ବାଲୁକା କଳା ମାଧ୍ୟମରେ ବ୍ରିଟେନ ପ୍ରଧାନମନ୍ତ୍ରୀ ସୁନକଙ୍କୁ ଶୁଭେଚ୍ଛା

ପୁରୀ : ଭାରତୀୟ ବଂଶୋଭବ ରିଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ବିଭିନ୍ନ ଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ତେବେ ଏହି ଅବସରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀର ସ୍ୱର୍ଣ୍ଣଭ ବେଳାଭୂମିରେ ବାଲୁକା କଳା ମାଧ୍ୟମରେ ଏକ ସୁନ୍ଦର ଆଉ ନିଚ୍ଛକ କଳାକୃତି
Read More...

ନୋଟ୍‌ରେ ରଖାଯାଉ ଲକ୍ଷ୍ମୀ ଓ ଗଣେଶଙ୍କ ଫଟୋ, ମୋଦିଙ୍କୁ ଚିଠି ଲେଖିବେ କେଜ୍ରିୱାଲ

ନୂଆଦିଲ୍ଲୀ : ଭାରତୀୟ ମୁଦ୍ରାରେ ଲକ୍ଷ୍ମୀ ଏବଂ ଗଣେଶ ଜୀଙ୍କର ଫଟୋ ରଖିବାକୁ ଦାବି କରୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ଅର୍ଥନୀତିକୁ ସୁଦୃଢ କରିବା ତଥା ଦେଶର ବିକାଶ ପାଇଁ ଭଗବାନ ଏବଂ ଦେବୀଙ୍କ ଆଶୀର୍ବାଦ'ର ଆବଶ୍ୟକତା ଦର୍ଶାଇ ସେ
Read More...

ଧାନ ଜମିକୁ ମିଳୁନାହିଁ ଜଳ,ଚିନ୍ତାରେ ଚାଷୀ

ପାଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ରାମସାଗରରେ ସ୍ୱିଚ ଗେଟରୁ ଜଳ ବାହାରୁ ନଥିବାରୁ ଚାଷୀ ଧାନ ଫସଲକୁ ଜଳ ପାଇ ପାରୁନଥିବାରୁ ଚାଷୀ ହତାଶ ହୋଇ ପଡିଛନ୍ତି । ଏହି ବିଷୟରେ ସହକାରୀ ଯନ୍ତ୍ରୀକୁ ଆମ ପ୍ରତିନିଧି ଯୋଗାଯୋଗ କରିବାରୁ ସ୍ୱିଚ ଗେଟ ମଧ୍ୟରେ
Read More...

ବାଞ୍ଜିପାଲି ଗାଁରେ ଜଙ୍ଗଲୀ ବାରହାଙ୍କ ଦୌରାତ୍ମ, ଧାନ ଫସଲ ନଷ୍ଟ

ଖପ୍ରାଖୋଲ: କଥାରେ ଅଛି ଚାଷ କାମ ଯାହାର କେତେ ସୁଖ ତାହାର କିନ୍ତୁ ଏଇଠି କଷ୍ଟ ଲବ୍ଧ ସୁନାର ଫସଲକୁ ବଞ୍ଚାଇବାକୁ ଯାଇ ଚାଷୀଙ୍କୁ କରିବାକୁ ପଡୁଛି ଅନେକ କଷ୍ଟ । ପ୍ରାକୃତିକ ବିପର୍ଯ୍ୟୟ ସାଙ୍ଗକୁ ରୋଗ ପୋକର ଦାଉ ଆଉ ଏବେ ପୁଣି ଜଙ୍ଗଲୀ ଜନ୍ତୁଙ୍କ ଉତ୍ପାତ ଅତିଷ୍ଟ ହେଲେଣି ଚାଷୀ । ଗତ କିଛି
Read More...

ନିଆରା ଢଙ୍ଗରେ ଦୀପାବଳି ପାଳିଲେ ସମାଜସେବୀ ବୁଲୁ

ଫୁଲବାଣୀ : କୋଟଗଡ଼ ବ୍ଲକର ପେଶାରେ ଜଣେ ଶିକ୍ଷକ କିନ୍ତୁ ନିଶା ସମାଜ ସେବା । ନିଜକୁ ସମାଜ ସେବାରେ ସମର୍ପିତ କରିଛନ୍ତି ବୁଲୁ ମଳିକ । ଶସ୍ତା ଲୋକ ପ୍ରିୟ ପାଇବା ଆଶା ନୁହେଁ କିମ୍ବା ରାଜନେତାଙ୍କ ଭଳି ଭୋଟ ପାଇବା ଆଶାରେ ସେ ଏହି କାର୍ଯ୍ୟ କରନ୍ତି ନାହିଁ । ଦିନ ହୀନ ଗରୀବ ଏବଂ ରୋଗୀଙ୍କ
Read More...

