ପୋଲିସ କନଷ୍ଟେବଲଙ୍କ ଆତ୍ମହତ୍ୟା

ଟିକାବାଲି: ଟିକାବାଲି ଥାନାରେ ଆଜି ଦିନ ୧୧ ଘଣ୍ଟିକା ସମୟରେ ଥାନାର ବେରାକ୍‌ରେ ରୁମ୍‌ ମଧ୍ୟରେ ଫ୍ୟାନରେ ଗାମୁଛାରେ ଫାସ ଦେଇ କାର୍ଯ୍ୟରତ ପୋଲିସ କନଷ୍ଟେବଲ ଶ୍ରୀନିବାସ ଘଟାଲ ଆତ୍ମହତ୍ୟା କରିଥିବା ଜଣାପଡିଛି । କନଷ୍ଟେବଲଙ୍କ ନିଜ ଘର ଫୁଲବାଣୀ ଡାକପଲା ଗ୍ରାମର ବୋଲି ଜଣାପଡିଛି । ଆଜକୁ ସେ
Read More...

ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ସାକାର କଲେ ପତ୍ନୀ ହୀରାଦେଇ,ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ପାଇଁ ପାଇଲେ “ପ୍ରକୃତି…

ନୂଆପଡା: ନୂଆପଡା ଜିଲ୍ଲା ଉପାନ୍ତ ବ୍ଲକ ସିନାପାଲି ରେଞ୍ଜ ସରଧାପୁର ପିଆରଏଫ ଜଙ୍ଗଲର କରାଡୁଙ୍ଗରିକୁ ବିଶାଳ ଘଞ୍ଚ ଜଙ୍ଗଲରେ ପରିଣତ କରିବା ଅଙ୍ଗଦ ମାଝୀ ଦୀର୍ଘ ପଚାଶ ବର୍ଷ ତଳେ ସ୍ୱପ୍ନ ଦେଖିଥିଲେ । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ପତ୍ନୀ ହୀରାଦେଇ ମାଝୀ ଏବଂ ନିଜେ ଅଙ୍ଗଦ ମାଝୀ ମିଳିତ
Read More...

ପ୍ରକଳ୍ପସ୍ତରୀୟ ପୋଷଣ ମାସ ପାଳନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଷାଣି ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ ସଭା ଗୃହଠାରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ ପାଳନ ଅନୁଷ୍ଠିତ ହୋଇଯାଇଛି । ଗୋଷାଣି ବ୍ଲକ ସମନ୍ୱିତ ଶିଶୁ ବିକାଶ ଯୋଜନା ପ୍ରକଳ୍ପ ଆନୁକୁଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପୋଷଣ ଖାଦ୍ୟ ସାମଗ୍ରୀ
Read More...

ନୂଆପଡ଼ା ଜିଲ୍ଲାରେ ପୁଣି ଦାଦନ ଯନ୍ତ୍ରଣା, ଉଦ୍ଧାର ପାଇଁ ଭିଡିଓ ମାଧ୍ୟମରେ କଲେ ଆକୁଳ ନିବେଦନ

ନୂଆପଡା : ପୁଣି ଆନ୍ଧ୍ରରେ ଓଡିଆ ଶ୍ରମିକ ଦମ୍ପତିଙ୍କୁ ନିର୍ଯାତନା । ସ୍ୱାସ୍ଥ୍ୟାବସ୍ଥା ଖରାପ ସତ୍ତେ୍ୱ ଜବରଦସ୍ତି କାମ କରାଇବା ସହ ମନା କଲେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ଉକ୍ତ ଦମ୍ପତି । ଏକ ଭିଡିଓ ମାଧ୍ୟମରେ ସରକାରଙ୍କୁ ଅନୁରୋଧ କରି ଉଦ୍ଧାର ପାଇଁ
Read More...

ଡବ୍ଲ୍ୟୁଟିସି ଫାଇନାଲରେ ପ୍ରବେଶ କଲା ଭାରତ, ଅଷ୍ଟ୍ରେଲିଆ ସହ ଲଢିବ

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଛି । ଏବେ ଫାଇନାଲରେ ଭାରତ ଅଷ୍ର୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ । ଯେଉଁଥି ପାଇଁ ଭାରତୀୟ ଦଳକୁ ସେମାନଙ୍କ ପ୍ରସ୍ତୁତି ତ୍ୱରାନ୍ୱିତ କରିବାକୁ ପଡିବ । ବର୍ତ୍ତମାନ ଟିମ୍‌
Read More...

