ବାଘ ଛାଲ ଜବତ, ଜଣେ ଗିରଫ

ଦଶପଲ୍ଲା : ନୟାଗଡ଼ ବନାଞ୍ଚଳର ନୟାଗଡ଼ ସେକ୍ସନ ଅଧିନସ୍ଥ ଚଣ୍ଡିବସ୍ତ ଗ୍ରାମରେ ଜୈନିକ ଶିକାରୀ ବାଘଛାଲ ବେପାର କରୁଥିବା ନେଇ ବନବିଭାଗ ପକ୍ଷରୁ ସୂଚନା ମିଳିଛି । ବନବିଭାଗ ଚଣ୍ଡୀବସ୍ତ ଗ୍ରାମର ଶିକାରୀ କୃପାସିନ୍ଧୁ ବିଶ୍ୱାଳକୁ ଗିରଫ କରିଛି । ତେବେ କୃପାସିନ୍ଧୁ ଜଣେ ପେଶାଦାର ଶିକାରୀ ବୋଲି
Read More...

ରାଜ୍ୟସ୍ତରୀୟ କୁଶୁଲାପୁଞ୍ଜା ଡଙ୍ଗର ମହୋତ୍ସବରେ ପ୍ରମୋଦ ସମ୍ବର୍ଦ୍ଧିତ

ଫୁଲବାଣୀ,୩୦/୧୦ :- ରାଜ୍ୟସ୍ତରୀୟ କୁଶୁଲାପୁଞ୍ଜା ଡଙ୍ଗର ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ କନ୍ଧମାଳର ଯୁବ ନାଟ୍ୟକାର ତଥା ସାମ୍ବାଦିକ ପ୍ରମୋଦ କୁମାର ଦଣ୍ଡସେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କଳାହାଣ୍ଡି ଜ଼ିଲ୍ଲା ମଦନପୁର ରାମପୁରର ଗୌଡ଼ କର୍ଲାଖୁଣ୍ଟା ଠାରେ ଚାରିଦିନ ବ୍ୟାପି
Read More...

ବୌଦ୍ଧରେ ସରକାରୀ ଆଉଟ ସୋର୍ସିଂ କର୍ମଚାରୀ ସଂଘର ଜିଲ୍ଲାସ୍ତରୀୟ ସମାବେଶ

ବୌଦ୍ଧ,୩୦/୧୦- ସ୍ଥାନୀୟ ଟାଉନ୍‌ହଲ୍‌ ଠାରେ ଆଜି ରାଜ୍ୟ ସରକାରୀ ଆଉଟ ସୋର୍ସିଂ କର୍ମଚାରୀ ସଂଘ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଅତିଥିଭାବେ ରାଜ୍ୟ ସରକାରୀ ଆଉଟସୋର୍ସିଂ କର୍ମଚାରୀ ସଂଘର ଉପ ସଭାପତି ସତ୍ୟ ନାରୟଣ ପଣ୍ଡା, ଯୁଗ୍ମ ସମ୍ପାଦକ
Read More...

ଗୁଜୁରାଟରେ ଭୁଶୁଡିଲା ଝୁଲା ପୋଲ,ଥିଲେ ୪ଶହ ଲୋକ

ଅହମ୍ମଦାବାଦ: ଆଜି ସନ୍ଧ୍ୟାରେ ଗୁଜୁରାଟର ମୋରବିରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି | ଆଜି ମଛୁ ନଦୀ ଉପରେ ଥିବା କେବୁଲ ବ୍ରିଜ(ଝୁଲା ପୋଲ) ଭୁଶୁଡି ପଡିଛି । ଏହି ଘଟଣା ସମୟରେ ବ୍ରିଜ ଉପରେ ଠିଆ ହୋଇଥିବା ଅନେକ ଲୋକ ନଦୀରେ ପଡ଼ିଯାଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ଏବଂ
Read More...

ଦଶପଲ୍ଲା ବ୍ଲକ୍‌ ଡିଜିଟାଲ ମିଡ଼ିଆ ସଂଘର କର୍ମକର୍ତ୍ତା ଚୟନ

ଦଶପଲ୍ଲା : - ଡିଜିଟାଲ ମିଡିଆ ସଂଘ ମହାବୀର କ୍ଷେତ୍ର ଦଶପଲ୍ଲାର କର୍ମକର୍ତ୍ତା ଚୟନ ରବିବାର ଦିନ ମହାବୀର ଖୋଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଡିଜିଟାଲ ମିଡ଼ିଆ ସଂଘର ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନେ ଏକତ୍ରିତ ହୋଇ ୫ଜଣିଆ କର୍ମକର୍ତ୍ତା ଚୟନ କରିଛନ୍ତି ।
Read More...

ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶିଙ୍କୁ ସମ୍ବର୍ଦ୍ଧନା

ପାଟଣାଗଡ଼ : ପାଟଣାଗଡ଼ ଶାଖା ପକ୍ଷରୁ ପାଟଣାଗଡ଼ ବ୍ଲକ ମନେଇପାଦ ହାଇସ୍କୁଲ ଖେଳ ପଡିଆ ଠାରେ ମୁଣ୍ଡମହୁଲ ଓ ଘୁଚେପାଲି ଗ୍ରାମ ପଞ୍ଚାୟତର ମିଳିତ ସହଯୋଗରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଗାଁ ରେ ମୁଖ୍ୟ ଅତିଥି ମାନ୍ୟବର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି
Read More...

ସମ୍ବଲ ପକ୍ଷରୁ ରକ୍ତଦାନ ଶିବିର: ୧୫୧ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର: ସ୍ଥାନୀୟ ବଡବଜ଼ାର ସ୍ଥିତ ଗୌରୀ କଲ୍ୟାଣ ମଣ୍ଡପରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରକୁ ଆନୁଷ୍ଠାନିକ ଭାବରେ ଜିଲ୍ଲାପାଳ ଅନନ୍ୟା ଦାସ ଉଦଘାଟନ କରିଥିବାବେଳେ କମିସନର ପ୍ରଦୀପ କୁମାର ସାହୁ ,ରେଡକ୍ରସ ସମ୍ପାଦକ ଜୟ ଜର୍ଜ, ଭୀମସାର ଅଧିକ୍ଷକ ଡ଼ା ଲାଲମୋହନ
Read More...

ବିଶ୍ୱ ମିତବ୍ୟୟିତା ଦିବସରେ ସଞ୍ଚୟ ରଥ ଉଦଘାଟିତ

ଫୁଲବାଣୀ,୩୦/୧୦ :- ଆଜି ବିଶ୍ୱ ମିତବ୍ୟୟିତା ଦିବସ ଅବସରରେ ଜିଲ୍ଲା ସ୍ୱଳ୍ପ ସଞ୍ଚୟ ବିଭାଗ ପକ୍ଷରୁ ଏକ ସଞ୍ଚୟ ରଥକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ ଉଦଘାଟନ କରିଥିଲେ । ଏହି ଅବସରରେ ସମସ୍ତେ
Read More...

ବୌଦ୍ଧରେ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ଓ ସଞ୍ଚୟ ରଥର ଶୁଭାରମ୍ଭ

ବୌଦ୍ଧ,୩୦/୧୦ :- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆଜି ବିଶ୍ୱ ମିତବ୍ୟୟିତା ଦିବସ ଅବସରରେ ସଞ୍ଚୟ ରଥର ଶୁଭାରମ୍ଭ ହୋଇଯାଇଛି । ବୌଦ୍ଧ ତହସିଲଦାର ଦେବୀ ପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସବୁଜ ପତାକା ଦେଖାଇ ଏହି ରଥର ଶୁଭ ଉଦଘାଟନ କରିଥିଲେ । ଅଯଥା ଖର୍ଚ୍ଚ ଠାରୁ ଦୂରେଇ ରହି
Read More...

ପୁଣି ହେତୁବାଦି ସଙ୍ଗଠନ ବିରୋଧରେ ଥାନାରେ ଏତଲା

ପୁରୀ : ପୁଣି ହେତୁବାଦି ସଙ୍ଗଠନ ବିରୋଧରେ ଥାନାରେ ଏତଲା । ରାଜ୍ୟ ଶାକଦ୍ୱିପୀ ଦୈବଜ୍ଞ ବ୍ରାହ୍ମଣ ମହାସଂଘ ଓଡିଶା ପକ୍ଷରୁ ପୁରୀ ଟାଉନ ଥାନାରେ ଦିଆଯାଇଛି ଏତଲା । ହେତୁବାଦି ସଙ୍ଗଠନର କାର୍ଯ୍ୟକର୍ତ୍ତା ପ୍ରତାପ ରଥ, ଦେବେନ୍ଦ୍ର ସୂତରା ଏବଂ ଅନ୍ୟ ସଦସ୍ୟମାନେ ସୂର୍ଯ୍ୟପରାଗ ଦିନ ଚିକେନ୍‌
Read More...