ଖୁବ୍ ଶିଘ୍ର ଆରମ୍ଭହେବ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟ,ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି
ଦଶପଲ୍ଲା : ଖୁବ୍ ଶିଘ୍ର ଆରମ୍ଭ ହେବ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ର ଟାକରା ପଂଚାୟତର ମଂଜାରୀ ଗ୍ରାମରେ ହେବାକୁ ଥିବା ବୃତ୍ତଂଗ ଜଳସେଚନ ପ୍ରକଳ୍ପ ର କାର୍ଯ୍ୟ । ନୟାଗଡ଼ ଜିଲ୍ଲା ସମେତ ଖୋର୍ଦ୍ଧା ଜିଲ୍ଲାର କିଛି ଅଂଶ ଏହି ପ୍ରକଳ୍ପ ଦ୍ବାରା ଜଳସେଚିତ ହୋଇପାରିବ । ଜଳାଭାବ ଯୋଗୁଁ!-->…
Read More...
Read More...