କୁଷ୍ଠ ନିରାକରଣ ପକ୍ଷରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର : ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ୩୦ ଜାନୁୟାରୀରୁ ୧୩ ଫେବୃୟାରୀ ଯାଏଁ ଅନୁଷ୍ଠିତ ହେଉଥିବା ସ୍ପର୍ଶ କୁଷ୍ଠ ସଚେତନତା ପକ୍ଷ ଅବସରରେ ଆଜି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା
Read More...

ରବୀନ୍ଦ୍ର ଜେନାଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ

ଭୁବନେଶ୍ୱର:  ସିସୋର ଚିଟଫଣ୍ଡ ଠକେଇ ମାମଲା, ପୂର୍ବତନ ସାଂସଦ ତଥା ବିଜେଡି ନେତା ରବୀନ୍ଦ୍ର ଜେନାଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ । ସିବିଆଇ ପକ୍ଷରୁ ଦାୟର ହୋଇଥିବା ଚାର୍ଜସିଟ୍ ଏବଂ ଏଫଆଇଆରକୁ ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ରବୀନ୍ଦ୍ର ଜେନା । ଏହାପରେ କୋର୍ଟରେ ଉଭୟ
Read More...

ଆଦାନି ଗ୍ରୁପର ଜାଲିଆତି ବିରୋଧରେ ଜିଲ୍ଲା କଂଗ୍ରେସର ବିକ୍ଷୋଭ

ସୁବର୍ଣ୍ଣପୁର : ଆଦାନି ଗ୍ରୁପଦ୍ୱାରା କରାଯାଇଥିବା ଜାଲିଆତି ତଥା ରାଷ୍ଟ୍ର ବିରୋଧୀ କାରନାମା ପ୍ରତିବାଦରେ ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଭାରତୀୟ ଷ୍ଟେଟବ୍ୟାଙ୍କ ସାମ୍ନାରେ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇ କେନ୍ଦ୍ର ସରକାରଙ୍କ ଅପାରଗତା ବିରୁଦ୍ଧରେ ନାନା ସ୍ଲୋଗାନ
Read More...

ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ,
କେନ୍ଦ୍ରରେ ତାଲା ପକାଇଲେ ଶତାଧିକ ମହିଳା

ବାଲିଗୁଡ଼ା: ଅଙ୍ଗନବାଡ଼ି କର୍ମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ବହିଷ୍କାର ଦାବିରେ ଅଙ୍ଗନବାଡ଼ି କେନ୍ଦ୍ରରେ ତାଲା ପକାଇଲେ ଶତାଧିକ ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଉପାନ୍ତ କୋଟଗଡ଼ ବ୍ଲକ୍‌ ଅନ୍ତର୍ଗତ ବି.ରାଣିପାଙ୍ଗା ଗ୍ରାମରେ । ସୂଚନା ପ୍ରକାରେ
Read More...

ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍

ଆଠମଲ୍ଲିକ : ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍। ଅନୁଗୁଳ ଜିଲ୍ଲାର ହଣ୍ଡପା ଥାନା ଅନ୍ତର୍ଗତ ମଣ୍ଡାମ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩୦ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ସମସ୍ତ ଆହତଙ୍କୁ ହଣ୍ଡପା ମେଡିକାଲରେ
Read More...

ଲୁଟେରା ଗିରଫ

ପୁରୀ : ସହରରେ ଲଗାତାର ଲୁଟପାଟ କରିଥିବା ଜଣେ ଲୁଟେରାକୁ ପୁରୀ ସମୁଦ୍ରକୂଳ ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଲୁଟେରା କଣାସ ଗଡବଡପୁଟ ଗାଁର ସୁବ୍ରତ କୁମାର ବରାଳ । ତାଠାରୁ ବାଇକ୍‌ ଓ ସୁନା ଅଳଙ୍କାର ଜବତ ହୋଇଛି । ଗତ ଡ଼ିସେମ୍ବର ୧ ତାରିଖରେ ପଶ୍ଚିମବଙ୍ଗର ଜଣେ
Read More...

ସୁବର୍ଣ୍ଣପୁରଠାରେ ପ୍ରଗତିଶୀଳ ଡୁମାଳ ସମାଜର ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର: ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରକୁ ସୁଦୃଢ କରିବାର ସଂକଳ୍ପ ନେଇ ସୋନପୁର ସହରରେ ରହୁଥିବା ଡୁମାଳ ପରିବାରର ଏକ ସାଂଗଠନିକ ବୈଠକ ସୁବର୍ଣ୍ଣପୁର ଛିନଛାନ ଡୁଙ୍ଗୁରିଠାରେ ଗତକାଲି ନଗର ସଭାପତି ଲକ୍ଷ୍ମଣ ଦେହୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମାଁ
Read More...

୫ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଲେ ସିଜେଆଇ

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟ ପାଇଁ ନବ ନିଯୁକ୍ତ ୫ଜଣ ବିଚାରପତିଙ୍କୁ ଆଜି ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଶପଥ ପାଠ କରାଇଛନ୍ତି। ଆଜି ଶପଥ ଗ୍ରହଣ କରିଥିବା ନୂଆ ବିଚାରପତିମାନେ ହେଲେ, ଜଷ୍ଟିସ୍‌ ପଙ୍କଜ ମିଥଲ୍‌, ଜଷ୍ଟିସ୍‌ ସଞ୍ଜୟ କରୋଲ୍‌, ଜଷ୍ଟିସ୍‌ ପି. ଭି.
Read More...

ବିଜେଡି ବିଧାୟକଙ୍କ ନାମରେ ମାମଲା ରୁୁଜୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଜେଡି ବିଧାୟକ ଭାଗିରଥି ସେଠୀଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି । ଆନନ୍ଦପୁର ବ୍ଲକ ୩ ନଂ ଜିଲ୍ଲା ପରିଷଦ ଜୋନର ବିଜେପି ସଦସ୍ୟା ଅସୀମା ମିଶ୍ରଙ୍କ ଅଭିଯୋଗକୁ ଭିତ୍ତି କରି ଏହି ମାମଲା ଦାୟର ହୋଇଥିବା ଜଣାପଡିଛି ।ଗତବର୍ଷ ଅଗଷ୍ଟ ୩୦ ତାରିଖ
Read More...

ତୁର୍କୀ ଓ ସିରିୟାରେ ଭୂମିକମ୍ପ: ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ: ଆଜି ପାହାନ୍ତାରେ ଦକ୍ଷିଣ ତୁର୍କୀରେ ସଂଘଠିତ ଭୀଷଣ ଭୂମିକମ୍ପ ଯୋଗୁଁ ଅନେକ ଅଟ୍ଟାଳିକା ଧୂଳିସାତ୍‌ ହେବା ସହିତ ୧୦୦ରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ଏପର୍ଯ୍ୟନ୍ତ ଜଣାପଡ଼ିଛି। ବାସଗୃହର ଭଙ୍ଗାରୁଜା ସ୍ତୂପ ତଳେ ଅନେକ ଲୋକ ପୋତି ହୋଇ ପଡ଼ିଥିବାରୁ ମୃତ୍ୟୁସଂଖ୍ୟା
Read More...