ଜିଲା ପ୍ରେସ କ୍ଳବଠାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ପାଳିତ

ଫୁଲବାଣୀ : ଭାଷା ଆନ୍ଦୋଳନ କନ୍ଧମାଳ ପକ୍ଷରୁ ଜିଲା ପ୍ରେସ କ୍ଳବ ଠାରେ ଆନ୍ତର୍ଜାତୀୟ ମାତୃଭାଷା ଦିବସ ବରିଷ୍ଠ ନାଗରିକ ଅବସରପ୍ରାପ୍ତ କମାଣ୍ଡାଣ୍ଟ ନବୀନ କିଶୋର ପଣ୍ଡାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଭାଷା ଆନ୍ଦୋଳନର ଆବାହକ ଅଶୋକ ପରିଡା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରାରମ୍ଭିକ
Read More...

ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା, ପେଟ୍ରୋଲିଂ ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ବଡ଼ ସଫଳତା । ପେଟ୍ରୋଲିଂ କରୁଥିବା ସମୟରେ ସୂଚନା ପାଇ ବିପୁଳ ପରିମାଣର ବେଆଇନ୍‌ ଗଞ୍ଜେଇ ଜବତ କରିଛି ପୋଲିସ୍‌ । ଗଞ୍ଜେଇ ଚୋରା ଚାଲାଣ ପାଇଁ ଗଚ୍ଛିତ ରଖାଯାଇଥିବା ବେଳେ ଗଞ୍ଜେଇକୁ ଜବତ କରିଛି ପୋଲିସ୍‌ । ସୂଚନା ପ୍ରକାରେ ପୋଲିସ୍‌
Read More...

ମହିଳା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ବିଡିଓଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ

ଦଶପଲ୍ଲା : ୭ ଦଫା ଦାବି ନେଇ ବୁଧବାର ଦିନ ମହିଳା ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଏକ ଦାବିପତ୍ର ବିଡ଼ିଓଙ୍କୁ ପ୍ରଦାନ କରାଯାଇଛି । ମହିଳା ଜୀବିକା ସୁରକ୍ଷା ମଂଚର ସଂଯୋଜକ କୁନାକାନ୍ତ ନାଏକଙ୍କ ନେତୃତ୍ୱରେ ମହିଳା ଜୀବିକା ସୁରକ୍ଷା ମଂଚ ର ସଦସ୍ୟ ମାନେ ଦଶପଲ୍ଲା ବ୍ଲକ ପରିସରରେ ପହଞ୍ଚି
Read More...

ଆମ୍ବୁଲାନ୍ସରୁ ଗଞ୍ଜେଇ ଜବତ, ଜଣେ ଗିରଫ

ସୁବର୍ଣ୍ଣପୁର : ଅଭିନବ ଉପାୟରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ବିଭାଗ ଧରିବାରେ ସଫଳ ହୋଇଛି । ଆଜି ସକାଳୁ ଅବକାରୀ ବିଭାଗ ପେଟ୍ରୋଲିଂ କରୁଥିବା ବେଳେ ମନୁମୁଣ୍ଡା ପଟୁ ଆସୁଥିବା ଏକ ଆମ୍ବୁଳାନ୍ସ ଗାଡିକୁ କୁଞ୍ଜ ଛକ ନିକଟରେ ଅଟକାଇଥିଲା । କିନ୍ତୁ ଗାଡିଟି
Read More...

ଦଶପଲ୍ଲାରେ ସ୍କାଉଟ ଡେ’ ପାଳିତ

ଦଶପଲ୍ଲା : ଦଶପଲ୍ଲାର ବିଭିନ୍ନ ବିଦ୍ୟାଳୟରେ ସ୍କାଉଟ ଡେ ପାଳିତ ହୋଇଯାଇଛି । ଏ ଅବସରରେ ଦଶପଲ୍ଲା ଦେଢ଼ସର୍‌ ୟୁଜିଏମଇ ସ୍କୁଲ ପରିସରରେ ସ୍ମାଉଟ ଡେ ପାଳିତ ହୋଇଯାଇଛି । ସ୍କାଉଟ ଶିକ୍ଷକ ଆଲୋକ ସେନାପତି ଙ୍କ ନେତୃତ୍ୱରେ ସକାଳ ସମୟରେ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍କାଉଟ
Read More...

