ସିନାପାଲି ପ୍ରାଥମିକ ଶିକ୍ଷକଙ୍କ ଦାବିପତ୍ର ପ୍ରଦାନ
ସିନାପାଲି:ନୂଆପଡ଼ା ଜିଲ୍ଲା ସିନାପାଲି ରାଜ୍ୟ ସଂଘର ଆହ୍ୱାନରେ ନୂତନ ପେନସନ୍ ଭୁକ୍ତ ପ୍ରାଥମିକ ଶିକ୍ଷକଙ୍କ ତିନି ଦଫା ଦାବି ପୂରଣ ନେଇ ଏକ ସ୍ମାରକପତ୍ର ସ୍ଥାନୀୟ ଶିକ୍ଷକ ସଂଘ ତରଫରୁ ସିନାପାଲି ଏବିଇଓ ପ୍ରଭାତ କୁମାର ପାତ୍ରଙ୍କୁ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଏବଂ ଗଣଶିକ୍ଷା!-->…
Read More...
Read More...