ହବିଷ୍ୟାଳୀ କେନ୍ଦ୍ର ବୁଲି ଦେଖିଲେ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ

ପୁରୀ : କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡଃ ସୁରେଶ ଚନ୍ଦ୍ର ଦଳାଇ ହବିଷ୍ୟାଳୀ କେନ୍ଦ୍ର ବୁଲି ଦେଖିବା ସହ ହବିଷ୍ୟାଳୀ ମା ମାନଙ୍କ ସହ କଥା ହୋଇଥିଲେ । ବୃନ୍ଦାବତୀ ନିବାସରେ ପହଞ୍ଚି ଆରଡିସି ଡଃ ଦଳାଇ ମା ମାନେ ରହୁଥିବା କୋଠରୀ ଗୁଡିକ ଦେଖିଥିଲେ । ପରେ ମା ମାନଙ୍କର ସୁବିଧା ଅସୁବିଧା ଓ
Read More...

ଭାରତୀୟ ଜନତା ଯୁବମୋର୍ଚ୍ଚର ସାମ୍ବାଦିକ ସମ୍ମିଳନୀ

ଫୁଲବାଣୀ,୨୬/୧୦:- କନ୍ଧମାଳ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ବେଲଘର ଥାନା ଅନ୍ତର୍ଗତ ରାଙ୍ଗାପାରୁ ଆଶ୍ରମର ସପ୍ତମ ଶ୍ରେଣୀ ଆଦିବାସୀ ନାବାଳିକା
Read More...

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ବେଣିଆ ଗ୍ରାମ ପୋଖରୀରେ ବୁଡି ଗ୍ରାମର ଟୁନା ପ୍ରଧାନଙ୍କ ୨୨ ବର୍ଷୀୟ ପୁଅ କୃଷ୍ଣ ପ୍ରଧାନଙ୍କ ମୃତ୍ୟୁ ହୋଇଛି । କୃଷ୍ଣ ଆଜି ଦିନ ଗୋଟାଏ ବେଳେ ପୋଖରୀକୁ ଶୌଚ ହେବାକୁ ଯାଇଥିବା ସମୟରେ ଅସାବଧାନତା ବଶତଃ ଗୋଡ ଖସି ପୋଖରୀରେ ବୁଡି ଯାଇଥିଲେ ।
Read More...

ବ୍ଲକ ସ୍ତରୀୟ ସୁରଭି ୨୦୨୨ କାର୍ଯ୍ୟକ୍ରମ ଅନୁଷ୍ଠିତ

ନନ୍ଦାହାଣ୍ଡି :ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ଡ଼ଙ୍ଗରଭେଜା ଠାରେ ଆନନ୍ଦମୟ ଶିକ୍ଷା ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଆଠଗୋଟି କ୍ଳଷ୍ଟରରୁ ପ୍ରତିଯୋଗୀମାନେ ଅଂଶ ଗ୍ରହଣ କରିଥିଲେ । ସେଥିରେ ବରିଷ୍ଠ ଓ କନଷ୍ଠ
Read More...

ପାରଳାରେ ୪୫ ତମ କାଳୀପୂଜା ଆରମ୍ଭ

ପାରଳାଖେମୁଣ୍ଡି,୨୬/୧୦- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ନେହେରୁ ଛକ ନିକଟରେ ୪୫ ତମ କାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି । ଚଳିତବର୍ଷ ଆକର୍ଷଣୀୟ ଭାବେ ମାଆଙ୍କ ପୂଜା ସାଜସଜ୍ଜା କରାଯାଇଛି । ଏହି ପୂଜା ୯ ଦିନ ପର୍ଯ୍ୟନ୍ତ ହେବ ବୋଲି ଜଣାପଡିଛି । ସନ୍ଧ୍ୟା ସମୟରେ ଆଲୋକ ସଜ୍ଜାରେ
Read More...

