ବିଷ ପିଇ ଚାଷୀ ଆତ୍ମହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଥାନା ଭାଳୁଜୁରୀ ଗାଁ ରେ ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରୁଛନ୍ତି । ଅଭିଯୋଗ ଅନୁଯାୟୀ, ମୃତକଙ୍କ ଚାଷୀ ଯୁଧୁଷ୍ଟିର ଭୋଇ (୪୦) ଶନିବାର ସନ୍ଧ୍ୟା ୭ .୩୦ ସମୟରେ ନିଜ କ୍ଷେତ ଆଡୁ ଘରକୁ ଫେରିଥିଲେ, ତେବେ ଘରକୁ ଆସି!-->…
Read More...
Read More...