍ସବ ସଂକଳ୍ପକୁ ଗୁରୁବାର ଦିନ ସନ୍ଧ୍ୟାରେ ନିଜ ସ୍କୁଲ ପରିସରରେପାଳନ କରିଥିଲା । ବିଶେଷ କରି କରୋନା ବାଧକ ଯୋଗୁଁ ଦୀର୍ଘ ତିନି ବର୍ଷର ବ୍ୟବଧାନ ପରେ ପାରମ୍ପାରିକ ଢଙ୍ଗରେ ବାର୍ଷିକ
Read More...

ଶ୍ରୀରାମ ନବମୀ ଯାତ୍ରାର ଅଷ୍ଟମ ସନ୍ଧ୍ୟା, ଲଙ୍କା ଆକ୍ରମଣ ପାଇଁ ଅଷ୍ଟାବଧାନଙ୍କ ସହ ବିଚାରବିମର୍ଷ

ଓଡ଼ଗାଁ : ଓଡ଼ଗାଁ ଶ୍ରୀରାମ ନବମୀ ଯାତ୍ରାର ଅଷ୍ଟମ ସନ୍ଧ୍ୟାରେ ପ୍ରଭୁ ଶ୍ରୀ ରଘୁନାଥଜୀଉଙ୍କ ଅଷ୍ଟାବଧାନ ବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରଭୁ ଶ୍ରୀରାମ ସୀତାଙ୍କ ଅନୁରୋଧ ରକ୍ଷା କରିବାକୁ ଯାଇ ମାୟାମୃଗ ପଛରେ ଚାଲି ଯାଇଥିଲେ । ମାତ୍ର ଲଙ୍କାପତି ରାବଣର ନିର୍ଦ୍ଦେଶରେ ମାୟା ରଚିଥିବା
Read More...

ସଡକ ଦୁର୍ଘଟଣାଜନିତ ମୃତ୍ୟୁ ଶୂନ୍ୟ ସପ୍ତାହ ପାଳିତ

ଭବାନୀପାଟଣା: ଭବାନୀପାଟଣା ସ୍ଥିତ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ୟୁଥ୍‌ ରେଡକ୍ରସ, ଏନ.ଏସ.ଏସ ୟୁନିଟ ଓ କଳାହାଣ୍ଡି ପରିବହନ ବିଭାଗର ମିଲିତ ଉଦ୍ୟମରେ ଏକ ସଡକ ସୁରକ୍ଷା ଜନିତ ସାଇକେଲ ରାଲି ଅନୁଷ୍ଠାନର ନିର୍ଦ୍ଦେଶକ ଡି. ରାମ କୁମାରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ରାଲିକୁ
Read More...

ଝାରସୁଗୁଡ଼ା ଉପନିର୍ବାଚନ: ୧୨ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛି ବିଜେଡି। ୪ ବ୍ଲକ ଓ ଗୋଟିଏ ପୌର ପରିଷଦ ପାଇଁ ୧୨ ବରିଷ୍ଠ ନେତା ଓ ମନ୍ତ୍ରୀଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ  ଦିଆଯାଇଛି। ଦଳ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ, ଝାରସୁଗୁଡ଼ା ପୌର
Read More...

ପ୍ରତିଶ୍ରୁତି ପରେ ଶ୍ରୀବନ୍ତଦେଇପୁର ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଧାରଣା ପ୍ରତ୍ୟାହୃତ

ନୂଆଗାଁ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଦୁରୁଦୁରା ପଂଚାୟତର ଶ୍ରୀବନ୍ତଦେଇପୁର ଉନ୍ନିତ ଉଚ୍ଚ ବିଦ୍ୟାଳୟର ଶ୍ରେଣୀଗୃହ ଓ ଶିକ୍ଷକ ଅଭାବକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ବିଦ୍ୟାଳୟରେ ୩ ଦିନ ଧରି ତାଲା ପକାଇ ବନମାଳିପୁରୁ ରାସ୍ତା ଅବରୋଧ କରିଥିଲେ । ଏ ସଂପର୍କରେ ଖବର ପାଇଁ ଆଜି
Read More...

ଚୁଲାଭାଟରେ ଆତଙ୍କ, ପୁଣି ଗାଈକୁ ମାରି ଖାଇଲା ବାଘ

ନୂଆପଡ଼ା : ନୂଆପଡ଼ା ରେଞ୍ଜ ଅଧିନ ଚୁଲାଭାଟ ଗାଁରେ ବାଘ ଆତଙ୍କ । ଗୁରୁବାର ରାତିରେ ବୁଲାଭାଟ ଗାଁର ଗୋବର୍ଦ୍ଧନ ମାଝୀଙ୍କ ଗାଈକୁ ମାରି ଖାଇଲା ବାଘ । ସୂଚନାନୁଯାୟୀ, ଗୁରୁବାର ସକାଳେ ଚୁଲାଭାଟ ଗାଁର ଗୋବର୍ଦ୍ଧନଙ୍କ ଗାଈ ଜଙ୍ଗଲକୁ ଚରିବାକୁ ଯାଇ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିନଥିଲା ।
Read More...

ପୋଖରୀଗୋଛା ସରପଞ୍ଚ ଉପନିର୍ବାଚନ,୬ ପ୍ରାର୍ଥୀ ଭରିଲେ ନାମାଙ୍କନ

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ପୋଖରୀଗୋଛା ପଞ୍ଚାୟତରେ ଆସନ୍ତା ମେ ୨ ତାରିଖ ଦିନ ହେବାକୁ ଥିବା ସରପଞ୍ଚ ପଦବି ପାଇଁ ଉପନିର୍ବାଚନ ନେଇ ରାଜନୀତି ବେଶ୍‌ ସରଗରମ ହେବାରେ ଲାଗିଛି । ଗତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଆସନ ପାଇଁ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହୋଇଥିବା ବେଳେ
Read More...

ବରିଷ୍ଠ ନାଗରିକ ସମାଜ ପକ୍ଷରୁ ରାମାନୁଜମ ଗଣିତ ମେଧା ପରୀକ୍ଷା

ସମ୍ବଲପୁର: ଛାତ୍ରଛାତ୍ରୀ ମାନଙ୍କ ମେଧା ବୃଦ୍ଧି ପାଇଁ ସ୍ଥାନୀୟ ବରିଷ୍ଠ ନାଗରିକ ସମାଜ ପକ୍ଷରୁ ରାମାନୁଜମ ଗଣିତ ମେଧା ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍କୁଲରେ ଗତକାଲି ମେଧା ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଆଜି ଆଉ ପାଂଚଟି
Read More...