ବଜେଟ ପରବର୍ତ୍ତୀ ଆଲୋଚନାଚକ୍ରରେ ଯୋଗଦେଲେ କେନ୍ଦ୍ର ଅର୍ଥମନ୍ତ୍ରୀ, କହିଲେ ଏହି ବଡ କଥା

ଭୁବନେଶ୍ଵର: ଅମୃତକାଳ ପାଇଁ ମୂଳଦୁଆ ପକାଇବ ଚଳିତ ବର୍ଷ ବଜେଟ। ଭୁବନେଶ୍ଵରରେ ବଜେଟ ପରବର୍ତ୍ତୀ ଆଲୋଚନାଚକ୍ରରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥମନ୍ତ୍ରୀ କହିଛନ୍ତି, ୨୦୨୩-୨୪ ବଜେଟ ଅମୃତକାଳର ପ୍ରଥମ ବଜେଟ। ଏଥିରେ କ୍ୟାପିଟାଲ ଇନଭେଷ୍ଟମେଣ୍ଟ
Read More...

ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ପଦରୁ ଚେତନ ଶର୍ମାଙ୍କ ଇସ୍ତଫା

ନୂଆଦିଲ୍ଲୀ: ଏକ ବୈଦ୍ୟୁତିକ ଗଣମାଧ୍ୟମର ଷ୍ଟିଙ୍ଗ୍‌ ଅପରେସନ୍‌ରେ ଦେଇଥିବା ମନ୍ତବ୍ୟଜନିତ ବିବାଦ କାରଣରୁ ଆଜି ‘ବୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ’ର (ବିସିସିଆଇ) ମୁଖ୍ୟ ଚୟନକାରୀ ପଦବୀରୁ ଚେତନ ଶର୍ମା ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ପତ୍ରଟିକୁ
Read More...

୨୦ରୁ ଆଦିବାସୀ ମେଳା

ଭୁବନେଶ୍ୱର: ଚଳିତ ବର୍ଷ ୟୁନିଟ୍‌-୧ ଆଦିବାସୀ ପଡ଼ିଆରେ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା-୨୦୨୩ । ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ଏହି ଆଦିବାସୀ ମେଳା’ ଆରମ୍ଭ ହୋଇଥାଏ । ମୁଖ୍ୟମନ୍ତ୍ରୀ ଏହାର ଉଦ୍‌ଘାଟନ କରିଥାଆନ୍ତି । ଏଥିପାଇଁ ୧୫ଦିନ ଆଗରୁ
Read More...

ଦଶପଲ୍ଲାରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ

ଦଶପଲ୍ଲା : ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ନୂଆଗାଁ ବ୍ଲକ୍‌ ସମ୍ମୁଖରେ ରଣ ହୁଙ୍କାର ଦେଇଛି ବିଜେଡ଼ି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କେନ୍ଦ୍ର ସରକାର ବନ୍ଦ
Read More...

କେନ୍ଦ୍ର ସରକାରଙ୍କ ଚାଉଳ କାଟ ବିରୋଧରେ ବିଜେଡିର ବିକ୍ଷୋଭ

ଫୁଲବାଣୀ :- କେନ୍ଦ୍ରରେ ଥିବା ମୋଦି ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମୁଣ୍ଡ ପିଛା ୫କେଜି ଚାଉଳ କଟା ଯିବାକୁ ଓଡିଶାରେ ତୀବ୍ର ବିରୋଧ କରିଛି ବିଜୁ ଜନତା ଦଳ । ଏଥି ସହିତ ମାସକୁ ୧୦ କେଜି ଚାଉଳ ବଦଳରେ ହିତାଧିକାରୀଙ୍କୁ ମିଳିବ ୫ କେଜି ଚାଉଳ । ପ୍ରଧାନମନ୍ତ୍ରୀ ଗରିବ ଅନ୍ନ କଲ୍ୟାଣ
Read More...

