ଜିଲ୍ଲାପାଳଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ

ବୌଦ୍ଧ,୧୭/୮: ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ କାର୍ଯ୍ୟରେ ଯୋଗଦେବା ପରେ ଜିଲ୍ଲାରେ ଚାଲିଥିବା ବନ୍ୟା ପରିସ୍ଥିତି ସମୟରେ ଘନ ଘନ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝିବା ସହିତ ତାହାର ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ
Read More...

ସୋନପୁର ଆର୍ଟ ଏଣ୍ଡ କ୍ରାଫ୍ଟ ସ୍କୁଲରେ ସ୍ୱାଧୀନତା ଦିବସ

ସୁବର୍ଣ୍ଣପୁର : ଆଜାଦି କା ଅମୃତ ମହୋତ୍ସବ ଅବସରରେ ଚିତ୍ର କଳା ଅନୁଷ୍ଠାନ (ଏକେ ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟ) ପକ୍ଷରୁ ସ୍ୱାଧୀନତା ଦିବସ ପାଳନ ହେବା ସହ ଏକ ଚିତ୍ର କଳାପ୍ରଦର୍ଶନୀ ପାଳନ ହୋଇଯାଇଛି । ଏଥିରେ ଅତିଥି ଭାବେ ଜ଼ିଲ୍ଲା ପୋଲିସ କନେଷ୍ଟବଲ ସଂଘର ସଭାପତି କୁମୁଦ ରଞ୍ଜନ ମେହେର
Read More...

ଦୟା ନଦୀରେ ବନ୍ୟା, ଦୁର୍ଦ୍ଦଶାରେ ପିପିଲି ଓ ଡେଲାଙ୍ଗ ବ୍ଲକବାସୀ

ପୁରୀ : ପୁରୀ ଜିଲ୍ଲାରେ ମହାନଦୀର ଶାଖା ନଦଗୁଡିକରେ ବନ୍ୟା ଆସିଛି । ଦାୟା ନଦୀର ଉଦବୃତ୍‌ ବନ୍ୟାଜଳ ପିପିଲି ଅଂଚଳରେ ପଶିଚି । ଭାରତୀ ପୁର, ପାଣିଦୋଳ ପଞ୍ଚାୟତରେ ଥିବା ଗ୍ରାମ ଗୁଡିକରେ ଦୟା ନଦୀର ବନ୍ୟାଜଳ ପଶିଯାଇଛି । ଲୋକଙ୍କ ଘରେ ପାଣି ପଶିଯାଇଛି । ଖାଇବା ପିଇବା ସବୁ ବନ୍ଦ୍‌ । ଛୋଟ
Read More...

କୃଷକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚାଷୀଙ୍କ ସୁବିଧା ପାଇଁ ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ କୃଷକମାନଙ୍କ ପାଇଁ ସ୍ୱଳ୍ପ ମିଆଦି ଋଣ ପରିଶୋଧ ପାଇଁ ସୁଧ ସବଭେନ୍ସନ୍‌ ଯୋଜନା ପ୍ରସ୍ତାବକୁ
Read More...

ପୁରୀ ଜିଲ୍ଲା ପରିକ୍ରମା କରୁଛି ଅହିଂସା ରଥ

ପୁରୀ : ଚଳିତ ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହୋଇଥିବା ଅହିଂସା ରଥ ପୁରୀ ଜିଲ୍ଲାକୁ ଆଗମନ କରିଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୨ ଗୋଟି ଗାଡିକୁ ଅହିଂସା ରଥ ଭାବେ ସଜ୍ଜିତ କରାଯାଇ ବିଶାଳ ଭିଡିଓ ୱାଲ ଜରିଆରେ ସ୍ୱାଧୀନତା ପାଇଁ ବଳିଦାନ ଦେଇଥିବା
Read More...

