ପଞ୍ଚକରେ ଶ୍ରଦ୍ଧାଳୁଙ୍କୁ ମନା ଧବଳେଶ୍ୱର ପୀଠ

କଟକ:  ଗତ ୨ ବର୍ଷ ପରି ଏଥର ବି ପଞ୍ଚକରେ ଖାଁ ଖାଁ ରହିବ ଧବଳେଶ୍ୱର ପୀଠ। ଶ୍ରଦ୍ଧାଳୁଙ୍କୁ ମିଳିବନି ବାବା ଧବଳେଶ୍ୱରଙ୍କ ଦର୍ଶନ ଅନୁମତି। ଧବଳେଶ୍ୱର ଝୁଲା ପୋଲ ଅସୁରକ୍ଷିତ ଥିବାରୁ ଗତକାଲିଠୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି। ଫଳରେ ଆଜି ସକାଳୁ ଧବଳେଶ୍ୱର ପୀଠ ଖାଁ ଖାଁ ପଡ଼ି
Read More...

ସଲମାନଙ୍କୁ ୱାଇପ୍ଲସ ସିକ୍ୟୁରିଟି

ମୁମ୍ବାଇ: ହତ୍ୟା ଧମକ ପରେ ସଲ୍‌ମାନଙ୍କ ସିକ୍ୟୁରିଟି ଏକ୍ସରୁ ୱାଇ ପ୍ଲସ୍‌କୁ ବୃଦ୍ଧି ପାଇଛି। ଏହାର ଅର୍ଥ ହେଉଛି ଏହି ତାରକାଙ୍କୁ ଏବେ ସବୁ ସମୟରେ ଦୁଇ ଦୁଇଟା ସୁରକ୍ଷାକର୍ମୀ ଜଗି ରହିବେ। ତାଙ୍କ ବାସଭବନରେ ଦୁଇ ଜଣ ସିକ୍ୟୁରିଟି ୨୪ ଘଣ୍ଟା ଜଗି ରହିବେ। ବିଷ୍ଣୋଇ ଗ୍ୟାଙ୍ଗ୍‌ଠୁ ହତ୍ୟା ଧମକ
Read More...

ମାଟିଆପଡା ପରିଦର୍ଶନ କଲେ ଜିଲ୍ଲାପାଳ

ପୁରୀ : ପୁରୀ ମାଟିଆପଡା କୋଣାର୍କ ରେଲୱେ ଓଭର ବ୍ରିଜ ନିର୍ମାଣ ପାଇଁ ଆରମ୍ଭ ହୋଇଛି କାର୍ଯ୍ୟ । ହିତାଧିକାରୀ ମାନଙ୍କୁ କ୍ଷତି ପୂରଣ ପ୍ରଦାନ କରାଯାଉଛି । ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳ ସମର୍ଥ ବର୍ମା ଆଜି ପୂର୍ବାହ୍ନରେ ମାଟିଆପଡା ଅଞ୍ଚଳ ବୁଲି ଦେଖିବା ସହ ହିତାଧିକାରୀଙ୍କ
Read More...

ବିଜେଡି ପକ୍ଷରୁ ମେଗା ରକ୍ତଦାନ ଶିବିର

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଟାଉନ ହଲଠାରେ ବିଜୁ ଜନତା ଦଳ ତରଫରୁ ଓଡିଶା ମୋ ପରିବାର ଆନୁକୁଲ୍ୟରେ ମେଗା ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଯୋଗ ଦେଇଥିଲେ ଏବଂ ବରିଷ୍ଠ ନେତା ତଥା ହାଇଟେକ
Read More...

ଆଉ ନାହାନ୍ତି ପ୍ରସିଦ୍ଧ ଫୁଟବଲ ଖେଳାଳି ଓ ସଙ୍ଗୀତଜ୍ଞ ଅରୁଣ ପ୍ରସନ୍ନ ସେଠ

ସମ୍ବଲପୁର: ଏଠାକାର ପ୍ରସିଦ୍ଧ ଫୁଟବଲ ଖେଳାଳି, ସଙ୍ଗୀତଜ୍ଞ ଓ ଲୋକପ୍ରିୟ ସାମାଜିକ କାର୍ଯ୍ୟକର୍ତ୍ତା ଅରୁଣ ପ୍ରସନ୍ନ ସେଠ ଆଉ ଆମ ଗହଣରେ ନାହାନ୍ତି । ଆଜି ପୂର୍ବାହ୍ନ ପ୍ରାୟ ୯.୩୦ ସମୟରେ ସ୍ଥାନୀୟ କୁଞ୍ଜେଲପଡା ସ୍ଥିତ ନିଜ ବାସଭବନରେ ସେ ୯୫ ବର୍ଷ ବୟସରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ
Read More...