ନାଟ୍ୟକାର ଆପନ୍ନା ପାରିଛଙ୍କ ୧୪୫ତମ ଜୟନ୍ତୀ ଉତ୍ସବ

ପାରଳାଖମୁଣ୍ଡି : ଓଡ଼ିଶା ସାହିତ୍ୟ ଏକାଡେମୀ,ଜିଲ୍ଲା ସଂସ୍କୃତି ପରିଷଦ ଏବଂ ଆପନ୍ନା ପରିଛାସ୍ମୃତି ସାଂସଦଙ୍କ ମିଳିତ ଉଦ୍ଦେମ୍ୟରେ ଜୟନ୍ତୀ ଉତ୍ସବ ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଅନୁଷ୍ଠିତ ହୋଇସାରିଛି । ସାହିତ୍ୟ ଏକାଡେମୀର ଗଜପତି ଜିଲ୍ଲା ଶାଖା ସଦସ୍ୟ ବିଚିତ୍ରାନନ୍ଦ
Read More...

କେନ୍ଦ୍ର ସରକାରଙ୍କ ବିରୋଦ୍ଧରେ ବିଜେଡିର ବିକ୍ଷୋଭ

ଫୁଲବାଣୀ :- କେନ୍ଦ୍ରରେ ଥିବା ମୋଦି ସରକାର ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମୁଣ୍ଡ ପିଛା ୫କେଜି ଚାଉଳ କଟା ଯିବାକୁ ଓଡିଶାରେ ତୀବ୍ର ବିରୋଧ କରିଛି ବିଜୁ ଜନତା ଦଳ । ଏଥି ସହିତ ମାସକୁ ୧୦ କେଜି ଚାଉଳ ବଦଳରେ ହିତାଧିକାରୀଙ୍କୁ ମିଳିବ ୫ କେଜି ଚାଉଳ । ପ୍ରଧାନମନ୍ତ୍ରୀ ଗରିବ ଅନ୍ନ କଲ୍ୟାଣ
Read More...

ପୁରୀ ତୀର୍ଥଯାତ୍ରୀ କାର ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଦୁଇ ଶିଶୁ ସମେତ ୫ଜଣ ଯାତ୍ରୀ

ହରଭଙ୍ଗା : ଜାଗା ଦର୍ଶନ କରିବାକୁ ଯାଉଥିବା ତୀର୍ଥ ଯାତ୍ରୀ କାର ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ଦୁଇ ଶିଶୁ ସମେତ ୫ଜଣ ଯାତ୍ରୀ । ସୂଚନା ଅନୁଯାୟୀ ଛତିଶଗଡ ରାଜ୍ୟରୁ ପୁରୀ ଜଗନ୍ନାଥ ଧାମ ଦର୍ଶନରେ ବାହାରିଥିବା (CG 08-U-7178 ନଂ )ଏକ କାର ଯୋଗେ ଦୁଇ ଶିଶୁ ଓ ୫ଜଣ ଯାତ୍ରୀ ଯାଉଥିବା
Read More...

ଜାତୀୟ କର୍ମଶାଳାରେ ଯୋଗ ଦେବା ପାଇଁ କଳାହାଣ୍ଡି ଜନ ପ୍ରତିନିଧିଙ୍କ ଭୁବନେଶ୍ୱର ଯାତ୍ରା

ଭବାନିପାଟଣା: କଳାହାଣ୍ଡି ଜିଲ୍ଲାର ୨୬ ଜଣ ସରପଞ୍ଚ, ୧୩ ଜଣ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ତଥା ସରକାରୀ ଅଧିକାରୀ ଭାବେ ଜିଲ୍ଲା ପଞ୍ଚାୟତ ଅଧିକାରୀ, କଳାହାଣ୍ଡି ଏବଂ ଡିପିଏମ୍‌(ଆରଜିଏସ୍‌ଏ) ଏହି ପରି ମୋଟ ୪୨ ଜଣ ଜାତୀୟ କର୍ମଶାଳାରେ ଯୋଗ ଦେବା
Read More...

ନନ୍ଦାହାଣ୍ଡିରେ ବ୍ଲକସ୍ତରୀୟ ପରାମର୍ଶ ଶିବିର

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଥିଲା । ଉକ୍ତ ଶିବିରରେ
Read More...