ପୁଅର ଛୁରାମାଡ଼ରେ ବାପା ମୃତ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଆସିକା ପଢାଲ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଜନ୍ମ କଲା ପୁଅସାଜିଲା ସାଇତାନ । ନିଜ ବାପାକୁ ଛୁରୀ ଭୁସି ହତ୍ୟା କଲା ନିଶାସକ୍ତ ପୁଅ । ଏହି ହତ୍ୟା କାଣ୍ଡଟି ଗତ ରାତିରେ ଘଟିଥିବା ବେଳେ ବାପା ଦେବରାଜ ନାହାକଙ୍କ ମୃତ୍ୟ ହୋଇଛି । ପ୍ରାଥମିକ ସୂଚନା ମୁତାବକ ଗତ!-->…
Read More...
Read More...