ବିଧାୟକ ସରୋଜଙ୍କ ମହାନତା : ଦୁର୍ଘଟଣାଗ୍ରସ୍ତ ଆହତଙ୍କୁ ଡାକ୍ତରଖାନାରେ କଲେ ଭର୍ତ୍ତି

ପାଟଣାଗଡ: ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ସରାକାରୀ ଦଳ ଉପ ମୁଖ୍ୟ ସଚେତକ ସରୋଜ କୁମାର ମେହେର ସାରା ପଶ୍ଚିମ ଓଡିଶାରେ ନିଜ କାର୍ଯ୍ୟଦକ୍ଷତାକୁ ନେଇ ଚର୍ଚ୍ଚାରେ ରହି ଆସୁଥିବା ବେଳେ ଆଜି ପୁଣି ଲୋକଲୋଚନକୁ ଆସିଛନ୍ତି । ତେବେ ଲାଠୋର ଥାନାରେ କାର୍ଯ୍ୟରତ ପୋଲିସ
Read More...

କୋଟଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କୋଟଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ବାଲିଗୁଡ଼ା ଆଇଟିଡିଏ ପ୍ରକଳ୍ପ ଅଧିକାରୀ ମଧୂସୁଦନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କୋଟଗଡ଼ ବିଡ଼ିଓ ଅର୍ଜୁନ ପ୍ରଧାନ, ତହସିଲଦାର
Read More...

ଅବସରପ୍ରାପ୍ତ ସୈନିକଙ୍କୁ ନିଜ ମାଁ ମାଟିରେ ସମ୍ବର୍ଦ୍ଧନା

ସମ୍ବଲପୁର: ଭାରତୀୟ ସ୍ଥଳସେନାର ଜଣେ କର୍ମଠ ସଂଗ୍ରାମୀ ସୈନିକ ଜୁଯୋମୁରା ବ୍ଲକ ବାହାମ ପଞ୍ଚାୟତ ପଧାନପାଲି ଗ୍ରାମର ବସନ୍ତ କୁମାର ବାରିକ ସୁଦୀର୍ଘ ୨୪ ବର୍ଷରୁ ଅଧିକ ଦିନ କର୍ତ୍ତବ୍ୟ ପାଳନ ପରେ ଅବସର ନେଇ ଘରକୁ ଫେରିଛନ୍ତି । ଟ୍ରେନରୁ ଓହ୍ଲାଇବା ପରେ ତାଙ୍କୁ ପାଛୋଟି ଆଣି ଆଜି ବାହାମ
Read More...

ଜଣଙ୍କର ଭୁଲ ପାଇଁ ସମଗ୍ର ଓଡ଼ିଶା ପୁଲିସକୁ ବଦନାମ କରିବା ନିନ୍ଦନୀୟ

ସମ୍ବଲପୁର: ଗତ ରବିବାର ୨୭ ଜାନୁଆରୀ ଦିନ ଜଣେ ପୁଲିସ କର୍ମଚାରୀଙ୍କ ଗୁଳିରେ ରାଜ୍ୟ ସରକାରଙ୍କ ତତ୍କାଳୀନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟା ନିଶ୍ଚିତ ରୂପେ ନିନ୍ଦନୀୟ, କିନ୍ତୁ ଏଥିପାଇଁ ସମଗ୍ର ଓଡ଼ିଶା ପୁଲିସକୁ ବଦନାମ କରିବା କଦାପି ଗ୍ରହଣୀୟ ନୁହେଁ ବୋଲି ଓଡ଼ିଶା ପୁଲିସ
Read More...

ନବରଙ୍ଗପୁର ପୋଲିସ ପ୍ରିମିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ନବରଙ୍ଗପୁର : ନବରଙ୍ଗପୁର ପୋଲିସ ପ୍ରିମିୟର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପନି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ. ସୁଶ୍ରୀ ଯୋଗ ଦେଇ ଖେଳାଳିଙ୍କୁ ପୁରସ୍କାର ଏବଂ ଟ୍ରଫି ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଉପ
Read More...

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ କର୍କଟ ଦିବସ ପାଳିତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ବିଶ୍ୱ କର୍କଟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ସଭା ଗୃହରେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ମଳୟ ତ୍ରିପାଠୀଙ୍କ ଅଧକ୍ଷତାରେ ଏକ ସଚେତନ ସଭା ଅନୁଷ୍ଟିତ ହୋଇଥିଲା । ଏଥିରେ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ, ଦାରିଙ୍ଗବାଡ଼ି ବିଜେପିର ବ୍ଲକ ଘେରାଉ

ଦାରିଙ୍ଗବାଡ଼ି:ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ପ୍ରତିବାଦରେ ଦାରିଙ୍ଗବାଡ଼ି ବ୍ଲକ ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ସହିତ ଅଯୋଗ୍ୟ ହିତାଧିକାରୀମାନଙ୍କୁ ତାଲିକାରୁ ବାଦ ଦେବା ଦାବିରେ
Read More...

ଆଜି ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ, ଶ୍ରୀମନ୍ଦିର ଚଳଚଞ୍ଚଳ

ପୁରୀ : ମାଘ ପୂର୍ଣ୍ଣିମା ଦିନ ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଥାଏ । ପୌରାଣିକ ତଥ୍ୟ ଅନୁଯାୟୀ ଏକଦା ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ସମୟରେ ସେହି ହ୍ରଦରେ ଥିବା ଗୋଟିଏ ବିରାଟକାୟ କୁମ୍ଭୀର ଆକ୍ରମଣ କଲା । କୁମ୍ଭୀର ଆକ୍ରମଣରୁ ଉଦ୍ଧାର ପାଇବାର କୌଣସି ଉପାୟ ନଦେଖି
Read More...

ଘୋଡାଗାଡୁ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଫୁଲବାଣୀ,୩/୨:- ଆଜି ଘୋଡାଗାଡୁ ସରକାରୀ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ଦାଶଙ୍କ ଆବାହକତ୍ୱରେ ମିଳିତ ଶିକ୍ଷକ ସମନ୍ୱୟ ସମିତି ଫୁଲବାଣୀର ସଭାପତି ସୁକାନ୍ତ କୁମାର ବେହେରା ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା
Read More...

ଜିଲ୍ଲାସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦଘାଟିତ

ଫୁଲବାଣୀ,୩/୨:- ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅନୁକୁଲ୍ୟରେ ଶୁକ୍ରବାର ଫୁଲବାଣୀ ବ୍ଲକ ଅନ୍ତର୍ଗତ ବଇଡା ଦିନାର ସିଂ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦଘାଟିତ ହୋଇଯାଇଛି । ଏହି କ୍ରୀଡା ମହୋତ୍ସବ ତିନି ଦିନ ଧରି ଚାଲିବ । ଏହି ଅବସରରେ କନ୍ଧମାଳ
Read More...