କନ୍ଧମାଳ ପୁଲିସକୁ ବଡ ସଫଳତା ; କେସିଙ୍ଗାରୁ ଲୁଟେରାଙ୍କୁ କାବୁ କଲା ପୁଲିସ, ସବୁ ଟଙ୍କା ଉଦ୍ଧାର

ଫୁଲବାଣୀ: ୪୮ ଘଣ୍ଟା ମଧ୍ୟରେ ଫୁଲବାଣୀ ପୁଲିସକୁ ମିଳିଛି ବଡ ସଫଳତା । ସମସ୍ତ ଲୁଟେରାମାନଙ୍କୁ ଧରିବାରେ ସକ୍ଷମ ହୋଇଛି କନ୍ଧମାଳ ପୁଲିସ । ସୋମବାର ଦିନ ଫୁଲବାଣୀ ଆକ୍ସିସ ବ୍ୟାଙ୍କ ପାଖରୁ ଲୁଟ ହୋଇଥିବା ସବୁ ଟଙ୍କା ସହ ମୋବାଇଲ, ତାଲା ଖୋଲିବା ପାଇଁ ମାଷ୍ଟର-କି ଉଦ୍ଧାର କରାଯାଇଛି
Read More...

ଟିକାବାଲି ଡିଆଇଇଟିଠାରେ ଜିଲ୍ଲାସ୍ତରୀୟ ଶିକ୍ଷଣଜନିତ ଆଲୋଚନା ଚକ୍ର

ଫୁଲବାଣୀ :ବିଦ୍ୟାଳୟରେ ଶିକ୍ଷଣ ଜନିତ ସମସ୍ୟା ଓ ତାର ସମାଧାନ ନିମନ୍ତେ ଟିକାବାଲି ଡି.ଆଇ.ଇ.ଟି ଠାରେ କ୍ରିୟାତ୍ମକ ଗବେଷଣାର ଉପସ୍ଥାପନ ଜନିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ମଞ୍ଚାସିନ ଅତିଥି ରୂପେ କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ,
Read More...

ପୋଲିଟେକନିକ କଲେଜରେ ମେଗା ରକ୍ତ ଦାନ ଶିବିର, ୬୩ ୟୁନିଟ ରକ୍ତ ସଂଗ୍ରହ

ସୁବର୍ଣ୍ଣପୁର: ଜିଲ୍ଲାର ସଦର ମହକୁମା ସ୍ଥିତ ସରକାରୀ ପୋଲି ଟେକନିକ୍‌ କଲେଜରେ ଆଜି ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କଲେଜ୍‌ ଅଧ୍ୟକ୍ଷ ଗୌରହରୀ ସାହୁଙ୍କ ସଂଯୋଜନାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଶିବିରକୁ ଉଦଘାଟନ କରିଥିଲେ । ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ହେତୁ
Read More...

ତାମ୍ପରକଇଠା ସୋସାଇଟିରେ ସରକାରୀ ଧାର୍ଯ୍ୟରେ ଧାନର ପ୍ରାପ୍ୟ ମିଳୁନଥିବା ଅଭିଯୋଗ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ତାମ୍ପରକଇଠା ସୋସାଇଟିର ୩୩ ଗୋଟି ଟୋକେନ୍‌ ପାଇଥିବା ଚାଷୀ ଧାନ ମିଲକୁ ଦେବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଚାଷୀ ତାଙ୍କର ଧାନର ମୂଲ୍ୟ ସରକାରୀ ଦରରେ ପାଇ ନଥିବା ଅଭିଯୋଗ ହୋଇଛି । ତେଣୁ ପୁଣି ଥରେ ତାମ୍ପରକଇଠା ସୋସାଇଟିର ସଭାପତି ଜୀ ଶ୍ରୀଧର
Read More...

ପୁଣି ୫ ନାବାଳକ ଗାଡି ଚାଳକଙ୍କଠାରୁ ଜୋରିମାନା ଆଦାୟ କଲା ପରିବହନ ବିଭାଗ

ସୁବର୍ଣ୍ଣପୁର: ନାବାଳକଙ୍କ ଗାଡିଚାଳନା ଉଭୟ ଧନ ଓ ଜୀବନ ପ୍ରତି ବିପଦ । ତେଣୁ ଗତକାଲି ମଧ୍ୟ ପାଞ୍ଚ ଜଣ ନାବାଳକଙ୍କ ଠାରୁ ଗାଡ଼ି ଚାଳନା ପାଇଁ ୧୨୫୦୦୦/- ଟଙ୍କାର ଜୋରିମାନା ଆଦାୟ କରାଯାଇଛି । ଗତକାଲି ସନ୍ଧ୍ୟା ସୁଦ୍ଧା ୪୩ ଜଣ ଆଇନ ଖିଲାପକାରୀ ଗାଡି ଚାଳକଙ୍କୁ ଜୋରିମାନାକରାଯାଇଛି । ଆଜି
Read More...

