ସୁବର୍ଣ୍ଣପୁର ଜିଲ୍ଲା ଯାଦୁଗର ସଂଘ ପକ୍ଷରୁ ୨ଦିନିଆ ସର୍ବଭାରତୀୟ ଯାଦୁଗର ସମ୍ମିଳନୀ

ସୁବର୍ଣ୍ଣପୁର,୨୯/୧୦- ଯାଦୁ ଆଖି ଦେଖେ ହେଲେ ବିଶ୍ୱାସ ହୁଏ ନାହିଁ । କିଭଳି ଏପରି ଅଲୌକିକ ଘଟଣା ଆଖି ସାମ୍ନାରେ ହେଉଛି ମନ ତାର କାରଣ ଖୋଜି ଥାଏ । ଅନେକ ଦିନ ଯାଏଁ ମନରୁ ଯାଦୁଗରଟିଏ ଯାଦୁଗରୀ କୌଶଳରେ ପ୍ରଦର୍ଶିତ କରିଥିବା ଅବିଶ୍ୱାସନୀୟ ଓ ଅଲୌକିକ ଘଟଣା ମନରେ ଉଙ୍କି ମାରେ । ଉତ୍କଣ୍ଠାରେ
Read More...

ସୁବର୍ଣ୍ଣପୁରରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ଦିବସ ପାଳିତ

ସୁବର୍ଣ୍ଣପୁର,୨୯/୧୦- ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଓଡିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି । ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହିସଭାରେ ସୁବର୍ଣ୍ଣପୁର
Read More...

ବୌଦ୍ଧରେ ଜାତୀୟ ପେନସନଭୁକ୍ତ ଶିକ୍ଷକ ସଂଘର ବିଶାଳ ଶୋଭାଯାତ୍ରା

ବୌଦ୍ଧ,୨୯/୧୦- ବୌଦ୍ଧ ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ୪ ଦଫା ସମ୍ବଳିତ ଦାବି ପତ୍ର ବିଶାଳ ଶୋଭାଯାତ୍ରାରେ ଯାଇ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକପ୍ରତିନିଧି ଦଳ ଜ଼ିଲ୍ଲାପାଳ ସତ୍ୟ ରଞ୍ଜନ ସାହୁଙ୍କୁ ପ୍ରଦାନ କରିଛନ୍ତି । ଦାବିଗୁଡିକ ମଧ୍ୟରେ
Read More...

ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ ଜେଲ୍‌ ସହ ୨ ଲକ୍ଷ ଟଙ୍କା ଜୋରିମାନା

ଫୁଲବାଣୀ,୨୯/୧୦:- ଫୁଲବାଣୀ ଫାଷ୍ଟଟ୍ରାକ ପସ୍କୋକୋର୍ଟର ବିଚାରପତି ଶ୍ରୀଯୁକ୍ତ ଭାସ୍କର ଚନ୍ଦ୍ର ସାହୁ ଏକ ୯ ବର୍ଷ ନାବାଳିକାର ଦୁଷ୍କର୍ମ ଏବଂ ହତ୍ୟା ମାମଲାର ବିଚାରକରି ୨୧ଜଣ ସାକ୍ଷୀ, ଡ଼ାକ୍ତରୀ ରିପୋର୍ଟ ଏବଂ ସାଇଣ୍ଟିଫିକ୍‌ ରିପୋର୍ଟ ଆଧାରରେ ଅଭିଯୁକ୍ତ ଗଗନ ପ୍ରଧାନକୁ ଦୋଷୀ ସାବ୍ୟସ୍ତ
Read More...

ରାମଚରିତ ମାନସ ନବାହ ପାରାୟଣ ଓ କଳସ ଶୋଭାଯାତ୍ରା

ବୌଦ୍ଧ,୨୯/୧୦- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଳକ ଅନ୍ତର୍ଗତ ଦେବଗଡ଼ ଗ୍ରାମରେ ଶ୍ରୀ ରାମଚରିତ ମାନସ ନବାହ ପାରାୟଣ ଲାଗି ଆଜି ପ୍ରଥମ ଦିନରେ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଆସନ୍ତାକାଲି ଅର୍ଥାତ ୩୦ ତାରିଖ ରବିବାର ଠାରୁ ନଭେମ୍ବର ୭ତାରିଖ ସୋମବାର ପର୍ଯ୍ୟନ୍ତ ଦେବଗଡ଼ ଗ୍ରାମସ୍ଥିତ
Read More...

ଗଜପତିରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ଦିବସ

ପାରଳାଖେମୁଣ୍ଡି,୨୯/୧୦- ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଓ ପ୍ରଶମନ ଦିବସ ଗଜପତି ଜିଲ୍ଲା ସଦର ମହକୁମାଠାରେ ଆଜି ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରାକୁ ଗଜପତି ଆରକ୍ଷୀ ଅଧୀକ୍ଷକ ଶ୍ରୀଯୁକ୍ତ ଜୟରାମ ଶତପଥୀ ଓ ଅତିରିକ୍ତ ଜିଲ୍ଲାପାଳ
Read More...

୫ ଦାଦନ ଶ୍ରମିକ ଉଦ୍ଧାର , ଜଣେ ଦଲାଲ ଗିରଫ

ଖପ୍ରାଖୋଲ : ଖପ୍ରାଖୋଲ ଥାନା ପୁଲିସ ଚଢାଉ କରି ମୋଟର ସାଇକେଲରେ ଚାଲାଣ ହେଉଥିବା ୫ ଜଣ ଦାଦନ ଶ୍ରମିକକୁ ଉଦ୍ଧାର କରିବା ସହ ଜଣେ ଦଳାଲକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲେ ସାନ ଉଡେନ୍‌ ଗାଁର ଦାଦନ ସର୍ଦ୍ଦାର ଘନଶ୍ୟାମ ଜାଲ । ମିଳିଥିବା ରିପୋର୍ଟ ମୁତାବକ, ଖପ୍ରାଖୋଲ ପୁଲିସ ସକାଳେ
Read More...

ଦଶପଲ୍ଲାରେ ଅନୁଷ୍ଠିତ ହେଲା ଜନସଂପର୍କ ପଦଯାତ୍ରା

ଦଶପଲ୍ଲା : ଆଜି ଦଶପଲ୍ଲାରେ ଦଶପଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଏକ ବିଶାଳ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ପଦଯାତ୍ରାରେ ପ୍ରାୟ ୧୦,୦୦୦ ରୁ ଉର୍ଦ୍ଧ୍ୱ ବିଜେଡ଼ି କର୍ମୀ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।ଏହି ପଦଯାତ୍ରା ରେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ
Read More...

ନନ୍ଦହାଣ୍ଡି ତହସିଲରେ ନୂତନ ତହସିଲଦାରଙ୍କ ଯୋଗଦାନ

ନନ୍ଦାହାଣ୍ଡି : ଆଜି ନବରଙ୍ଗପୁର ଜିଲ୍ଲା ନନ୍ଦହାଣ୍ଡି ତହସିଲ କାର୍ଯ୍ୟାଳୟରେ ନୂତନ ତହସିଲଦାର ଭାବେ ଡ଼ଃ ବନମାଳୀ ମେହେର କାର୍ଯ୍ୟରେ ଯୋଗଦାନ ଦେଇଛନ୍ତି । ତହସିଲଦାର ରୂପେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଅତିରିକ୍ତ ତହସିଲଦାର ହିମାଂଶୁ ଶେଖର ନାୟକ ଏବଂ ନନ୍ଦାହାଣ୍ଡି ତହସିଲର ସମସ୍ତ
Read More...

ଶ୍ରୀକ୍ଷେତ୍ରରେ ବିଦେଶୀ କରୁଛନ୍ତି ହବିଷ ବ୍ରତ

ପୁରୀ : ଶ୍ରୀ ଚୌତନ୍ୟଙ୍କ ଭକ୍ତ ହୋଇଥିବାରୁ ବିଦେଶୀମାନେ କାର୍ତ୍ତିକ ମାସରେ ପୁରୀ ଆସି କୀର୍ତ୍ତନ କରି ଶ୍ରୀକ୍ଷେତ୍ର ପରିକ୍ରମା କରି ହବିଷ ବ୍ରତ କରୁଛନ୍ତି । ମଠ ଭିତରେ ବୃନ୍ଦାବତୀ ପୂଜା କରି ଭଜନ କୀର୍ତ୍ତନ କରୁଥିବା ବେଳେ କାର୍ତ୍ତିକ ବ୍ରତ ପାଳନ କରିବା ସହ ସକାଳ ବେଳା ଶ୍ରୀମନ୍ଦିର
Read More...