ମାଟ୍ରିକ ପରୀକ୍ଷା ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା

ବୌଦ୍ଧ,୩/୨:- ବୌଦ୍ଧ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଜ଼ିଲ୍ଲାର ୫ଟି ଉଚ୍ଚବିଦ୍ୟାଳୟ ମନମୁଣ୍ଡା ଉଚ୍ଚବିଦ୍ୟାଳୟ, ଜନତା ଉଚ୍ଚବିଦ୍ୟାଳୟ, ଆମ୍ବଗାଁ, ବିଳାସପୁର ଉଚ୍ଚ଼ବିଦ୍ୟାଳୟ, ସମଲେଶ୍ୱରୀ ଉଚ୍ଚବିଦ୍ୟାଳୟ, ଘଣ୍ଟାପଡା ଏବଂ କଣ୍ଟାମାଳ ଉଚ୍ଚବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର, ଛାତ୍ରୀ
Read More...

ତାଇକୋଣ୍ଡୁରେ ବୌଦ୍ଧର ସ୍ୱର୍ଣ୍ଣପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲାପାଳ

ବୌଦ୍ଧ,୩/୨:- ଉତ୍ତରପ୍ର୍ରଦେଶ ବରେଲିଠାରେ ଅନୁଷ୍ଠିତ ୧୨ତମ ଜାତୀୟ ତାଇକୋଣ୍ଡୁ ପୁମସି ପ୍ରତିଯୋଗିତାରେ ବୌଦ୍ଧ ତାଇକୋଣ୍ଡୁ ଆସୋସିଏସନ ପକ୍ଷରୁ ତିନିଜଣ ଛାତ୍ରୀ ଓ ଜଣେ ଛାତ୍ର ଯୋଗଦାନ କରିଥିଲେ । ସେମାନଙ୍କ ମଧ୍ୟରୁ ସୁଲଗ୍ନା ମିଶ୍ର, ମନୀଷା ସାହୁ, ସୁନୟନା ମେହେର ସ୍ୱର୍ଣ୍ଣ ପଦକ ହାସଲ
Read More...

ବୌଦ୍ଧରେ ପିସିପିଏନଡିଟି ବୈଠକ
ବେଆଇନ ଲିଙ୍ଗ ନିରୁପଣ କ୍ଲିନିକର ସୂଚନା ଦେଲେ ମିଳିବ ୨୫ହଜାର ଟଙ୍କା ପ୍ରୋତ୍ସାହନ ରାଶି

ବୌଦ୍ଧ,୩/୨:- ଜିଲ୍ଲାପାଳଙ୍କ ସଦଭାବନା ଗୃହଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ପିସିପିଏନଡିଟି ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବେଆଇନ ଲିଙ୍ଗ ନିରୁପଣ କ୍ଲିନିକର ସୂଚନା ଦେଲେ ସେହି ବ୍ୟକ୍ତିଙ୍କୁ ୨୫ହଜାର ଟଙ୍କା ପ୍ରୋତ୍ସାହନ ରାଶି ତାଙ୍କ
Read More...

ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମରୁ ଫେରିଥିବା ଯୁବକ ଯୁବତୀଙ୍କୁ ସମ୍ବର୍ଦ୍ଧନା

ଭବାନୀପାଟଣା,୩/୨:- କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ତ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରଣାଳୟ କଳାହାଣ୍ଡି ୬୪ ବାଟାଲିୟନ, ସିଆରପିଏଫର ମିଳିତ ଉଦ୍ୟମକ୍ରମେ ୧୪ ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମରେ କଳାହାଣ୍ଡି
Read More...

ବୌଦ୍ଧ ଜିଲ୍ଲାରେ ଆରମ୍ଭହେଲା ଅଷ୍ଟିଓପାଥି ଚିକିତ୍ସା

ବୌଦ୍ଧ,୩/୨:- ବୌଦ୍ଧ ସହରର ଫିଜିଓଥେରାପି କେନ୍ଦ୍ର ନିକଟରେ ଅଷ୍ଟିଓପାଥି ଚିକିତ୍ସା ଫେବୃଆରୀ ୨ ତାରିଖରୁ ଆରମ୍ଭ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଯୋଗଦେଇ ଫିତାକାଟି ଚିକିତ୍ସାର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ
Read More...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିମିୟତା ନେଇ ବିଜେପିର ବିକ୍ଷୋଭ ପ୍ରଦର୍ଶନ

ପାଟଣାଗଡ଼,୩/୨:- ବଲାଙ୍ଗୀର ଜିଲ୍ଲା ପାଟଣାଗଡରେ ୨୦୧୧ ଜନଗଣନା ଭିତ୍ତିରେ କେନ୍ଦ୍ର ସରକାର ଆବାସଘର ଲାଗୁ କରିଥିବାରୁ ବତ୍ତମାନ ପ୍ରାୟ ସମସ୍ତ ଗାଁରେ ଅନେକ ଯୋଗ୍ୟ ହିତାଧିକାରୀ ଏଥିରୁ ବଞ୍ଚିତ ହୋଇଛନ୍ତି ଏଣୁ ସରକାର ନୂତନ ସର୍ଭେକରି ପଞ୍ଜିକୃତ ହିତାଧିକାରୀଙ୍କୁ ତାଲିକାରେ ସାମିଲ
Read More...

