ଭାନପୁରରେ ପଞ୍ଚାୟତସ୍ତରୀୟ ପେନସନ ଓ ବୀମାମେଳା ଅନୁଷ୍ଠିତ
ପାଟଣାଗଡ଼,୫/୯- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଭାନପୁର ପଞ୍ଚାୟତ କାର୍ଯ୍ୟାଳୟରେ ସରକାରଙ୍କ ମିଶନଶକ୍ତି ଆନ୍ୟୁକୂଲ୍ୟରେ ପେନସନ ଓ ବୀମାମେଳା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ପେନସନ ଓ ବୀମାମେଳା ଉତ୍ସବରେ ଭାନପୁର ସରପଞ୍ଚ ତ୍ରିନାଥ ବାରିକ ମୁଖ୍ୟଅତିଥି ଭାବେ!-->…
Read More...
Read More...