୨୧ କେଜି ଗଞ୍ଜେଇ ଓ ଦେଶୀ ପିସ୍ତଲ ସହ ଜଣେ ମହିଳା ସମେତ ୩ ଗିରଫ
ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜ଼ିଲ୍ଲା ସଦର ମହକୁମା କୁଞ୍ଜ ଛକ ନିକଟରେ ଗତକାଲି ସୋନପୁର ପୋଲିସ ଛତିଶଗଡ଼କୁ ଗଂଜେଇ ଚୋରା ଚାଲାଣ କରୁଥିବା ଏକ ରାକେଟରେ ଜଣେ ମହିଳାଙ୍କ ସମେତ ତିନି ଜଣ ଯୁବକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଏମାନଙ୍କ ପାଖରୁ ବାଇକ ସିଜି୧୩ୟୁ!-->…
Read More...
Read More...