ବିଦ୍ୟୁତ ବିଭାଗ ଅଧିକାରୀଙ୍କ ଅବହେଳା ଯୋଗୁ ଖାଉଟି ହନ୍ତସନ୍ତ

ଖପ୍ରାଖୋଲ : ଖପ୍ରାଖୋଲ ବ୍ଳକ୍‌ ବଡଗୁର୍ଜିଭଟା ଗ୍ରାମର ବିଦ୍ୟୁତ ଖାଉଟି ବିଦ୍ୟୁତ ବିଭାଗ ଅଧିକାରୀ ଖାମ ଖିଆଲି ନିତି ଯୋଗୁ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି । ବଡଗୁର୍ଜିଭଟା ଗ୍ରାମର ବିହାରି ପଧାନ ଗତ:୧୯/୬/୨୦୨୨ ଦିନ ଘରୋଇ ବିଦ୍ୟୁତ ଲାଇନ ସଂଯୋଗ କରିଥିଲେ । ବର୍ତ୍ତମାନ ପୁଅଝିଅ
Read More...

ଓଡ଼ିଶାର ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ କରଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ କରଙ୍କ ଗୁରୁବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ଆଜି ସକାଳେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।ସେ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିଲେ। ପରେ
Read More...

ହିମାଚଳ ପ୍ରଦେଶରେ ଘୋଡା ବେପାରକୁ ନେଇ କଂଗ୍ରେସ ଭୟଭୀତ

ଶିମ୍‌ଲା: ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ତେବେ କଡା ପ୍ରତିଯୋଗିତା ମଧ୍ୟରେ ଘୋଡା ବେପାରକୁ ନେଇ କଂଗ୍ରେସ ଭୟଭୀତ ଥିବା ଜଣାପଡିଛି। ବିଧାୟକମାନେ ବିକି ଯିବା ଭୟରେ କଂଗ୍ରେସ ସେମାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ପ୍ରସ୍ତୁତି ଆରମ୍ଭ
Read More...

ବାଂଲାଦେଶ ଗସ୍ତରେ ଭାରତୀୟ ଦଳକୁ ବଡ଼ ଝଟ୍‌କା,ଟେଷ୍ଟ ସିରିଜରୁ ବାଦ ପଡିପାରନ୍ତି ରୋହିତ

ଢାକା: ବାଂଲାଦେଶ ଗସ୍ତରେ ଭାରତୀୟ ଦଳକୁ ବଡ଼ ଝଟ୍‌କା ଲାଗିଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ଖେଳିବାରେ ସନ୍ଦେହ ରହିଛି। ଦ୍ୱିତୀୟ ଦିନିକିଆରେ ତାଙ୍କ ବାମ ଆଙ୍ଗୁଠିରେ ଆଘାତ ଲାଗିଥିଲା। ସେ ଫିଲ୍ଡିଂ କରି ନ ଥିଲେ। ତେବେ ରୋହିତ ଶେଷରେ ବ୍ୟାଟିଂ ସମୟରେ
Read More...

ନାଟକ “ରିହରସେଲ’ ଲୋକଙ୍କ ମନ ମୋହିଲା

ନବରଙ୍ଗପୁର:- ମଣ୍ଡେଇ-୨୨ ଅବସରରେ ଅନୁଷ୍ଠିତ ମଣ୍ଡେଇ ନାଟକ ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ତ୍ରିଶକ୍ତି ସାଂସ୍କୃତିକ ସଙ୍ଘ ଦ୍ୱାରା ପ୍ରସ୍ତୁତ ନାଟକ ରିହାରସେଲ ଦର୍ଶକଙ୍କ ମନ ମୋହିବାରେ ସଫଳ ହୋଇଥିଲା । ସ୍ୱାଧୀନତା ସଂଗ୍ରାମୀ ଅରବୀନ୍ଦ ଘୋଷଙ୍କ ଇଂରେଜ ସରକାରଙ୍କ ବିରୁଦ୍ଧରେ ଲଢେଇର ଏକ
Read More...