ମହିଳା ଜନ ସୁରକ୍ଷା ମଞ୍ଚ ତରଫରୁ ବିଭିନ୍ନ ଗ୍ରାମ ଗୁଡିକର ସମସ୍ୟା ସମାଧାନ ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ନନ୍ଦାହାଣ୍ଡି ,୩/୨:- ଆଜି ମହିଳା ଜନ ସୁରକ୍ଷା ମଞ୍ଚ ତରଫରୁ ବିଭିନ୍ନ ଗ୍ରାମ ଗୁଡିକର ସମସ୍ୟାର ସମାଧାନ ନିମନ୍ତେ ଏକ ଦାବିପତ୍ର ନବରଙ୍ଗପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ନବରଙ୍ଗପୁର ଜିଲ୍ଲାର ୬ ଗୋଟି ବ୍ଲକର ୨୪୨ ଗୋଟି ଗ୍ରାମରେ ସ୍ୱଚ୍ଛ ଗ୍ରାମ ସର୍ବେକ୍ଷଣ କରାଯାଇଥିଲା । ଉକ୍ତ
Read More...

ଗଞ୍ଜେଇ ଚୋରା ଚାଲାଣ ପାଇଁ ସଜବାଜ ବେଳେ ମାଡ଼ି ବସିଲା ପୋଲିସ୍‌,୨୩ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ଜଣେ ଗିରଫ

ବାଲିଗୁଡ଼ା,୩/୨: ଗଞ୍ଜେଇ ଚୋରା ଚାଲାଣ ପାଇଁ ସଜବାଜ ବେଳେ ମାଡ଼ି ବସିଲା ପୋଲିସ୍‌ । ଜଣେ ଚାଲାଣକାରୀକୁ ଗିରଫ କରିଥିବାବେଳେ ଚାଲାଣକାରୀ ନିକଟରୁ ୨୩କେଜି ୧୫୦ ଗ୍ରାମ ଓଜନର ଗଞ୍ଜେଇ ଜବତ କରିଛି ଦାରିଙ୍ଗବାଡି ପୋଲିସ୍‌ । ସୂଚନା ପ୍ରକାରେ ଦାରିଙ୍ଗବାଡି ଥାନା ଆଇଆଇସି କୌଶିକ ମାଝୀଙ୍କ
Read More...

ରବୀନ୍ଦ୍ର କୁମାର ଦାସଙ୍କୁ “ସାମ୍ବାଦିକ ଗୌରବ ସମ୍ମାନ’

ବାଲିଗୁଡ଼ା,୩/୨: କନ୍ଧମାଳ ଜିଲ୍ଲାର ପୁରୁଖା ସାମ୍ବାଦିକ ରବୀନ୍ଦ୍ର କୁମାର ଦାସ (ରବି ଭାଇ)ଙ୍କୁ ଚଳିତବର୍ଷର ମର୍ଯ୍ୟାଦାପୂର୍ଣ୍ଣ "ସାମ୍ବାଦିକ ଗୌରବ ସମ୍ମାନ’ ପାଇବାକୁ ମନୋନୀତ ହୋଇଛନ୍ତି । କନ୍ଧମାଳ ଭଳି ପଛୁଆ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଜନଜୀବନ ଆଧାରିତ ବହୁ ଖବର ସଂଗ୍ରହ ତଥା
Read More...

ଦ୍ୱିତୀୟ ଗନ୍ଧରାଢୀ ଲୋକକଳା ପାଇଁ ଶୁଭଖମ୍ବ ସ୍ଥାପନ

ବୌଦ୍ଧ,୩/୨:- ବୌଦ୍ଧ ବ୍ଲକ ଲକ୍ଷ୍ମୀପ୍ରାସାଦ ପଂଚାୟତ ଜଗତି ହାଇସ୍କୁଲ ଖେଳପଡିଆ ଠାରେ ଐତିହାସିକ ଗନ୍ଧରାଢୀ ଲୋକ କଳା ମହୋତ୍ସବ ନିମନ୍ତେ ଶୁଭ ଖମ୍ବ ସ୍ଥାପନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭା ଉପ ବାଚସ୍ପତି ରଜନୀକାନ୍ତ ସିଂ, ସମ୍ମାନିତ ଅତିଥି ଭାବେ
Read More...