ବାଲ୍ୟ ବିବାହ ନିରାକରଣ ସଚେତନତା ଅଭିଯାନ ରଥ ଶୁଭାରମ୍ଭ

ପୁରୀ : ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ବାଲ୍ୟବିବାହ ନିରାକରଣ ସଚେତନତା ଅଭିଯାନ ରଥର ଶୁଭାରମ୍ଭ ହୋଇଛି । ଜିଲ୍ଲାପାଳ ସମର୍ଥ ବର୍ମା ସବୁଜ ପତାକା ଦେଖାଇ ଏହି ରଥକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ,ଜିଲ୍ଲା
Read More...

ହର୍ଷ ଉଲ୍ଲାସର ସହ ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ପାଳିତ

ନବରଙ୍ଗପୁର: ନବରଙ୍ଗପୁର ସହରର ବିଭିନ୍ନ ମନ୍ଦିର ଓ ମଠରେ ଝିପି ଝିପି ବର୍ଷା ସତ୍ତେ୍ୱ ଶହ ଶହ ଭକ୍ତଙ୍କ ସମାଗମରେ ହର୍ଷୋଲ୍ଲାସିତରେ ଜନ୍ମାଷ୍ଟମୀ ଓ ନନ୍ଦଉତ୍ସବ ପାଳିତ ହୋଇଯାଇଛି । ମୁଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ସର୍ବପୁରାତନ ଶ୍ରୀ ଚୈତନ୍ୟ ଦେବ ମନ୍ଦିରରେ ପ୍ରବଳ ଜନସମାଗମ ଦେଖା
Read More...

ହ୍ରାସ ପାଉଛି ମହାନଦୀ ଓ କାଠଯୋଡ଼ିରେ ଜଳସ୍ତର

କଟକ: କମୁଛି ମହାନଦୀ ଜଳସ୍ତର । ଉଭୟ ମହାନଦୀ ଓ କାଠଯୋଡ଼ିରେ ଜଳସ୍ତର ହ୍ରାସ ପାଉଛି । ବର୍ତ୍ତମାନ ଉଭୟ ନଦୀରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ବନ୍ୟାଜଳ । ମୁଣ୍ଡଳି ଦେଇ ମହାନଦୀର ୯ ଲକ୍ଷ ୬୪ ହଜାର ୩୧୦ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । ଯୋବ୍ରା ଦେଇ ୪ ଲକ୍ଷ ୬୭ ହଜାର ୮୩୫ କ୍ୟୁସେକ୍
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର,ତୁମୁଡିବନ୍ଧରେ ଜନ୍ମାଷ୍ଟମୀ ପାଳିତ

ଫୁଲବାଣୀ: ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ତୁମୁଡିବନ୍ଧରେ ପବିତ୍ର ଜନ୍ମାଷ୍ଟମୀ ମହା ଜାକଜକମରେ ଓ ପାରମ୍ପରିକ ରୀତିରେ ପାଳିତ ହୋଇ ଯାଇଛି କ୍ଷ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ କୃଷ୍ଣ, ବଳରାମ, ନନ୍ଦରାଜା, ଯଶୋଦା, ଦେବକୀ, ବସୁଦେବ, ରୋହିଣୀ, ରାଧାରାଣୀ, ଗୋପନାରୀ, ବଳରାମ, ଅକ୍ରୁର,
Read More...

ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ଖପ୍ରାଖୋଲ: ଖପ୍ରାଖୋଲ ପଞ୍ଚାୟତ ଅନ୍ତର୍ଗତ ମହୁରୁଣ୍ଡି ଠାରେ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ନେପୁର ଥନାପତି ଯୋଗଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ନେପୁର ଥନାପତିଙ୍କ ପୌରାହିତ୍ୟରେ ଶ୍ରୀକୃଷ୍ଣ ପୂଜନୋତ୍ସବ
Read More...

ଖପ୍ରାଖୋଲରେ ବୀମା ଟଙ୍କା ପାଇବାରେ ବିଳମ୍ବ ପ୍ରତିବାଦରେ ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

ଖପ୍ରାଖୋଲ: ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ କୃଷି ବୀମ ପାଇବାରେ ବିଳମ୍ବ ହେଇଥିବାରୁ ତାର ପ୍ରତିବାଦରେ ଏକ ସଭା ତାପସ ରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଗୁରୁବାର ଅନୁଷ୍ଟିତ ହୋଇଥିଲା । ବୈଠକରେ ଚାଷୀମାନେ ଗତ ବର୍ଷ କୃଷି ବୀମା କରିଥିଲେ ମଧ୍ୟ ଆଜି ଯାଏଁ ପାଇ ନାହାନ୍ତି । ଏନେଇ
Read More...

ପ୍ରଦେଶ କଂଗ୍ରେସ ପକ୍ଷରୁ ଗଠିତ ହେଲା ରାଜ୍ୟସ୍ତରୀୟ ବନ୍ୟା ରିଲିଫ କମିଟି

ଭୁବନେଶ୍ୱର : ସଂପ୍ରତି ରାଜ୍ୟରେ ବନ୍ୟା ପରିସ୍ଥିତି ଉଗ୍ରରୂପ ଧାରଣ କରିଛି । ବହୁ ସ୍ଥାନରେ ନଦୀମାନଙ୍କରେ ଘାଇ ସୃଷ୍ଟି ହେବାଫଳରେ ହଜାର ହଜାର ଜନସାଧାରଣ, ଗୃହପାଳିତ ପଶୁ ବିପନ୍ନ ଅବସ୍ଥାରେ ଥିବାବେଳେ ହଜାର ହଜାର ଏକର ଚାଷଜମି, ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି । ଏହି ସ୍ଥିତିରେ
Read More...

୬ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ଜିଲ୍ଲା ଦ୍ୱାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର:ରାଜ୍ୟର ୩୦ ଟି ଜିଲ୍ଲାପାଇଁ ୬ ଜଣ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛି ବିଜେଡି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ବିଜ୍ଞପ୍ତି ଅନୁଯାୟୀ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ନୂଆପଡ଼ା, କଳାହାଣ୍ଡି,
Read More...

ଜେସିବି ବ୍ୟାଟେରୀ ଚୋରି ଘଟଣାରେ ତିନି ଅଭିଯୁକ୍ତ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍‌ ବ୍ରାହ୍ମଣୀଗାଁ ଥାନା ପୋଲିସ୍‌ ଜେସିବି ବ୍ୟାଟେରି ଚୋରି କରିଥିବା ଘଟଣାରେ ଗୁରୁବାର ଦିନ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ଗଦାପୁର ଅଞ୍ଚଳରେ
Read More...

ଚୁକ୍ତି ଭିତ୍ତିକ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ସୁବର୍ଣ୍ଣପୁର : ରାଜ୍ୟ ସଂଘର ଆହ୍ୱାନରେ ଜିଲ୍ଲା ଶାଖାର ଶହ ଶହ କର୍ମଚାରୀ ଏହି ବିକ୍ଷୋଭ ସମାବେଶର ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଜିଲ୍ଲା ସଭାପତି ଚିନ୍ମୟାନନ୍ଦ ପାଢୀଙ୍କ ନେତୃତ୍ୱରେ କର୍ମଚାରୀମାନେ ଦସ୍ତଖତ ଅଭିଯାନରେ ସାମିଲ ହୋଇ ଠିକା ନିଯୁକ୍ତି ପ୍ରଥାକୁ ବନ୍ଦ କରିବା ପାଇଁ ଦାବି
Read More...