ଶ୍ରମିକଙ୍କ ସଙ୍ଗେ ଖିଚିଡ଼ି ଖାଇ ଅସ୍ଥାୟୀ ଟିଣଛପର ଘରେ ଶୋଇଲେ ପ୍ରଧାନମନ୍ତ୍ରୀ

ଡେରାଡୁନ୍‌: ଉତ୍ତରାଖଣ୍ଡ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ମାନା ନିକଟସ୍ଥ ସମୁଦ୍ର ପତ୍ତନଠାରୁ ୧୧,୩୦୦ ଫୁଟ୍‌ ଉଚ୍ଚ ‘ବର୍ଡର୍‌ ରୋଡ୍‌ସ୍‌ ଅର୍ଗାନାଇଜେସନ୍‌’ ‘ଡିଟାଚ୍‌ମେଣ୍ଟ୍‌’ରେ ଥିବା ଗୋଟାଏ ଅର୍ଦ୍ଧସ୍ଥାୟୀ ତଥା ଟିଣଛପର ହୋଇଥିବା ଘରେ ରାତ୍ରୀଯାପନ
Read More...

+୩ ମହିଳା ମହାବିଦ୍ୟାଳୟରେ ମେଗା ସଫେଇ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଯୁକ୍ତ ତିନି ମହିଳା ମହାବିଦ୍ୟାଳୟ ପରିସରରେ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ ବ୍ୟୁରୋର ନିର୍ଦ୍ଦେଶ ଅନୁଯାୟୀ
Read More...

ବିଶିଷ୍ଟ ଶିକ୍ଷାବିତ ପଦ୍ମନାଭ ଦାଶଙ୍କ ଜନ୍ମ ଶତବାର୍ଷିକୀ ପାଳିତ

ପୁରୀ : ଶିକ୍ଷାନୁଷ୍ଠାନଟିଏ ମଣିଷ ଗଢା କାରଖାନା । ବିଶ୍ୱମ୍ଭର ବିଦ୍ୟାପୀଠର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ପଦ୍ମନାଭ ଦାଶ ଜଣେ ଆଦର୍ଶ ଓ ଅନୁଶାସନପୂର୍ଣ୍ଣ ଶିକ୍ଷକ ଭାବେ ଚିର ସ୍ମରଣୀୟ ହୋଇ ରହିଥିବେ ବୋଲି ମତବ୍ୟକ୍ତ କରିଛନ୍ତି ରାଜ୍ୟ ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଆଜି
Read More...

ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ବିଭିନ୍ନ ଦୋକାନ ବଜାର ଯାଞ୍ଚ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ଆଜି ଦୈନିକ ବଜାର ଓ ଉଠା ବ୍ୟବସାୟୀ ରାସ୍ତା ଉପରେ ବିକ୍ରି କରୁଥିବାରୁ ରାସ୍ତା ସଂକୀର୍ଣ୍ଣ ହେଉଥିବାରୁ ଟ୍ରାଫିକ ସମସ୍ୟା ଉପୁଜୁଥିଲା । ଉଠା ବ୍ୟବସାୟୀ ମାନଙ୍କୁ ପଛକୁ ଘୁଞ୍ଚାଇ ବିକ୍ରିବଟା ନ କରିବା
Read More...

କେନାଲ ସଫା ନ ହେବାରୁ ଚାଷୀ ପାଇପାରୁନି ଜଳସେଚନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ନିକଟସ୍ଥ ରାମସାଗରର ବିଭିନ୍ନ କେନାଲ ଗୁଡିକ ଘାସ ଲଟା ବୁଦାରେ ପରିପୂର୍ଣ୍ଣ ହେଉଛି । ଯାହା ଫଳରେ ଚାଷୀଙ୍କ ଜମିକୁ ଜଳସେଚନ ହୋଇପାରୁନି । କେନାଲକୁ ସୁଇଚ ଗେଟ ଦ୍ୱାରା ବନ୍ଦ କରାଯାଇଛି । ଯାହା ଫଳରେ ଚାଷୀ ଧାନ ଜମିକୁ ଜଳସେଚନ
Read More...

ଏହି ଚାରି ଦଳ ସେମିଫାଇନାଲ ଖେଳିବେ : ଗାଙ୍ଗୁଲି

ନୂଆଦିଲ୍ଲୀ : ଆଇସିସି ଟି -୨୦ ବିଶ୍ୱକପ ୨୦୨୨ ରେ ସୁପର -୧୨ ର ମୁକାବିଲା ଆରମ୍ଭ ହୋଇଛି । ସୁପର -୧୨ ର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଅଷ୍ଟ୍ରେଲିଆକୁ ୮୯ ରନରେ ପରାସ୍ତ କରିଛି । ଅଷ୍ର୍ଟ୍ରେଲିଆରେ ଟି -୨୦ ବିଶ୍ୱକପ ୨୦୨୨ ଖେଳାଯାଉଛି ଏବଂ ଆୟୋଜକ ଦଳ ମଧ୍ୟ ଡିଫେଣ୍ଡିଂ ଚାମ୍ପିଅନ୍‌ ।
Read More...