ଜାନୁଆରୀ ୨୫ ରୁ ୨୯ କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା

ଫୁଲବାଣୀ : ଜାନୁଆରୀ ମାସ ୨୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସଦର ମହକୁମା ଫୁଲବାଣୀଠାରେ ଅନୁଷ୍ଠିତ ହେବାକୁ ଯାଉଛି କନ୍ଧମାଳ ମହୋତ୍ସବ ଓ ପଲ୍ଲିଶ୍ରୀ ମେଳା –୨୦୨୩ । ଏହାର ସୁପରିଚାଳନା ପାଇଁ ସମୁଦାୟ ୧୫ ଗୋଟି କମିଟି ମଧ୍ୟ ଗଠନ କରାଯାଇଛି । ପ୍ରସ୍ତୁତି ବୈଠକରେ ସ୍ଥିର କରାଗଲାଯେ,
Read More...

ପଦ୍ମପୁର ଉପନିର୍ବାଚନରେ ବିଜେଡି ଆଗୁଆ

ବରଗଡ: ପଦ୍ମପୁର ଉପନିର୍ବାଚନରେ ଭୋଟ୍‌ ଗଣତି ଜାରି ରହିଛି । ଚତୁର୍ଥ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗରେ ରହିଥିବାର ସୂଚନା ମିଳିଛି । ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ୨୧୮୩୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ୧୩୬୫୯ ଖଣ୍ଡ ଭୋଟ ପାଇଛନ୍ତି । ସେହିପରି କଂଗ୍ରେସ
Read More...

କନ୍ଧମାଳ-ବୌଦ୍ଧ ସୀମାନ୍ତରେ ଗୁଳିବିନିମୟ ଘଟଣା,
ମାଓ ଏନକାଉଣ୍ଟର ନେଇ କନ୍ଧମାଳ ପୋଲିସ୍‌ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ : କନ୍ଧମାଳ ପୋଲିସକୁ ମିଳିଛି ବଡ଼ ସଫଳତା । କନ୍ଧମାଳ-ବୌଦ୍ଧ ଜିଲ୍ଲା ଗୋଛାପଡ଼ା ଓ କଣ୍ଟାମାଳ ଥାନା ସୀମାନ୍ତ ଅଞ୍ଚଳର ମାଟାକୂପକ୍ଷ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଥିଲା । ଏନକାଉଣ୍ଟରରେ ଦୁଇ ଜଣ ମହିଳା ମାଓବାଦୀ ନିହତ ହୋଇଥିବା ସହ ବହୁ ମାଓ
Read More...

୯ରୁ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରର ରଜତ ଜୟନ୍ତୀ ଉତ୍ସବ

ସୁବର୍ଣ୍ଣପୁର : ଆସନ୍ତା ୯ ଏବଂ ୧୦ ଦୁଇ ଦିନ ଧରି ଧୁମ୍‌ଧାମ୍‌ରେ ପାଳିତ ହେବ ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ରର ରଜତ ଜୟନ୍ତୀ ଉତ୍ସବ । ଆସନ୍ତା ଶୁକ୍ରବାର ଏବଂ ଶନିବାର ପାଳିତ ହେବାକୁ ଥିବା ଏହି ରଜତ ଜୟନ୍ତୀ ସମାରୋହ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ସମସ୍ତ ପ୍ରସ୍ତୁତି
Read More...

ଦ୍ୱିତୀୟ ଦିନିକିଆରେ ହାରିଲା ଭାରତ, ଆଗୁଆ ସିରିଜ କବଜା କଲା ବାଂଲାଦେଶ

ଢାକା : ଢାକାଠାରେ ଖେଳାଯାଇଥିବା ୨ୟ ଦିନିକିଆରେ ରୋହିତ ଶର୍ମାଙ୍କ ଲଢୁଆ ପ୍ରଦର୍ଶନ ସତ୍ତ୍ବେ ଭାରତ ବାଂଲାଦେଶଠାରୁ ୫ ରନରେ ହାରିଯାଇଛି । ୨୭୨ରନର ପିଛା କରୁଥିବା ଟିମ ଇଣ୍ଡିଆ ଆରମ୍ଭରୁ ବିରାଟ କୋହଲି ଓ ଶିଖର ଧଓ୍ବନଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଏହା ପରେ କେଏଲ ରାହୁଲ ଓ
Read More...