ଓଡିଆଣୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀ ରାଧାରାଣୀ
ପୁରୀ : ପବିତ୍ର ଅଁଳା ନବମୀ ପାଇଁ ଉତ୍ସବ ମୁଖରିତ ପ୍ରସିଦ୍ଧ ସାକ୍ଷୀ ଗୋପୀନାଥ ମନ୍ଦିର । ପ୍ରଭୁ ସାକ୍ଷୀ ଗୋପୀନାଥଙ୍କ ନଟବର ବେଶ ଓ ଶ୍ରୀ ରାଧାରାଣୀଙ୍କ ପାଦ ଦର୍ଶନ, ଓଡ଼ିଆଣୀ ବେଶ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଲାଇନ । ଗତକାଲି ମଙ୍ଗଳବାର ରାତି ୧୧ ଟା ୩୦ରେ ମନ୍ଦିର ଦ୍ୱାର ଫିଟା ନୀତି!-->…
Read More...
Read More...