ବାଂଲାଦେଶ ୧୫୦ରେ ଅଲଆଉଟ, ତୃତୀୟ ଦିନ ଲଞ୍ଚ ସୁଦ୍ଧା ଭାରତ ୩୬/୦

ଢାକା : ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ତୃତୀୟ ଦିନରେ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଭାରତ ଦ୍ୱିତୀୟ ଇନିଂସରେ କୌଣସି ୱିକେଟ ନହରାଇ ୩୬ ରନ୍‌ ସଂଗ୍ରହ କରିଛି । କ୍ୟାପଟେନ କେ.ଏଲ୍‌ ରାହୁଲ ଏବଂ ଶୁବମାନ ଗିଲ ବର୍ତ୍ତମାନ କ୍ରିଜରେ ଅଛନ୍ତି ।ଏହାପୂର୍ବରୁ ଚାଟୋଗ୍ରାମରେ ଖେଳାଯାଉଥିବା ଏହି
Read More...

ବେଗୁନିଆ ତହସିଲଦାର ଗିରଫ

ଭୁବନେଶ୍ୱର: ତହସିଲଦାରଙ୍କୁ ଲାଞ୍ଚ ନେବା ମହଙ୍ଗା ପଡ଼ିଲା। ଲାଞ୍ଚ ନେବା ଅଭିଯୋଗରେ ବେଗୁନିଆ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ।ଦୁଇ ଦିନ ତଳେ ଅର୍ଥାତ ୧୪ ତାରିଖରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ବିହାର ସ୍ଥିତ ବାସଭବନରେ ଲାଞ୍ଚ ନେଉଥିବା ବେଳେ
Read More...

ଓଡିଶାରେ ବଢୁଛି ମୁଣ୍ଡ ପିଛା ରୁଣର ପରିମାଣ

ନୂଆଦିଲ୍ଲୀ : ଓଡ଼ିଶାରେ ବଢୁଛି ମୁଣ୍ଡପିଛା ରୁଣର ପରିମାଣ । ରାଜ୍ୟସଭାରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଓଡିଶାରେ ମୁଣ୍ଡପିଛା ରୁଣର ପରିମାଣ ୩୪ ହଜାର ୨୫୯ଟଙ୍କା ରହିଛି । ଓଡିଶାର ରୁଣ ସହ ବକେୟା ଦେୟ ପରିମାଣ ୧କୋଟି ୪୩ଲକ୍ଷ କୋଟି ଟଙ୍କାରେ ପହଁଚିଛି । କେଉଁ
Read More...

ଭାରତରେ ପହଂଚିଲା ୩୬ ରାଫେଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଭିତରେ ଭାରତୀୟ ସେନା ଆହୁରି ଶକ୍ତିଶାଳୀ ହେବାକୁ ଯାଉଛି । ବିଶ୍ୱର ସର୍ବଶ୍ରେଷ୍ଠ ଯୁଦ୍ଧବିମାନ କୁହାଯାଉଥିବା ରାଫେଲ ଯୁଦ୍ଧବିମାନର ଶେଷ ପର୍ଯ୍ୟାୟ ଭାରତରେ ପହଂଚି ସାରିଛି । ଏହି କ୍ରମରେ ଆଜି ଫ୍ରାନ୍ସ ଦ୍ୱାରା ନିର୍ମିତ
Read More...

ଚୀନକୁ ଚେତାଇଦେବା ପାଇଁ ବଳିଷ୍ଠ ପଦକ୍ଷେପ :
ସୀମାରେ ଗର୍ଜିଲା ଭାରତର ଯୁଦ୍ଧ ବିମାନ

ନୂଆଦିଲ୍ଲୀ : ତୱାଙ୍ଗ ସଂଘର୍ଷ ଘଟଣା ପରଠୁ ଭାରତ ଆଉ କୌଣସି କଥାକୁ ହାଲକାଭାବେ ନେଉନାହିଁ । କାରଣ ଚୀନ ପୁନର୍ବାର ଏଭଳି ବଦମାସୀ କରିପାରେ । ଏହାକୁ ଆଖି ଆଗରେ ରଖି ଭାରତ ସୀମାନ୍ତରେ ତା’ର ସେନା ସ୍ଥିତି ଆହୁରି ମଜବୁତ କରିଛି । ଚୀନକୁ ପାନେ ଦେବା ପାଇଁ ଭାରତ ସବୁପ୍ରକାର ବ୍ୟବସ୍ଥା କରୁଛି
Read More...

ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟରେ ରବିବାର ହେବ “ସାଂସଦ ସାମନ୍ତ’ ମେଗା ସ୍ୱାସ୍ଥ୍ୟ ଶିବିର

ଫୁଲବାଣୀ : କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆସନ୍ତା ରବିବାର ଦିନ ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ସ(କିମ୍‌ସ)ଆନୁକୂଲ୍ୟରେ ଏକ ମେଗା ସ୍ୱାସ୍ଥ୍ୟ ଶିବିର
Read More...

ଆଉ ନାହାନ୍ତି ଦିନବନ୍ଧୁ ସାର୍‌ ଓ ଫୁକୁ ଭାଇନା

ଦଶପଲ୍ଲା: ଦଶପଲ୍ଲାର ବୟୋଜ୍ୟୋଷ୍ଠ ଶିକ୍ଷକ ତଥା ବିଶିଷ୍ଟ ରାମଚରିତ ମାନସ ପ୍ରବଚକ ଦିନବଂଧୁ ଦାଶ ଆଜି ପୂର୍ବାହ୍ନରେ ପରଲୋକ ଗମନ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୮ବର୍ଷ ବୟସ ହୋଇଥିଲେ ହେଁ ସେ ସ୍ୱାଭାବିକ ଚଳପ୍ରଚଳ କରୁଥିଲେ । ତେବେ ଆଜି ନିତ୍ୟ କର୍ମ କରିବା ସମୟରେ ହଠାତ୍‌ ମୃତ୍ୟୁ
Read More...

ଦୁର୍ଘଟଣାରେ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଆହତ

ଦଶପଲ୍ଲା : ଆଜି ଦଶପଲ୍ଲା ନିକଟସ୍ଥ ଅନ୍ଧାର କୋଟ ଛକ ନିକଟରେ ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଯାଉଥିବା ଅଟୋକୁ ଏକ ପିକଅପ୍‌ ଭ୍ୟାନ ଧକ୍କା ଦେଇଛି । ଅଟୋରେ ଥିବା ଆଦର୍ଶ ବିଦ୍ୟାଳୟର ୬ ଜଣ ଛାତ୍ର , ୪ ଜଣ ଛାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି । ଜଣେ ଛାତ୍ରର ଗୋଡ଼ ଭାଙ୍ଗିଯାଇଥିବା
Read More...

ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ବିଧାୟକ

ବାଲିଗୁଡ଼ା: ଦାରିଙ୍ଗବାଡି ବ୍ଲକର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କଲେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ । ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଥିବା ବେଳେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ବିଡ଼ିଓ ଗଦାଧର ପାତ୍ର,
Read More...

ମହାବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀରେ ଯୋଗ ଦେବେ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ

ନବରଙ୍ଗପୁର : ନବରଙ୍ଗପୁର ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନର ରୂପରେଖ ଓ ପ୍ରସ୍ତୁତିକୁ ନେଇ କଲେଜ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଲୁମିନାଇ କମିଟିର ସଭାପତି ଗଣେଶ ଦାଶ ଯୋଗ ଦେଇ ଆସନ୍ତା ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା
Read More...