ବୀମା କ୍ଷତିପୂରଣ ଦାବିରେ ବିକ୍ଷୋଭ, ଗର୍ଜିଲେ ବିଧାୟକ ସାଲୁଜା

ବଲାଙ୍ଗୀର: କୃଷିବୀମା ଦାବିରେ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ହଜାର ହଜାର ଚାଷୀ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କଣ୍ଟାବାଞ୍ଜି ବିଧାନସଭା ଅନ୍ତର୍ଗତ ତୁରେକେଲା, ମୁରିବାହାଲ ଓ ବଙ୍ଗୋମୁଣ୍ଡା ବ୍ଳକର ଚାଷୀମାନଙ୍କୁ ଗତ ଖରିଫ ଋତୁର ବୀମାରାଶି
Read More...

ମାଳତୀ ଝୁଲଣ ଯାତ୍ରା ଉଦଯାପିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର କରଣ ସାହି ସ୍ଥିତ ଶ୍ରୀ ଶ୍ରୀ ଗୌଡିୟ ସଂପ୍ରଦାୟର ସାନ ରାଧାକାନ୍ତ ମଠ (ନୃସିଂହନାଥ ମଠ) ଚାଲିଥିବା ମାଳତୀ ଝୁଲଣ ଯାତ୍ରା ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି ।ଏହି ଯାତ୍ରା ଶ୍ରାବଣ ମାସର ଶୁକ୍ଳ ପକ୍ଷ ଦଶମୀଠାରୁ ଆରମ୍ଭ
Read More...

ପଛୁଆ ପାଣିର ବନ୍ୟା: ମହାନଦୀ ଉଭୟ ତଟର ଗାଁ ଲୋକେ ପ୍ରଭାବିତ

ସମ୍ବଲପୁର:ମହାନଦୀର ବନ୍ୟା ନିୟନ୍ତ୍ରଣ ପାଇଁ ହୀରାକୁଦ ନିର୍ମିତ, କିନ୍ତୁ ଏବେ ଏହାର ପରିଚାଳନା ଗତ ତ୍ରୁଟି ଓ ଭୁଲ ନିଷ୍ପତ୍ତି ଯୋଗୁଁ ସମ୍ବଲପୁରବାସୀ ଓ ଏହି ନଦୀର ଉଭୟ ତଟବର୍ତ୍ତୀ ଗାଁ ଲୋକେ ବନ୍ୟା କଷ୍ଟ ଭୋଗିବାକୁ ବାଧ୍ୟ ହୋଇଛନ୍ତି । ଗତ କିଛି ଦିନ ହେଲା ଓଡ଼ିଶା ଓ ପଡୋଶୀ ଛତିଶଗଡ଼ରେ
Read More...

ବିଜେପି ସଂସଦୀୟ ବୋର୍ଡରୁ ହଟିଲେ ନିତିନ ଓ ଶିବରାଜ ଚୌହାନ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ: ବିଜେପି ସଂସଦୀୟ ବୋର୍ଡର ପୁନର୍ବାର ଗଠନ କରାଯାଇଛି। ଏହା ଦଳର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା। ବିଜେପି ସଂସଦୀୟ ବୋର୍ଡରେ ବଡ଼ ପରିବର୍ତ୍ତନ ଅଣାଯାଇ ପୂର୍ବତନ ଅଧ୍ୟକ୍ଷ ନିତିନ ଗଡକରୀ ଏବଂ ଶିବରାଜ ସିଂ ଚୌହାନଙ୍କୁ ବୋର୍ଡରୁ ହଟାଇ ଦିଆଯାଇଛି। ଏହା ସହ କର୍ଣ୍ଣାଟକର
Read More...

ଯୁକ୍ତ ୨ ନାମଲେଖା ପାଇଁ କଟ୍‌ଅଫ୍‌ ମାର୍କ ତାଲିକା ପ୍ରକାଶ

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଯୁକ୍ତ ୨ ନାମଲେଖା ପାଇଁ କଟ୍‌ଅଫ୍‌ ମାର୍କ ତାଲିକା ପ୍ରକାଶ ପାଇଛି। ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଓ କଳାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ କଣ୍ଡାଖାଇ ହାଇଅର ସେକେଣ୍ଡାରୀ ସ୍କୁଲ ଶୀର୍ଷରେ ରହିଛି। ବିଜ୍ଞାନରେ ସାଧାରଣ ବର୍ଗଙ୍କ ପାଇଁ ୯୪.୩୩% ସହ ରେଭେନ୍ସା
Read More...