ଆତଙ୍କବାଦୀଙ୍କ ଟାର୍ଗେଟରେ ପୁଣି ମୁମ୍ବାଇ :
ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଭର୍ତ୍ତି ଡଙ୍ଗା ଜବତ

ମୁମ୍ବାଇ: ଭାରତରେ ଯେକୌଣସି ସମୟରେ ଆତଙ୍କୀ ହମଲା ହୋଇପାରେ ବୋଲି ଗୁଇନ୍ଦା ସଂସ୍ଥାମାନେ ଦେଇଥିବା ସୂଚନାରେ ସତ୍ୟତା ରହିଥିବାର ଆଭାସ ଆଜି ମିଳିଛି । ସମ୍ଭାବ୍ୟ ହମଲାକୁ ନେଇ ପୁଲିସ ସତର୍କତାମୂଳକ ଅଭିଯାନ ଚଳାଇଥିବା ବେଳେ ଆଜି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି,ଯାହା ସମସ୍ତଙ୍କୁ ଚକିତ
Read More...

ପରିବା ବିକାଳୀଙ୍କ ପୁଅ ରାୟଗଡା ଜିଲ୍ଲା ଟପ୍ପର, ଉଚ୍ଚଶିକ୍ଷା ପାଇଁ ସରକାରୀ ସହାୟତା ଦାବି

ରାୟଗଡ: ନିଷ୍ଠା ସହ ନିଖୁରାପଣ ପରିଶ୍ରମ କଲେ ଯେ କୌଣସୀ ପ୍ରତିବନ୍ଧକକୁ ଅତିକ୍ରମ କରିହେବ । ଏହାକୁ ପ୍ରମାଣିତ କରିଛନ୍ତି ରାୟଗଡ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଗାନ୍ଧୀ କରକରିଆ । ଘରର ଆର୍ଥିକ ସ୍ଥିତି ଭଲ ନ ଥିବା ସତ୍ତେ୍ୱ ହାର ନ ମାନି ଆଗକୁ ବଢି ସଫଳତା ହାସଲ କରିଛନ୍ତି
Read More...

ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ, ପିପିଲି,
Read More...

ଜଲେଶପଟ୍ଟା ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ଓ ସ୍ୱାମୀଜୀଙ୍କ ୧୪ତମ ଶ୍ରାଦ୍ଧବାର୍ଷିକୀ…

ବାଲିଗୁଡ଼ା: ଆଜି ପବିତ୍ର ଜନ୍ମାଷ୍ଟମୀ । କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ ଜଲେଶପଟ୍ଟା ଆଶ୍ରମରେ ମହା ଆଡ଼ମ୍ବରରେ ପାଳନ ହେଉଛି ଏହି ଉତ୍ସବ । ଏଥିସହିତ ଏହି ତିଥିରେ ପାଳନ ହେଉଛି ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ୧୪ତମ ଶ୍ରାଦ୍ଧ ବାର୍ଷୀକୀ । ଏନେଇ ସମଗ୍ର କନ୍ଧମାଳ ଜିଲ୍ଲାରେ
Read More...

ସାଲୁଙ୍କି ନଦୀରୁ ଗଳିତ ଶବ ଉଦ୍ଧାର

ବୌଦ୍ଧ : ଆଜି ସାଲୁଙ୍କି ନଦୀ ରୁ ବଘିଆପଡା ପୁଲିସ ଏକ ଗଳିତ ଶବ ଉଦ୍ଧାର କରିଛି । ବୌଦ୍ଧ ବଘିଆପଡା ଫାଣ୍ଡି ଅନ୍ତର୍ଗତ ତିକରପଡା ପାଞ୍ଚୟାତ କୁରୁକୁଚ୍‌ ଗ୍ରାମ ସାଲୁଙ୍କି ନଦୀ କୂଳରୁ ଏକ ଗଳିତ ମୃତ ଦେହ ଉଦ୍ଧାର, ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଛାନ ଭିନ ଆରମ୍ଭ କରୁଛି । ସୂଚନା ମୁତାବକ ଗତ
Read More...