ଚାଷୀଙ୍କ ଧାନ ଟଙ୍କା ହଡ଼ପ ଘଟଣା,କଳସାଖମଣ ସମବାୟ ସମିତି ସମ୍ପାଦକ ରଘୁ ମହାକୁଡ଼ ଗିରଫ

ନୟାଗଡ଼ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ପଶ୍ଚିମାଞ୍ଚଳ କଳସାଖମଣ ସମବାୟ ସମିତି ସମ୍ପାଦକ ରଘୁନାଥ ମହାକୁଡଙ୍କୁ ଗିରଫ କରିଛି ବାଣିଗୋଚ୍ଛା ଥାନା ପୁଲିସ । ଚାଷୀଙ୍କ ଧାନ ଟଙ୍କା ହଡପ ନେଇ ଜୁଲାଇ ୨୮ ତାରିଖରେ ସହକାରୀ ସମବାୟ ନିବନ୍ଧକ (ଏଆରସିଏସ) ବାଣିଗୋଚ୍ଛା ଥାନାରେ ଏତଲା ଦେଇଥିଲେ ।
Read More...

କୁମ୍ଭାରୀପଦର ଭୂସ୍ଖଳନ ଘଟଣା: ଭୁତତ୍ତ୍ୱବିତଙ୍କ ନମୁନା ସଂଗ୍ରହ, ପରୀକ୍ଷା ପାଇଁ ଗଲା ମାଟି

ବାଲିଗୁଡ଼ା: କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ହାତୀମୁଣ୍ଡା ପଞ୍ଚାୟତ କୁମ୍ଭାରୀପଦର ନିକଟରେ ଥିବା ଉପକଣ୍ଠ ପାହାଡ଼ରେ ଅଧ କି.ମି. ଦୀର୍ଘର ଏକ ଫାଟ ଦେଖାଯାଇ ଧିରେ ଧିରେ ତାହାର ଦୀର୍ଘତା ବଢ଼ିବାରେ ଲାଗିଛି । ଏହାର ବିପଦ ସଙ୍କୁଳତାକୁ ଲକ୍ଷ୍ୟ କରି କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର
Read More...

ବୃଦ୍ଧାଙ୍କ ଜୀବନ ନେଲା ଦନ୍ତାହାତୀ

ଖପ୍ରାଖୋଲ: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଅଞ୍ଚଳ ଏକ ଜଙ୍ଗଲ ଘେରା ଦୁର୍ଗମ ପାହାଡିଆ ଅଞ୍ଚଳ ହୋଇଥିବା ବେଳେ ଏଠାରେ ଅନେକ ଜୀବଜନ୍ତୁ ଆସିଥାନ୍ତି । ବିଶେଷ କରି ଏହି ଅଞ୍ଚଳରେ ହାତୀମାନଙ୍କର ପ୍ରଭାବ ପଡିଥାଏ । ଚାଷ ସମୟରେ ବେଶୀ ପରିମାଣରେ ହାତୀଙ୍କ ଆତଙ୍କ ଦେଖିବାକୁ ମିଳେ ଓ ସେମାନେ ବହୁତ
Read More...

ବୌଦ୍ଧ: ଆତ୍ମନିର୍ଭର କୃଷକ ଅଭିଯାନ ଉଦଯାପିତ

ବୌଦ୍ଧ,୨୨/୧୦ :ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ୱବିଦ୍ୟାଳୟ ଦ୍ୱାରା ଶୁଭାରମ୍ଭ ହୋଇଥିବା ଆତ୍ମନିର୍ଭର କୃଷକ ଅଭିଯାନ ଗତ ୨୧ତାରିଖରେ ଜଗତି ଗ୍ରାମରେ ଉଦଯାପିତ ହୋଇଯାଇଛି । କେନ୍ଦ୍ର ସଂଚଳିକା ବି.କେ ମାମିନା ଭଉଣୀ ଅଭିଯାନର ସଫଳତା ପାଇଁ କୃଷକ ଭାଇ ଓ ଭଉଣୀ ମାନଙ୍କୁ ଧନ୍ୟବାଦ ଦେବା ସହିତ
Read More...