ନୂଆଦିଲ୍ଲୀରେ ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ଧାମନଗର ଉପନିର୍ବାଚନରେ ଶାସକ ଦଳ ତରଫରୁ ଅସାଧୁ ଉପାୟରେ ଭୋଟରଙ୍କୁ ଟଙ୍କା ବାଣ୍ଟିବା ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନନେବା ନେଇ  ବୁଧବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ ବିଜେପି
Read More...

ବିଡ଼ିଓଙ୍କ ନିର୍ଦ୍ଦେଶ ପରେ ମଧ୍ୟ ମିଳିନାହିଁ ହରିଶ୍ଚନ୍ଦ୍ର ଯୋଜନା

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡ଼ିଆପାଳି ପଞ୍ଚାୟତ ଅନ୍ତର୍ଗତ ଓଡ଼ିଆପାଳି ଗାଁର ବୃଦ୍ଧା ମହିଳା ସୁରୁ ବନଗୁଲା ଏକ ଅସହାୟ ଓ ବୃଦ୍ଧା ମହିଳା । ତାଙ୍କର ପୁଅ ଦେହାନ୍ତ ହେବା ଓ ପୁତ୍ରବଧୂ ମାନସିକ ରୋଗୀ ହୋଇଥିବାରୁ ସେ ତାଙ୍କ ବାପାଙ୍କ ଘରେ ରହୁଥିବା ବେଳେ ତାଙ୍କ ନିଜ ଘରେ
Read More...

ବୌଦ୍ଧ ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ

ଜହ୍ନାପଙ୍କ,୨୬/୧୦:- ବୌଦ୍ଧ ବ୍ଲକ ତେଲିବନ୍ଧ ଗ୍ରାମପଞ୍ଚାୟତ ଅଧିନସ୍ଥ ସରକାରୀ ନୋଡାଲ ଉଚ୍ଚବିଦ୍ୟାଳୟ ତେଲିବନ୍ଧ ଠାରେ ବୌଦ୍ଧ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ପ୍ରଧାନ ଉଦଘାଟନ କରିଥିବାବେଳେ ସିଆରସିସି
Read More...

ଯାତାୟାତରେ ଅସୁବିଧା ହେଉଥିବାରୁ ଗାଁ ରାସ୍ତା ସଫା କଲେ ଗ୍ରାମବାସୀ

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ କାର୍ଯାଳୟ ଠାରୁ ମାତ୍ର ୨ କିଲୋମିଟର ଦୂରରେ ପୋଢ଼ମୁଣ୍ଡ ଗାଁ ଥାଇ ମଧ୍ୟ ଦୀପ ତଳେ ଅନ୍ଧାର ଭଳି ବହୁ ଅସୁବିଧାରେ ଅଛନ୍ତି । ସୂଚନା ମୁତାବକ, ଗାଁ କୁ ଯିବା ପାଇଁ ଭଲ ରାସ୍ତା ଟିଏ ନାହିଁ, ଛୋଟ ଛୋଟ ପିଲାମାନେ ସ୍କୁଲ ଗଲା ବେଳେ ଦୁର୍ଘଟଣା
Read More...

ପୋଲିସ ଚଢଉ: ଟଙ୍କା ସହ ୬ ଜୁଆଡି ଗିରଫ

ପାଟଣାଗଡ: ପାଟଣାଗଡ଼ ଥାନା ଭଇଷାଁ ଗ୍ରାମର ୬ ଜଣ ପେଷାଦାର ଯୁଆଡିକୁ ପୁଲିସ ଗିରଫ କରିବାସହ ସେମାନଙ୍କ ଠାରୁ ନଗଦ ୧୨ ଟଙ୍କା ଓ ଦୁଇଟି ମୋବାଇଲ ସହ ଏକ ପକେଟ୍‌ ତାସ ଜବତ କରିଛି । ଗିରଫ ଜୁଆଡି ମାନେ ହେଲେ ଭଇଷାଁ ଗ୍ରାମର ଅଜୟ ତୁମୁନିଆ, ଗୋବିନ୍ଦ ବିସୋଇ, ନରେନ୍ଦ୍ର ଷାଣ୍ଡ, ପଦ୍ମଲୋଚନ ନାଗ,
Read More...