ବାଲିଗୁଡ଼ା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳନ

ବାଲିଗୁଡ଼ା: ଆଜି ପବିତ୍ର ଜନ୍ମାଷ୍ଟମୀ । ଓଡ଼ିଶାର ପୁରପଲ୍ଲୀରେ ଏହି ଉତ୍ସବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଏ । ଏହି ଅବସରରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ପୂଜା କରିବା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯାଏ । ସେହିଭଳି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସରସ୍ୱତୀ ଶିଶୁ ବିଦ୍ୟା
Read More...

ଜିଲ୍ଲା ବିଜେଡି ସଭାପତିଙ୍କ ନାଁରେ ଟଙ୍କା ମାଗୁଛନ୍ତି ଦୁର୍ବୃତ୍ତ, ସାଇବର ଥାନାରେ ଏତଲା

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ବିଜେଡି ସଭାପତିଙ୍କ ନାମରେ ହ୍ୱାଟସ ଆପ ମ୍ୟାସେଜ କରି ଟଙ୍କା ମାଗୁଛନ୍ତି ଦୁର୍ବୃତ୍ତ । ଏ ନେଇ ଆଜି ଫୁଲବାଣୀ ସାଇବର ଥାନାରେ ଏତଲା ଦେଇଛନ୍ତି ଜିଲ୍ଲା ବିଜେଡି ସଭାପତି ସରୋଜ କର୍ଣ୍ଣ । ସୂଚନା ଅନୁଯାୟୀ, ଡିପିରେ ସରୋଜଙ୍କ ଫଟୋ ଥିବା ଏକ ଫୋନରୁ କିଛି ଜଣାଶୁଣା
Read More...

ପୋଖରୀରେ ବୁଡ଼ି ଯୁବକଙ୍କର ମୃତ୍ୟୁ

ବାଲିଗୁଡ଼ା:ଗାଧୋଇବାକୁ ଯାଇଥିବା ବେଳେ ଅଘଟଣ । ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍‌ ସିଆଙ୍ଗବାଲି ପଞ୍ଚାୟତର ରାକାତେଜୁ ଗ୍ରାମରେ । ଗ୍ରାମର ଅନନ୍ତ ପ୍ରଧାନଙ୍କ ପୁଅ ଅନକ ପ୍ରଧାନ(୧୮) ଆଜି
Read More...

ଘୁଞ୍ଚିଲା ଏଏସଓ ପରୀକ୍ଷା

ଭୁବନେଶ୍ୱର : ଏଏସଓ ପରୀକ୍ଷାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ସାରା ରାଜ୍ୟରେ ବନ୍ୟାସ୍ଥିତି ସୃଷ୍ଟି ହୋଇଥିବାରୁ ଜନଜୀବନ ଠପ ହୋଇଯାଇଛି । ଏହାକୁ ଆଖି ଆଗରେ ରଖି ଆସନ୍ତା ରବିବାର ଦିନ ହେବାକୁ ଥିବା ଏଏସଓ ଲିଖିତ ପରୀକ୍ଷା ସ୍ଥଗିତ ରଖାଯାଇଛି । ତେବେ ପରୀକ୍ଷା କେବେ ହେବ ସେନେଇ
Read More...

ପ୍ରଥମ ଦିନିକିଆ : ଟସ୍‌ ଜିଣିଲା ଭାରତ, ବ୍ୟାଟିଂ କରିବ ଜିମ୍ବାୱେ

ହାରାରେ : ଭାରତ ଏବଂ ଜିମ୍ବାୱେ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ହାରାରେ ସ୍ପୋର୍ଟସ କ୍ଲବରେ ଖେଳାଯିବ । ଭାରତୀୟ ଅଧିନାୟକ କେ.ଏଲ୍‌ ରାହୁଲ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ମ୍ୟାଚ୍‌ ଅପରାହ୍ନ ୧୨.୪୫ ରେ ଆରମ୍ଭ ହେବ
Read More...