କୋଶଳିଆ ମାଳି ସମାଜର ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଚୟନ
ସୁବର୍ଣ୍ଣପୁର: ଆଜି ଜିଲ୍ଲାର ବାଞ୍ଜିପାଲି ଅନ୍ତର୍ଗତ ସାନଫବସି ଗାଁରେ କୋଶଳିଆ ମାଳି ସମାଜର ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଚୟନ ତଥା ଜିଲ୍ଲାକମିଟି ଗଠନ କରାଯାଇଛି ।ପ୍ରାରମ୍ଭରେ ବାବା କୁଶଳେଶ୍ୱରଙ୍କ ପୂଜାର୍ଚ୍ଚନା ପରେ ସମସ୍ତ ଜାତି ବ୍ୟକ୍ତିବିଶେଷଙ୍କ ଆର୍ଶିବାଦ ନେଇଥିଲେ । ଏଥିରେ ମୁଖ୍ୟ!-->…
Read More...
Read More...