ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଆଶାକର୍ମୀ

ଫୁଲବାଣୀ :-ସାରା ରାଜ୍ୟରେ ଆଶା କର୍ମୀମାନଙ୍କ ନ୍ୟାର୍ଯ୍ୟ ଦାବୀ ନେଇ ବିକ୍ଷୋଭ ଚାଲିଥିବା ବେଳେ କନ୍ଧମାଳ ଜ଼ିଲ୍ଲାରେ ମଧ୍ୟ ତାହା ଦେଖିବାକୁ ମିଳିଛି । ଜ଼ିଲ୍ଲା ସଭାପତି ଅମ୍ବିକା ବେହେରାଙ୍କ ନେତୃତ୍ୱରେ ଜ଼ିଲ୍ଲାର ଶତାଧିକ ଆଶା କର୍ମୀ ଏକ ବିଶାଳ ଶୋଭାଯାତ୍ରାରେ ମାଦିକୁନ୍ଦା ଛକରୁ ବାହାରି
Read More...

୨୦୨୩ ବିଶ୍ୱ ହକି ମହାକୁମ୍ଭକୁ ଜନାଦୃତ କରିବା ପାଇଁ ଜିଲ୍ଳା ପ୍ରଶାସନର ପ୍ରସ୍ତୁତି

ସୁବର୍ଣ୍ଣପୁର: ଆସନ୍ତା ଜାନୁଆରୀ ୧୩ ତାରିଖରୁ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ୨୦୨୩ବିଶ୍ୱ ହକି ମହାକୁମ୍ଭ ଓଡିଶାର ରାଜଧାନୀ ଭୁବନେଶ୍ୱର ସହ ଶିଳ୍ପ ନଗରୀ ରାଉରକେଲା ଠାରେ ମହାସମାରୋହରେ ଅନୁଷ୍ଠିତ ହେବ । ଓଡିଶା ୨୦୨୩ ବିଶ୍ୱ ହକି ମହାକୁମ୍ଭକୁ ଆୟୋଜନ କରୁଛି । ପୁନଶ୍ଚ ରାଜ୍ୟର ଗର୍ବ ଓ
Read More...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ, ନିଆଗଲା ଏହି ସବୁ ନିଷ୍ପତ୍ତି

ପୁରୀ : ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ ହୋଇଛି । ବୈଠକରେ ସେବାୟତ ପିଲାଙ୍କ ପାଇଁ ଶ୍ରୀଜଗନ୍ନାଥ ଆଦର୍ଶ ଗୁରୁକୂଳମ ନେଇ ବିର୍ଲା ଫାଉଣ୍ଡେସନ ସହ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ନେଇ ୪୦୦୦ ହେକ୍ଟରରୁ ୩୬୦୦ ହେକ୍ଟରରେ ବୃକ୍ଷରୋପଣ ହୋଇଛି । ପରିଚାଳନା
Read More...

ମହିଳାଙ୍କୁ ଅଶ୍ଲୀଳ ଫଟୋ ଦେଖାଇ ବ୍ଲାକମେଲ୍‌ କରିବା ପଡିଲା ମହଙ୍ଗା

ଗଞ୍ଜାମ/ବ୍ରହ୍ମପୁର: ଜଣେ ବିବାହିତା ମହିଳାଙ୍କୁ ଜଣେ ରଙ୍ଗିଲା ଯୁବକ ପ୍ରଥମେ ବନ୍ଧୁତା ପାଇଁ ନିବେଦନ କରି ଫୋନ ନମ୍ବର ନେଲା । ଆଉ ଫୋନ ନମ୍ବର ନେବାର କିଛି ଦିନ ପରେ ରୋମାଣ୍ଟିକ୍‌ ମେସେଜ ସହ ଭିଡ଼ିଓ କଲ୍‌ କଲା । ଏହି ସମୟରେ ରଙ୍ଗିଲା ଯୁବକ ଜଣକ ଉକ୍ତ ମହିଳା ଜଣଙ୍କ ଫଟୋକୁ ସ୍କ୍ରିନ୍‌
Read More...