ବିଜେଡିରେ ଯୋଗ ଦେଲେ କଂଗ୍ରେସ ନେତା

ପୁରୀ : ବିଜୁ ଜନତା ଦଳର ସଭାପତି ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନ ଓ ବିକାଶବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ କଂଗ୍ରେସର ପୂର୍ବତନ ଟାଣୁଆ ନେତା ହରିହର ପାଢ଼ୀ, ବିରେନ୍ଦ୍ର ଭୂଷଣ ହୋତା, ଅଭିମନ୍ୟୁ ଜେନାଙ୍କ ନେତୃତ୍ୱରେ ଶତାଧିକ ବ୍ୟକ୍ତି ବିଧିବଦ୍ଧ ଭାବେ
Read More...

ବିକାଶ ୱିସଡମ୍‌ ପାର୍କ ପରିସରରେ କ୍ୟାରିୟର କାଉନସେଲିଂ କର୍ମଶାଳା ଆୟୋଜିତ

ଭବାନୀପାଟଣା: ବିକାଶ ୱିସଡମ ପାର୍କ ପରିସରରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ନିମନ୍ତେ କ୍ୟାରିୟର କାଉନସେଲିଂ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡି. ନାଗେଶ୍ୱର ରାଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ରାଷ୍ଟ୍ରୀୟ
Read More...

ଖପ୍ରାଖୋଲ ପୁଲିସ ଦ୍ୱାରା କଫସିରଫ ଜବତ : ଜଣେ ଗିରଫ, କୋର୍ଟ ଚାଲାଣ

ପାଟଣାଗଡ଼/ଖପ୍ରାଖୋଲ: ବଲାଙ୍ଗିର ଜିଲା ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଅଞ୍ଚଳର କେତେକ ସ୍ଥାନରେ ବେଆଇନ କଫସିରଫ କାରବାର ହେଉଥିବା ବେଳେ ଗୋଟିଏ ପରେ ଗୋଟିଏ ଅଭିଯୁକ୍ତ ପୁଲିସ ହାତରେ ଧରା ପଡୁଥିବା ଦେଖିବାକୁ ମିଳୁଛି । ଖପ୍ରାଖୋଲ ପୁଲିସର ସଫଳ ଗୋଟିଚାଳନା ସ୍ଥାନୀୟ ଅଞ୍ଚଳର କଫସିରଫ
Read More...

ଗନ୍ଧରାଢୀ ଲୋକକଳା ମହୋତ୍ସବ ଉଦଘାଟିତ

ବୌଦ୍ଧ/ଜହ୍ନ ।ପଙ୍କ,୨୩/୨:- ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଂଚାୟତ ଅନ୍ତର୍ଗତ ଐତିହାସିକ ଗନ୍ଧରାଢୀ ମନ୍ଦିର ବିଶ୍ୱ ପ୍ରସିଦ୍ଧ । ଏହି ମନ୍ଦିରଦ୍ୱୟ ଅଷ୍ଟମ ଶତାବ୍ଦୀରେ ନିର୍ମାଣ କରାଯାଇଥିବା ଐତିହାସିକମାନେ କୁହନ୍ତି । ଏହାର ସ୍ୱତନ୍ତ୍ରତା ହେଉଛି ଗୋଟିଏ ମଣ୍ଡପରେ ବିରାଜମାନ କରିଛନ୍ତି
Read More...

ଜିଲ୍ଲା ପ୍ରଶାସନ ଉଦ୍ୟମରେ ସେଣ୍ଟ ଜାଭିୟର୍ସ ସ୍କୁଲରେ ଗଠନ ହେଲା ହକି ଟିମ୍‌

ବୌଦ୍ଧ: ସମଗ୍ର ରାଜ୍ୟରେ ହକିର ଭିତ୍ତିଭୂମି ପାଇଁ ଉଦ୍ୟମ ହେଉଥିବାବେଳେ ନୂତନ ହକି ଖେଳାଳୀ ସୃଷ୍ଟି ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟକୁ ହକି ଷ୍ଟିକ ତଥା ଅନ୍ୟାନ୍ୟ ଉପକରଣ ଜିଲ୍ଲା ପ୍ରଶାସନ ତରଫରୁ ଯୋଗାଇ ଦିଆଯାଉଛି ।
Read More...