କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଜେଡିର ବିକ୍ଷୋଭ ସମାବେଶ

ସୁବର୍ଣ୍ଣପୁର: କେନ୍ଦ୍ର ସରକାରଙ୍କ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାକୁ ଅଣଦେଖା ତଥା ବର୍ତ୍ତମାନ ଗରିବଙ୍କୁ ମିଳୁଥିବା ଚାଉଳକୁ କାଟଛାଟ କରିବା ଦ୍ୱାରା ସିଧାସଳଖ ଗରିବର ଭାତହାଣ୍ଡିକୁ ପ୍ରଭାବିତ କରିଥିବା ସହ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ବନ୍ଦକରି ଗରିବ ପେଟକୁ ଲାତ ମାରିବା ସହ
Read More...

ଶ୍ରୀଲୋକନାଥଙ୍କ ପୀଠରେ ପଙ୍କୋଦ୍ଧାର ନୀତି ଅନୁଷ୍ଠିତ

ପୁରୀ : ଆଜି ପୁରୀ ଶ୍ରୀଲୋକନାଥ ଦେବଙ୍କ ପୀଠରେ ପଙ୍କୋଦ୍ଧାର ନୀତି ଅନୁଷ୍ଠିତ ହୋଇଛି । ନିତିନିର୍ଘଣ୍ଟ ଅନୁସାରେ ଗତକାଲି ମଧ୍ୟରାତ୍ରରୁ ମହାପ୍ରଭୁଙ୍କ ନିକଟରେ ଦ୍ୱାରଫିଟା ନିତି ସହ ଅନ୍ୟାନ୍ୟ ନିତି ବଢିଥିଲା । ଗମ୍ଭୀରାରେ ବର୍ଷ ତମାମ ଫୁଲ, ବେଲପତ୍ର, ଛାଚି, କ୍ଷୀର, କଦଳୀ ଆଦି ପଞ୍ଚାମୃତ
Read More...

ଗୋପରେ ପ୍ରାକୃତିକ ତେଲ ଓ ଗ୍ୟାସର ସନ୍ଧାନ, ଅଏଲ ଇଣ୍ଡିଆ ପକ୍ଷରୁ ମାଟି ତଳକୁ ଡ୍ରିଲିଂ ଆରମ୍ଭ

ପୁରୀ : ପୁରୀ ଗୋପ କୁସୁପୁର ମୌଜାରେ ମାଟି ତଳୁ ପ୍ରାକୃତିକ ତେଲ, ଗ୍ୟାସ୍‌ର ସନ୍ଧାନ୍‌ ମିଳିବା ପରେ ଅଏଲ୍‌ ଇଣ୍ଡିଆ ପକ୍ଷରୁ ଡ୍ରିଲିଂର ଶୁଭ ଉଦ୍‌ଘାଟନ ହୋଇଯାଇଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପୂଜାର୍ଚ୍ଚନା କରାଯାଇ ମାଟି ତଳକୁ ଡ୍ରିଲିଂ ଆରମ୍ଭ ହୋଇଛି । ସ୍ୱତନ୍ତ୍ର ମେସିନରେ ଏହି
Read More...

ଜେଲରେ ପଖାଳ ମାଗୁଛି ଗୋପାଳ

କଟକ : ଚୌଦ୍ୱାର ଜେଲରେ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ । ଜେଲର ତିନି ନମ୍ବର ସେଲରେ ଗୋପାଳ ଦାସଙ୍କୁ ରଖାଯାଇଛି । ସକାଳୁ ଖବର କାଗଜ ପଢିବା ପରେ ଗୋପାଳ ସକାଳ ଜଳଖିଆରେ ଖାଇଥିଲା ଚୁଡା ସନ୍ତୁଳା । ଜେଲ୍ ମାନୁଆଲ ହିସାବରେ ଗୋପାଳକୁ ଦିଆଯାଇଥିଲା ଖାଦ୍ୟ । ଜେଲ୍
Read More...

ଚିକିତ୍ସା ସହାୟତା ଅପେକ୍ଷାରେ ପକ୍ଷାଘାତ ରୋଗୀ ଭକ୍ତରାମ

ନୂଆପଡା : ଆଜିକୁ ୪ ବର୍ଷ ହେଲା ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ଦୁଇଟି ଗୋଡ ସମ୍ପୂର୍ଣ୍ଣ ଭାବେ କାମ କରୁନଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଚିକିତ୍ସା ପାଇଁ ନେତା ଠାରୁ ପ୍ରଶାସନକୁ ଜଣାଇ ଜଣାଇ ଥକି ଗଲେଣି । ହେଲେ ଏଥି ପ୍ରତି କାହାର ନଜର ନାହିଁ । ବିଜୁ ସ୍ୱାସ୍ଥ୍ୟ
Read More...

ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁଙ୍କ ନେତୃତ୍ୱରେ ଏକ ରାଲି ବାହାରି ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପ୍ରକାଶ ଥାଉକି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ବିରୋଧୀ
Read More...

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା,ସାମ୍ବାଦିକ ସଂଘ ପକ୍ଷରୁ ଥାନା ଅଧିକାରୀଙ୍କୁ ଦାବିପତ୍ର

କୋକସରା, : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଦୈନିକ ଖବରକାଗଜର ସାମ୍ବାଦିକ କିଶନ ପଟ୍ଟନାୟକଙ୍କୁ ଖବର ସଂଗ୍ରହ ବେଳେ ହୋଇଥିବା ଆକ୍ରମଣ ଘଟଣାରେ ବୁଧବାର ଏସୟୁଜେ ସାମ୍ବାଦିକ ସଂଘ ପକ୍ଷରୁ ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଏଥି ସହିତ ଉପଯୁକ୍ତ ତଦନ୍ତ କରି
Read More...

ଗଜପତି ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗଣ ବିକ୍ଷୋଭ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ବଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗଣ ବିକ୍ଷୋଭ କରାଯାଇଛି । ଗଜପତି ଜିଲ୍ଲା ବିଜେପି ସଭାପତି ତଥା ପାରଳା ବିଧାୟକ କେ ନାରାୟଣ ରାଓଙ୍କ ନେତୃତ୍ୱରେ ବିଜେପି କର୍ମୀ ଓ ନେତାମାନେ ଏକ
Read More...

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା

ପୁରୀ : ଚଳିତ ମାସ ୨୩ ତାରିଖରେ ସୁଆଣ୍ଡୋ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସହ ଗୋପବନ୍ଧୁ ସଂଗ୍ରାହାଳୟ ଓ ଅନ୍ୟାନ୍ୟ ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମ ରହିଛି।ଏହାକୁ ସୁଚାରୁ ରୁପେ ପରିଚାଳନା ପାଇଁ ଆଜି ପ୍ରଶାସନ ପକ୍ଷରୁ କ୍ଷେତ୍ର ପରିଦର୍ଶନ ଓ
Read More...

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା ପୁରୀ ଜିଲ୍ଲା ବିଜେଡି

ପୁରୀ : ଆଗାମୀ ଦିନରେ ପୁରୀ ଜିଲା ରେ ବନ୍ୟାଜଳ ଓ ବର୍ଷାଜଳ ନିଷ୍କାସନ ପାଇଁ ଅସୁବିଧା ହେବ ନାହିଁ । ପୁରୀ ଜିଲ୍ଲାରେ ଡ୍ରେନେଜ୍‌ ଉନ୍ନତି କରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨ ଶହ କୋଟି ଟଙ୍କା ଅନୁଦାନ ମଞ୍ଜୁର କରିଥିବାରୁ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସଭାପତି ମହେଶ୍ୱର
Read More...