ବିଜୁ ଜନତା ଦଳ ପଦଯାତ୍ରା ଅବସରରେ ରକ୍ତଦାନ ଶିବିର

ବଲାଙ୍ଗୀର : ରାଜ୍ୟରେ ବିଜୁ ଜନତା ଦଳ ତରଫରୁ ପଦଯାତ୍ରା କରାଯାଉଛି । ଆଜି ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଇଁତଲା ବ୍ଳକ ଓଡ଼ିଆପାଲି ଗ୍ରାମରେ ପହଞ୍ଚିଥିଲା । ଏ ଅବସରରେ ଗ୍ରାମବାସୀଙ୍କ ତରଫରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଛି । ମୁଖ୍ୟ ଅତିଥି ସାଂସଦ ନିରଞ୍ଜନ ବିଶି ରକ୍ତଦାନ
Read More...

‘ହୀରାଞ୍ଚଳ’ର ପ୍ରଭାବ
ଅନାଥ ବାସୁକିକୁ ମିଳିଲା ରାସନକାର୍ଡ

ଖପ୍ରାଖୋଲ,୧/୧୧: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସଦର ପଞ୍ଚାୟତ ଅନ୍ତର୍ଗତ ମହୁରୁଣ୍ଡି ଗାଁର ଝିଅ ବାସୁକି ସାହାଣୀ ଜଣେ ଅନାଥ । ଦୀର୍ଘ ବର୍ଷ ହେବ ତାର ବାପା ମାଆଙ୍କ ଦେହାନ୍ତ ହେଲାପରେ ବାସୁକି ଅନ୍ୟ ଘରେ ଆଶ୍ରୟ ନେଇ ରହୁଥିଲା । ତେଣୁ ସେ ଏକାକୀ ଅନେକ ଅସୁବିଧାର ସମ୍ମୁଖିନ ହେଉଥିଲା ।
Read More...

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଜାତୀୟ ଉଦ୍ୟାନ

ରାଇରଙ୍ଗପୁର: ଆଜିଠାରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଜାତୀୟ ଉଦ୍ୟାନ ଖୋଲିଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଶିମିଳିପାଳ ଜାତୀୟ ଉଦ୍ୟାନ ଦୀର୍ଘ ଦିନ ଧରି ବନ୍ଦ ରହିବା ପରେ ଆଜି ସକାଳ ୬ଟାରୁ ଖୋଲିଛି। ପର୍ଯ୍ୟଟକମାନଙ୍କୁ ଶିମିଳିପାଳ ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ପୁଷ୍ପଗୁଚ୍ଛ
Read More...

ଅର୍ବାନ ବ୍ୟାଙ୍କ ଦୁର୍ନୀତିର ତଦନ୍ତ ଦାବି

ପୁରୀ : ପୁରୀ ଅର୍ବାନ୍‌ କୋ ଅପରେଟିଭ ବ୍ୟାଙ୍କରେ ବ୍ୟାପକ ଦୁର୍ନୀତି ଓ ୯ଦଫା ଦାବି ନେଇ ନିର୍ଦ୍ଦେଶକ ସର୍ବଶପ୍ରତାପ ମହାନ୍ତି, ଡଃ ପ୍ରଧାନ ଧୀରେନ୍‌ ରାୟ, ଉମାକାନ୍ତ ନାୟକ, ରବି ନାରାୟଣ ଦାଶ, ବୃନ୍ଦାବନ ବେହେରା, ଅନିଲ କୁମାର ସାହୁ ଓ ଉପ ସଭାନେତ୍ରୀ ମମତାରାଣୀ ସାହୁ ପୁରୀ ଜିଲ୍ଲା ସମବାୟ
Read More...

ଶାକିବ ଭାରତକୁ ପ୍ରଶଂସା କରିବା ସହ ଚେତାବନୀ ଦେଲେ

ଆଡିଲେଡ : ବାଂଲାଦେଶ କ୍ରିକେଟ୍‌ ଦଳର ଅଧିନାୟକ ଶାକିବ ଅଲ ହାସନ ଟି -୨୦ ବିଶ୍ୱକପ ଜିତିବା ପାଇଁ ଭାରତକୁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ମଙ୍ଗଳବାରର ମ୍ୟାଚରେ ଟିମ୍‌ ଇଣ୍ଡିଆ ବିପକ୍ଷ ମ୍ୟାଚ୍‌ ଜିତି କିଛି ଓଲଟାପାଟ କରିବାକୁ ଚେଷ୍ଟା କରିବେ ବୋଲି
Read More...