ପଦଯାତ୍ରା ପାଇଁ ଦଶପଲ୍ଲା ବ୍ଲକ ଟାକରା ପଞ୍ଚାୟତରେ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ

ଦଶପଲ୍ଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଠାରୁ ସାରା ଓଡ଼ିଶାରେ ବିଜୁ ଜନତା ଦଳ ତରଫରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଆଗାମୀ ୨୮ ତାରିଖ ଶୁକ୍ରବାର ଦିନ ୧୦ ଘଟିକା ରେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା
Read More...

ଜିଏମୟୁ ଏନଏସ୍‌ଏସ ପକ୍ଷରୁ ଦିଲୱାଲୋ କି ଦିୱାଲୀ କାର୍ଯ୍ୟକ୍ରମ

ସମ୍ବଲପୁର : ଏକ ନିଆରା ଢଙ୍ଗରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଲୋକର ପର୍ବ ଦୀପାବଳି ପାଳନ କରିଛନ୍ତି । ଏହାର ଏନଏସଏସ ଛାତ୍ରଛାତ୍ରୀମାନେ ସ୍ଥାନୀୟ ହୁମା ସ୍ଥିତ ବୀର ସୁରେନ୍ଦ୍ର ସାଏ ଜରାଶ୍ରମର ଅନ୍ତେବାସୀମାନଙ୍କ ସହ ଦିନ ସାରା ରହିଥିଲେ । ଏହି କାର୍ଯ୍ୟକ୍ରମକୁ ଡଃ
Read More...

ଦିଲୀପ ମାଝୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ତେନ୍ତୁଳିଖୁଣ୍ଟି : ତେନ୍ତୁଳିଖୁଣ୍ଟି ବ୍ଲକର ବିଜରାଗୁଡା ବାଳିକା ବିଦ୍ୟାଳୟ ନିକଟସ୍ଥ ପଡିଆଠାରେ ଦିଲୀପ ମାଝୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବିରିଗୁଡା ଦଳ ନିର୍ଦ୍ଧାରିତ ୧୨ ଓଭରରେ ୮୧ ରନ ସଂଗ୍ରହ କରିଥିଲେ । ଏହାର
Read More...

ବନ୍ଧଛକଠାରେ ଧୁମ୍‌ଧାମରେ ଚାଲିଛି କାଳୀପୂଜା

ଘୁ ଉଦୟଗିରି: ଦୀର୍ଘ ଦୁଇ ବର୍ଷ କରୋନା କଟକଣା ଭିତରେ ଫିକା ପଡିଥିବା କାଳୀପୂଜା ଚଳିତ ବର୍ଷ ସ୍ଥାନୀୟ ସହରରେ ଖୁବ ଧୁମଧାମରେ ପାଳିତ ହୋଇଛି । ଆଲୋକର ପର୍ବ ପବିତ୍ର ଦୀପାବଳୀ ଅବସରରେ ସ୍ଥାନୀୟ ବନ୍ଧ ଛକ ପୂଜା ମଣ୍ଡପରେ ଶ୍ୟାମାକାଳୀ ପୂଜା ଅନୁଷ୍ଠିତ ହୋଇଯାଇଛି । ସୁନ୍ଦର ଆଲୋକମାଳା, ସୁଉଚ୍ଚ
Read More...

ଦଶପଲ୍ଲା ସବ୍‌-ଜେଲ୍‌ରୁ ବିଚାରାଧୀନ ବନ୍ଦୀ ଫେରାର

ଦଶପଲ୍ଲା : ଆଜି ଦିବା ୧୦ ଟା ୩୦ ମିନିଟ ସମୟରେ ବିଚାରାଧୀନ ବନ୍ଦୀ ଭାବରେ ଦଶପଲ୍ଲା ଜେଲ୍‌ରେ ଥିବା ହିମାଂଶୁ ଶେଖର ନାୟକ (୩୭) ଜେଲ୍‌ର ମୁଖ୍ୟ ଦରଜା ଝାଡୁ କରୁଥିବା ସମୟରେ ୱାର୍ଡ଼ର କୃଷ୍ଣଚନ୍ଦ୍ର ଜେନାଙ୍କ ଅନ୍ୟ ମନସ୍କତାର ସୁଯୋଗ ନେଇ ଫେରାର୍‌ ହୋଇଯାଇଛି । ଫେରାର୍‌ ହିମାଂଶୁଙ୍କ ଘର,
Read More...