ପ୍ରେମ ଜନିତ କାରଣ ଯୋଗୁଁ ବେକ କାଟିଲେ ଯୁବକ

ଗଞ୍ଜାମ/ବ୍ରହ୍ମପୁର: ଟାଉନ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ଏକ ଅଭାବନୀୟ ଘଟଣା ଘଟିଛି । ପ୍ରେମ ପାଇଁ ସର୍ବସମ୍ମୁଖରେ ଧାରୁଆ ବ୍ଲେଡ୍‌ ସାହାଯ୍ୟରେ ଗେଟ୍‌ ବଜାର ଧାନମେରା ସାହିର ଦେବା ଅରଫ ନିରାକାର ବିଷୋୟୀ ନିଜ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ସମୟରେ
Read More...

ହାଇକୋର୍ଟ ବେଞ୍ଚ ଆନ୍ଦୋଳନ, ଏପର୍ଯ୍ୟନ୍ତ ଗିରଫ ହେଲେଣି ୩୨ ଜଣ

ସମ୍ବଲପୁର: ସମ୍ବଲପୁରରେ ଓଡ଼ିଶା ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିକୁ ନେଇ ଗତ ସୋମବାର ଦିନ ସତ୍ୟାଗ୍ରହ ଆନ୍ଦୋଳନ ଉଗ୍ର ଓ ହିଂସ୍ର ରୂପ ଧାରଣ କରିବା ପରଠାରୁ ପୁଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ବାଧ୍ୟ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ସେଦିନ ପୁଲିସ
Read More...

ଗଜପତି ଜିଲ୍ଲାର ଶିଶୁ କଲ୍ୟାଣ ସମିତିରେ ଜିଲ୍ଲା ପ୍ରାର୍ଥୀଙ୍କୁ ମିଳିଲାନି ନିଯୁକ୍ତି, ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ…

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଶିଶୁ କଲ୍ୟାଣ ସମିତିର ସଭ୍ୟ, ସଭ୍ୟା ଓ ଅଧ୍ୟକ୍ଷ ପଦ ପାଇଁ ଆଶାୟୀ ଥିବା ପ୍ରାର୍ଥୀମାନଙ୍କ ସମେତ ବରିଷ୍ଠ ନାଗରିକମାନେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ତ ହୋଇଛନ୍ତି । ଗତ ୮ ତାରିଖ ଦିନ ଏକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ କେବଳ ଗଜପତି ଜିଲ୍ଲାକୁ ଛାଡି ଦେଲେ
Read More...

ନିଶା ମୁକ୍ତି ସଚେତନତା ଅଭିଯାନ ଶୁଭାରମ୍ଭ

ବୌଦ୍ଧ,୧୫/୧୨– ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ ତରଫରୁ ଏକ ନିଶା ମୁକ୍ତି ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଏହି ସଚେତନତା ରଥକୁ ସବୁଜ ପତାକା ଦେଖାଇ ଅତିରିକ୍ତ ଜିଲ୍ଲାପାଳ ବବିତା ରାଣୀ ଦଳବେହେରା ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ
Read More...

ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଉଦଘାଟିତ, ୪୨ଟି ପ୍ରକଳ୍ପ ପ୍ରଦର୍ଶିତ

ବୌଦ୍ଧ,୧୫/୧୨– ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ବୌଦ୍ଧରେ ଆଜି ଦୁଇଦିନିଆ ବିଜ୍ଞାନ ପ୍ରଦର୍ଶନୀ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ସତ୍ୟରଞ୍ଜନ ସାହୁ ଯୋଗଦେଇ ବିଜ୍ଞାନ ପ୍ରଦର୍ଶନୀକୁ ଉଦଘାଟନ କରି କହିଥିଲେ ଯେ ସମସ୍ତ ପିଲାଙ୍କ ଭିତରେ ବୈ
Read More...

ଡାହାଣି ସନ୍ଦେହରେ ତଣ୍ଟି କାଟି ହତ୍ୟା

ଚୌଦ୍ଵାର: ମହିଳାଙ୍କ ତଣ୍ଟିକୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା। ଏପରି ଅମାନବୀୟ ଘଟଣା କଟକ ଜିଲ୍ଲା ଟାଙ୍ଗୀ ଥାନା ଗରୁଡ଼ଗାଁ ପଞ୍ଚାୟତ ଚନ୍ଦନପୁର ଗାଁରେ ଘଟିଛି। ମୃତା ମହିଳାଜଣକ ହେଲେ ମୀନା ଚାତର । ଚନ୍ଦନପୁର ଗାଁର ବାଗୁନ ପୂର୍ତ୍ତି ନାମକ ବ୍ୟକ୍ତିଙ୍କ ପିଲା ଓ ସ୍ତ୍ରୀର ଦେହ ଅନେକ
Read More...