କନ୍ଧମାଳର ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଟଗଡ ବ୍ଲକ ପି.ସି.ସି ସଭ୍ୟ ତଥା ବରିଷ୍ଠ କଂଗ୍ରେସ ନେତା ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀଙ୍କ ୭୭ ବର୍ଷରେ ପରଲୋକ ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର କନ୍ଧମାଳ ଜିଲ୍ଲା କଂଗ୍ରେସ ପରିବାରରେ ଶୋକାକୁଳ ପରିବେଶ
Read More...

ଚୈତ୍ର ପୂର୍ଣ୍ଣିମା ଉପଲକ୍ଷେ ମହାନଦୀରେ ହେବ ମୀନକେତନ ଦେହରୀ ନୌକା ଚାଳନ ପ୍ରତିଯୋଗିତା

ସମ୍ବଲପୁର: ସ୍ଥାନୀୟ ବୀର ବଜରଙ୍ଗ ଦେହରୀ ଅନୁଷ୍ଠାନ ପକ୍ଷରୁ ଆଗାମୀ ଗୁରୁବାର ଦିନ ଚୈତ୍ର ପୂର୍ଣ୍ଣିମା ଉପଲକ୍ଷେ ଏଇଠି ମହାନଦୀରେ ଏକ ରାଜ୍ୟସ୍ତରୀୟ ନୌକା ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ଏବିଷୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଗତ ସନ୍ଧ୍ୟାରେ ସୂଚନା ଦିଆଯାଇଛି ।
Read More...

ଅଜଣା ଗାଡ଼ି ଧକ୍କାରେ ୫ଗାଈ ମୃତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ୫୯ନମ୍ବର ଜାତୀୟ ରାଜପଥର ଡବେରୀ ଓ ପଞ୍ଚୁପଲ୍ଲୀରେ ବିଳମ୍ବିତ ରାତିରେ ଅଜଣା ଗାଡ଼ି ଧକ୍କାରେ ୫ଟି ଗାଈଙ୍କ ମୃତ୍ୟ ଘଟିଥିବା ବେଳେ ୨ଟି ଗାଈ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଡବେରୀ ଗ୍ରାମର ବିଶ୍ରାମ ପ୍ରଧାନଙ୍କ ଗୋଟିଏ ଗାଈ
Read More...

ଚୈତ୍ରମାସର ଚତୁର୍ଥ ପାଳିରେ ଭାସିଲା ହଣ୍ଡା ହଣ୍ଡା କାନିକା ଓ ରସଗୋଲା

ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ଅମଲାପଡାରେ ଥିବା ଦୀର୍ଘ ୫୦ ବର୍ଷରୁ ଉଦ୍ଧ୍ୱର୍ ପୁରାତନ ମା ବ୍ରାହ୍ମଣୀ ଦେବୀ ମନ୍ଦିରର ଚଳିତ ଚୈତ୍ର ମାସର ଗତକାଲି ଥିଲା ଚତୁର୍ଥ ମଙ୍ଗଳବାର । ମାଙ୍କ ଆଳତି ଦେଖିବାକୁ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ସକାଳୁ ଫୁଲବାଣୀ ଅମଲାପଡ଼ା
Read More...

ଓଡ଼ିଶାରେ ସର୍ବବୃହତ ଷ୍ଟିଲ ପ୍ଲାଂଟ କରିବ ନିପ୍ପନ, ୩୦ ମିଲିୟନ ଟନ୍‌ ଉତ୍ପାଦନ କ୍ଷମତା

ଭୁବନେଶ୍ୱର:- ଓଡ଼ିଶାରେ ନିପ୍ପନ କରିବ ସର୍ବବୃହତ ଷ୍ଟିଲ ପ୍ଲାଂଟ । ଓଡିଶାରେ ୩୦ ମିଲିୟନ ଟନ୍‌ କ୍ଷମତା ବିଶିଷ୍ଟ ଷ୍ଟିଲ୍‌ ପ୍ଲାଂଟ କରିବ ନିପ୍ପନ । ଆଜି ନିପନ ଷ୍ଟିଲ କର୍ପୋରେସନର ମୁଖ୍ୟ ଇଜି ହାସିମୋତୋଙ୍କ ସହ ସାକ୍ଷାତ ପରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ବର୍ତମାନ
Read More...