ଫୁଲବାଣୀର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବୀ ଉପସ୍ଥାପନା କଲା ସଂଗଠନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀର ବ୍ଲକର ମହିଳା ଜୀବିକା ସୁରକ୍ଷା ମଞ୍ଚ ଲୋକ ସଂଗଠନ ଦ୍ୱାରା ଆଜି ଫୁଲବାଣୀ ବ୍ଲକର ଥିବା ୧୧ ଗୋଟି ଗ୍ରାମ ପଂଚାୟତର ୧୨୪ଟି ଗ୍ରାମର ଦୁଇ ମାସ ଧରି, " ସ୍ୱଚ୍ଛ ଗ୍ରାମ ଅଭିଯାନ' ନିମନ୍ତେ ଏକ ସର୍ଭେ କରାଯାଇଛି । ଉକ୍ତ ସର୍ଭେ ରିପୋର୍ଟରେ ଗ୍ରାମଞ୍ଚଳର
Read More...

ଅଟୋକୁ ଧକ୍କା ଦେଲା ଟ୍ରକ; ୬ମୃତ, ୪ଗୁରୁତର

ରାୟଗଡା : ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା ମାଲାବାହୀ ଟ୍ରକ । ଆଉ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୬ଜଣଙ୍କ ଜୀବନ । ଝିଅର ବାହାଘର ପ୍ରସ୍ତାବ ନିମନ୍ତେ ପୁଅ ଘରକୁ ଯାଇ ଫେରୁଥିବା ବେଳେ ରାସ୍ତାରେ ଯେମିତି ଜଗି ବସିଥିଲା ଯମ । ଏକା ଥରକେ ନେଇଗଲା ୬ଜଣଙ୍କ ଜୀବନ । ଆଉ ୪ଜଣ ଗୁରୁତର
Read More...

ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲା ସ୍ତରୀୟ କୃଷକ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ପ୍ରଶିକ୍ଷଣ
Read More...

ନୟାଗଡ ଜିଲ୍ଲାର ପ୍ରଥମ ସମ୍ପୂର୍ଣ୍ଣ ସୌରଚାଳିତ ଅନୁଷ୍ଠାନରେ ପରିଣତ ହେଲା ସମର୍ପଣ ବୃଦ୍ଧାଶ୍ରମ

ଦଶପଲ୍ଲା :ନୟାଗଡ ସଦର ମହକୁମା ଅନତି ଦୂରରେ ଥିବା ଲେଖନପୁରଠାରେ ଗଢି ଉଠିଥିବା ସମର୍ପଣ ବୃଦ୍ଧାଶ୍ରମର ପଞ୍ଚମ ପ୍ରତିଷ୍ଠା ଦିବସ, ନୟାଗଡ଼ ଜିଲ୍ଲାପାଳ ତଥା “ସମର୍ପଣ” ପରିଚାଳନା କମିଟିର ସଭାପତି ରବୀନ୍ଦ୍ରନାଥ ସାହୁଙ୍କ ସଭାପତିତ୍ୱରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ଏଡିଜିଙ୍କ ଦିନିକିଆ ନୂଆପଡ଼ା ଗସ୍ତ

ନୂଆପଡା : ନୂଆପଡା ଜିଲ୍ଲାରେ ନକ୍ସଲ ଗତିବିଧିର ନିରୀକ୍ଷଣ କରିବା ସହ ନକ୍ସଲ ଅଭିଯାନକୁ ସୁଦ଼ଢ କରିବା ନେଇ ଅପରେସନ ଏଡିଜି ଅମିତାଭ ଠାକୁର ଦିନିକିଆ ନୂଆପଡା ଜିଲ୍ଲା ଗସ୍ତରେ ଆସିଥିଲେ । ତାଙ୍କ ସହ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଓ ସିଆରପିଏପର ବରିଷ୍ଠ ଅଧିକାରୀ ମାନେ ମଧ୍ୟ
Read More...