“ଭିଜନ’ର ତୃତୀୟ ଆଲୋଚନାରେ ଯୋଗଦେଲେ ଜିଲ୍ଲାର ସମସ୍ତ ସରପଞ୍ଚ

ନବରଙ୍ଗପୁର: ଭିଜନ, ନବରଙ୍ଗପୁରର ତୃତୀୟ ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାର ସମସ୍ତ ୧୦ ଗୋଟି ବ୍ଲକର ସରପଞ୍ଚମାନେ ଯୋଗ ଦେଇଥିଲେ । ଜିଲାପାଳ ଡ଼ଃ. କମଳ ଲୋଚନ ମିଶ୍ର ଯୋଗଦେଇ ଭିଜନ, ନବରଙ୍ଗପୁର ଜିଲା ବିକାଶର ଏକ ଦୃଷ୍ଟିଭଙ୍ଗୀର ପ୍ଲାଟଫର୍ମ ବୋଲି କହିଥିଲେ । ଜିଲା
Read More...

ଗ୍ରୀଷ୍ମ ଆରମ୍ଭରୁ ଉତ୍କଟ ହେଲାଣି ପାଣି ସମସ୍ୟା,
ଦୂଷିତ ପାଣି ହିଁ ଲୋକଙ୍କ ଭରସା

ହରଭଙ୍ଗା: ରାଜ୍ୟରେ ଖରା ଋତୁ ପୂର୍ବରୁ ପ୍ରଚଣ୍ଡ ଖରା ହେବା ଦିନଠୁ ଲୋକଙ୍କ ଚିନ୍ତା ବଢିଛି । ଉତ୍ତାପ ୩୮ ଡିଗ୍ରି ପର୍ଯ୍ୟନ୍ତ ଗଲାଣି । ହୋଲିଠୁ କିଛି ଦିନ ହେଲା ପାଗ ଟିକେ ମେଘୁଆ ଥିଲା ଏବଂ ତାପ କମିଥିଲା । ହେଲେ ଆଜିଠୁ ପୁଣି ଖରା ବଢିବା ଆରମ୍ଭ ହୋଇଛି ଏବଂ ଆଗକୁ ଏହି ସ୍ଥିତି ଜାରି ରହିବ
Read More...

ଶୁନ୍ୟ ସହନଶୀଳତା ନୀତିରେ ପୁରୀ ଜିଲ୍ଲାରେ ଚାଲିଛି ମାଟ୍ରିକ ପରୀକ୍ଷା

ପୁରୀ: ଚଳିତ ମାଟ୍ରିକ ପରୀକ୍ଷାରେ ପୁରୀ ଜିଲ୍ଲାରେ ଶିକ୍ଷା ବିଭାଗ ତରଫରୁ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯାଇଅଛି । ପରୀକ୍ଷାର ପ୍ରଥମ ଦିନରେ ଜିଲ୍ଲା ଶିକ୍ଷାଧିକାରୀ ଡଃ ବିଶ୍ୱଜିତ ଘୋଷ ବ୍ରହ୍ମଗିରି ବ୍ଲକର ଏକ ପରୀକ୍ଷା କେନ୍ଦ୍ର ଅଚାନକ ପରିଦର୍ଶନ କରି ଜଣେ ଶିକ୍ଷୟିତ୍ରୀଙ୍କୁ
Read More...

ପୁରାତନ ଛାତ୍ର ସଂସଦର ସାଧାରଣ ପରିଷଦ ବୈଠକ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ଶତାୟୁ ଶିକ୍ଷାନୁଷ୍ଠାନ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷ ଡ.ଅଜୟ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ
Read More...

ଲାଠୋର ପୋଲିସ ପକ୍ଷରୁ ଜନସମ୍ପର୍କ ଶିବିର

ଖପ୍ରାଖୋଲ : ମାଓ ଅଧ୍ୟୁଷିତ ଅଞ୍ଚଳରେ ଜନସାଧାରଣ ପୋଲିସର ବିଶ୍ୱାସ ଭାଜନ ହେବା ସହିତ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା ପାଇଁ ଲାଠୋର ପୋଲିସ ପକ୍ଷରୁ ଲାଠୋର ଥାନା ବେନ୍ଦେର ଗ୍ରାମର ଉନ୍ନତ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଥାନା ଅଧିକାରୀ ଝସକେତନ ଭୋଇଙ୍କ ନେତୃତ୍ୱରେ
Read More...