ନିଯୁକ୍ତି ନାମରେ ଆଦିବାସୀ ମହିଳାଙ୍କଠାରୁ କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ମାମଲାରେ ୨ଗିରଫ

ବାଲିଗୁଡ଼ା/ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ଥାନା ଅଞ୍ଚଳର ଆଦିବାସୀ ମହିଳାଙ୍କୁ ନିଯୁକ୍ତି ପାଇଁ ବିଭିନ୍ନ ପ୍ରଲୋଭନ ଦେଖାଇ କୋଟିଏ ରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ ଅଭିଯୋଗରେ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଦାରିଙ୍ଗବାଡ଼ି ପୋଲିସ । ଗିରଫ ଦୁଇ ଜଣ ପୁରୀ ଜିଲ୍ଲା ସତ୍ୟବାଦୀ ଥାନା
Read More...

ଗଛକୁ ଧକ୍କା ଦେଲା ବାଇକ; ଜଣେ ମୃତ, ଜଣେ ଗୁରୁତର

ହରଭଙ୍ଗା : ହରଭଙ୍ଗା ବ୍ଲକ ପୁରୁଣା କଟକ ଥାନା ବଡବନ୍ଧଛକ ନିକଟରେ ରବିବାର ଦିନ ଏକ ବାଇକ ଭାରସାମ୍ୟ ହରାଇ ରାସ୍ତା କଡ଼ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ
Read More...

ଚଳିତବର୍ଷ ବୌଦ୍ଧ ଜ଼ିଲ୍ଲାର ୭୬ ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଦେବେ ୬୫୯୪ ଜଣ ଛାତ୍ରଛାତ୍ରୀ

ବୌଦ୍ଧ,୫/୨- ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦଭାବନା ଗୃହରେ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ ମାନଙ୍କୁ ନେଇ ଏକ ବୈଠକ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ସବମେଟିଭ ଏସ. ଏସ. ମେଣ୍ଟ ୨
Read More...

ଠାକୁରଙ୍କ ଗଜ ଉଦ୍ଧାରଣ ବେଶ ଦେଖିବା ସକାଶେ ଭକ୍ତଙ୍କ ସମାଗମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଜଗନ୍ନାଥ ମନ୍ଦିରରେ ଆଜି ମାଘ ପୂର୍ଣ୍ଣିମା ହୋଇଥିବାରୁ ଠାକୁରଙ୍କ ଗଜ ଉଦ୍ଧାରଣ ବେଶ ଦେଖିବା ପାଇଁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ମାଘ ପୂର୍ଣ୍ଣିମା ହୋଇଥିବାରୁ ଆଜି ସକାଳୁ ଭକ୍ତମାନେ ଧୂପ, ଦୀପ, ନଡ଼ିଆ,
Read More...

୧୧ତମ ଜେବିସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟ, ସର୍ଗିପାଲି ଚାମ୍ପିୟନ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଳକ ବଡ଼ଗୁର୍ଜିଭଟା ଜେବିସିସି କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ସର୍ଗିପାଲି ଓ ଚାଉଳବାଞ୍ଜି ମଧ୍ୟରେ ହୋଇଥିଲା । ଫାଇନାଲ ଖେଳରେ ପ୍ରଥମେ ଚାଉଳବାଞ୍ଜି ଦଳ ବ୍ୟାଟିଙ୍ଗ କରି ସମସ୍ତ ଉଇକେଟ ହରାଇ ୮୦ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ସର୍ଗିପାଲି ଦଳ ୬
Read More...

୨୭ତମ ବୈଜ୍ଞାନିକ ପରାମର୍ଶଦାତା ମଣ୍ଡଳୀ ବୈଠକ

ଘୁ.ଉଦୟଗିରି:ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର, କନ୍ଧମାଳ,ଘୁ. ଉଦୟଗିରି କାର୍ଯ୍ୟାଳୟ ଠାରେ କୃଷି ଅଧିକାରୀଙ୍କ ଅଧ୍ୟକ୍ଷତାରେ କୃଷି ସମ୍ବନ୍ଧିତ ବିଭିନ୍ନ ବିଭାଗର ବୈଜ୍ଞାନିକ ଓ ଅଧିକାରୀମାନଙ୍କୁ ନେଇ ୨୭ ତମ ବୈଜ୍ଞାନିକ ପରାମର୍ଶଦାତା ବୈଠକ ଅନୁଷ୍ଠିତ ହୋଇଯାଇଛି । କୃଷି ବିଜ୍ଞାନ କେନ୍ଦ୍ର
Read More...

ଓଡ଼ିଶା ସାହିତ୍ୟ ଏକାଡେ଼ମୀର “ଆମ ଗାଁ ଆମ ସାହିତ୍ୟ’ କାର୍ଯ୍ୟକ୍ରମ

ନବରଙ୍ଗପୁର: ସ୍ଥାନୀୟ ତୃପ୍ତି ସମ୍ମିଳନୀ ସଭାକକ୍ଷ ଠାରେ ଓଡ଼ିଶା ସାହିତ୍ୟ ଏକାଡେ଼ମୀ ତରଫରୁ ଆମ ଗାଁ ଓ ଆମ ସାହିତ୍ୟ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମର ପ୍ରଥମ ଅଧିବେଶନରେ ନବରଙ୍ଗପୁରର ବିଶିଷ୍ଟ ସମାଜସେବୀ ଜଗନ୍ନାଥ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ
Read More...

ନୀଳକଣ୍ଠେଶ୍ୱର ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

କୋକସରା: କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ କୁସୁମଖୁଣ୍ଟି ମିନିଷ୍ଟାଡିଅମ ଠାରେ ନୀଳକଣ୍ଠେଶ୍ୱର କ୍ରିକେଟ କ୍ଳବ ଆନୁକୂଲ୍ୟରେ ରବିବାର ନୀଳକଣ୍ଠେଶ୍ୱର ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି । ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେଡି ଏସଟି ସେଲ
Read More...

ମାଆ ଫୁଲ ସୁନ୍ଦରୀ ପନ୍ଦରା ସମାଜର ଦଶମ ବାର୍ଷିକ ସମ୍ମିଳନୀ ଆୟୋଜିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଆରଏମ୍‌ସିଏସ ପ୍ରାଙ୍ଗଣରେ ମାଆ ଫୁଲ ସୁନ୍ଦରୀ ପନ୍ଦରା ସମାଜର ଦଶମ ବାର୍ଷିକ ସମ୍ମିଳନୀ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ପାରଳା ବିଧାୟକ କେ ନାରାୟଣ ରାଓ, ପୌର ପରିଷଦ ଅଧ୍ୟକ୍ଷା
Read More...

ଅଦିତି କଲେଜର ବାର୍ଷିକ ଉତ୍ସବ ଅନୁଷ୍ଠିତ

ସୁବର୍ଣ୍ଣପୁର : ସହରର ବ୍ଲକଛକ ଠାରେ ଅବସ୍ଥିତ ଥିବା ଅଦିତି ମାଧ୍ୟମିକ ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଚେୟାରମ୍ୟାନ ଡ଼. ଜ୍ୟୋତିରଞ୍ଜନ ବହିଦାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ସୋନପୁର କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. କେଦାରନାଥ ମିଶ୍ର
Read More...