ଶୈଲୀ ଓବରାଏ ହେଲେ ଦିଲ୍ଲୀ ମେୟର

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀକୁ ବୁଧବାର ଏହାର ନୂତନ ମେୟର ମିଳିଛି। ଆମ ଆଦମୀ ପାର୍ଟି(ଏଏପି)ର ପ୍ରାର୍ଥୀ ଡ. ଶୈଲୀ ଓବରାଏ ଦିଲ୍ଲୀ ଏମସିଡର ନୂତନ ମେୟର ଭାବରେ ନିର୍ବାଚିତ ହୋଇଛନ୍ତି। ଦୀର୍ଘ ସମୟ ଅପେକ୍ଷା ପରେ ଦିଲ୍ଲୀ ଏମସିଡି ନିର୍ବାଚନର ଅଢ଼େଇ ମାସ ପରେ ଏହାର ନୂତନ ମେୟର
Read More...

ସମ୍ବଲପୁର ଓ ମେକ୍ସିକୋ ମଧ୍ୟରେ ବିଶ୍ୱବିଦ୍ୟାଳୟ ସ୍ତରୀୟ ଚୁକ୍ତିନାମା ସ୍ୱାକ୍ଷରିତ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଭାଗ ସହିତ ସୁଦୂର ମେକ୍ସିକୋ ରାଷ୍ଟ୍ରୀୟ ବୈଷୟିକ ସଂସ୍ଥାର (ଏନଆଇଟି)ର ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଯାଇଛି, ଯାହା ଫଳରେ ଉଭୟ ଉଚ୍ଚ ଶିକ୍ଷାନୁଷ୍ଠାନ ମଧ୍ୟରେ ଶୈକ୍ଷଣିକ ଆଦାନପ୍ରଦାନ ପାଇଁ ବାଟ ଫିଟିଛି । ସମ୍ବଲପୁର
Read More...

ଅତ୍ୟାଧୁନିକ ଟ୍ରାଫିକ ବ୍ୟବସ୍ଥା ପାଇଁ ଶିଳାନ୍ୟାସ

ଦଶପଲ୍ଲା : ନୟାଗଡ଼ ସହରର ଟ୍ରାଫିକ ଛକରେ ଟ୍ରାଫିକ ବ୍ୟବସ୍ଥାର ଉନ୍ନତିକରଣ ପାଇଁ ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ଼ଃ ଅରୁଣ କୁମାର ସାହୁ ଯୋଗଦେଇ ଶିଳାନ୍ୟାସ କରିଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ସାହୁ
Read More...

ଇଂଲଣ୍ଡ ଗସ୍ତରେ ଯିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆସନ୍ତା ସପ୍ତାହରେ ଇଂଲଣ୍ଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସୂଚନାନୁସାରେ, କଂଗ୍ରେସ ନେତା ଫେବୃୟାରୀ ୨୮ରେ ୧୦ ଦିନିଆ ଇଂଲଣ୍ଡ ଗସ୍ତରେ ଯିବେ। ଏହାପୂର୍ବରୁ ସେ ଫେବୃୟାରୀ ୨୪ରୁ ୨୬ ଫେବୃୟାରୀ ପର୍ଯ୍ୟନ୍ତ ଛତିଶଗଡର ରାୟପୁରରେ କଂଗ୍ରେସର ୮୫
Read More...

ସିଏସ୍‌କେ ପାଇଁ ଖୁସି ଖବର, ଆଇପିଏଲ ଖେଳିବା ପାଇଁ ଫିଟ୍‌ ହେଉଛନ୍ତି ଏହି ଦ୍ରୁତ ବୋଲର

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୬ ତମ ସିଜନ ୩୧ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଉଦ୍‌ଘାଟନୀ ମ୍ୟାଚ ଖେଳାଯିବ। ତେବେ ଏହା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ
Read More...