ମାଓବାଦୀ କ୍ୟାମ୍ପରେ ଚଢ଼ାଉ, ବିପୁଳ ମାଓ ସାମଗ୍ରୀ ଜବତ

ଫୁଲବାଣୀ: କନ୍ଧମାଳ ଏସପି ଭିନୀତ ଅଗ୍ରୱାଲଙ୍କ ନିର୍ଦ୍ଦେଶରେ ଏସଓଜି ଓ ଡ଼ିଭିଏଫ ଯବାନମାନେ ଲଗାଣ ବର୍ଷା ସତ୍ତେ୍ୱ ଗତ ମଙ୍ଗଳବାର ଓ ବୁଧବାର ଦୁଇଦିନ ଗୋଛାପଡା ଥାନା ସୁମଙ୍ଗି ଗ୍ରାମ ନିକଟ ଜଙ୍ଗଲରେ କମ୍ବିଙ୍ଗ ଅପରେସନ କରିବା ସହ ମାଓବାଦି କ୍ୟାମ୍ପ ଉପରେ ମଧ୍ୟ ଚଢ଼ାଉ କରି ବିପୁଳ ପରିମାଣର
Read More...

ଫୁଲବାଣୀ ସହରରେ ପ୍ରବଳ ବର୍ଷା; ଗଛପଡି ଦୋକାନ,କାର ଭାଙ୍ଗିଲା

ଫୁଲବାଣୀ:-କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଗୁରୁବାର ରାତିରୁ ପ୍ରବଳ ବର୍ଷା ହେବା ଫଳରେ ମାଦିକୁନ୍ଦା ଛକ କୃଷି ବିଭାଗ କଲୋନୀରେ ଥିବା ବିରାଟ ଆମ୍ବଗଛ ଉପୁଡି ପଡିବା ଫଳରେ ନିକଟରେ ଥିବା କେତକ କ୍ୟାବିନ ଭାଙ୍ଗିରୁଜି ଯାଇଥିବା ବେଳେ ପାଖରେ ଥିବା ଏକ ନୂଆ ନାଲି ରଙ୍ଗର ମାରୁତି କାର ଓଡି
Read More...

ପୁରୀ ସଦର ବ୍ଲକର ବିଭିନ୍ନ ଅଂଚଳ ପରିକ୍ରମା କଲା ଅହିଂସା ରଥ

ପୁରୀ : ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ଅହିଂସା ରଥ ଆଜି ପୁରୀ ସଦର ବ୍ଲକର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛି । ବାଲି ଗୁଆଳି ନିକଟରେ ଏହି ଅଂହିସା ରଥକୁ ଭବ୍ୟ ସ୍ୱାଗତ କରାଯାଇଥିଲା । ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର, ଜିଲ୍ଲା ମହିଳା ବିଜୁ ଜନତା ଦଳ ସଭାପତି ତଥା
Read More...

ବଜ୍ରପାତରେ ୧୦ ଛାତ୍ରଛାତ୍ରୀ ଗୁରୁତର

ଦେବଗଡ : ରାଜ୍ୟରେ ଗୋଟିଏ ପଟେ ବନ୍ୟାର ଭୟଙ୍କର ସ୍ଥିତି ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବାବେଳେ ପୁଣି ଲଘୁଚାପ ସୃଷ୍ଟି ହୋଇଥିବାରୁ ରାଜ୍ୟବାସୀଙ୍କ ପାଇଁ ଏହା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ଏହାରି ଭିତରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ସ୍କୁଲରେ
Read More...

ବାଣୀଗୋଛା ଥାନା ଅଞ୍ଚଳରୁ ଅପହୃତ ନାବାଳିକା କୋଟଗଡ ଅଞ୍ଚଳରୁ ଉଦ୍ଧାର

ଦଶପଲ୍ଲା : ଦଶପଲ୍ଲା ବ୍ଲକ୍‌ ବାଣୀଗୋଛା ଥାନା ଅଞ୍ଚଳରୁ ଜଣେ ନାବାଳିକାଙ୍କୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଗତ ୧୬ ତାରିଖ ରାତିରୁ ଜାମୁସାହିସ୍ଥିତ ଦୁଡୁକିପାଜୁ ଅଞ୍ଚଳରୁ ଏକ ୧୫ ବର୍ଷିୟ ନାବାଳିକାଙ୍କୁ ଅପହରଣ କରି ନିଆଯାଇଥିବା ପରିବାର ପକ୍ଷରୁ ବାଣୀଗୋଛା ଥାନାରେ ଅଭିଯୋଗ
Read More...

ମାଟି ଅତଡା ଖସି ନଦୀ ବନ୍ଧ ଦବିଲା

ପୁରୀ : ପୁରୀ ନିମାପଡାରେ ଭାର୍ଗବୀ ନଦୀ ବନ୍ଧରୁ ମାଟି ଅତଡା ଖସି ବନ୍ଧ ଦବି ଯାଇଛି । ନିମାପଡାର ଦକ୍ଷିଣ ରାଢ଼ସ ନିକଟରେ ଗତକାଲି ରାତିରେ ଏହି ଘଟଣା ଘଟିଛି । ଫଳରେ ଏହାକୁ ନେଇ ଆତଙ୍କ ଖେଳିଯାଇଛି ଲୋକଙ୍କ ମଧ୍ୟରେ । ସ୍ଥାନୀୟ ଲୋକମାନେ ବାଲିବସ୍ତା, ପଲିଥିନ ଦେଇ ବନ୍ଧକୁ ମରାମତି କରିଛନ୍ତି
Read More...

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ‘ସିବିଆଇ’ ଚଢ଼ାଉ

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବାସଭବନ ସମେତ ଦିଲ୍ଲୀ ଏବଂ ସଂଲଗ୍ନ ଅଞ୍ଚଳ ଅନ୍ତର୍ଗତ ୨୦ଟି ସ୍ଥାନରେ ଆଜି ସକାଳୁ ‘ସିବିଆଇ’ ଟିମ୍‌ ଚଢ଼ାଉ କରି ତଲାସ ଆରମ୍ଭ କରିଛି। ପ୍ରାପ୍ତ ସୂଚନା ଅନୁସାରେ, ‘ଦିଲ୍ଲୀ ଅବକାରୀ ନୀତି’ରେ ଅନିୟମିତା ହୋଇଥିବା ଅଭିଯୋଗ
Read More...

ପୁଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

ନୂଆପଡ଼ା: ପୁଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ମାଓବାଦୀମାନେ ନିର୍ମମ ହତ୍ୟା କରିଛନ୍ତି। ତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଢେକୁନପାଣି ଗ୍ରାମରେ ମାଓବାଦୀମାନେ ଏହି କାଣ୍ଡ ଭିଆଇଛନ୍ତି। ଗାଁ ଦାଣ୍ଡରେ ଗୁଳି କରି ହତ୍ୟାକାଣ୍ଡ ଭିଆଇଥିବା ବେଳେ
Read More...

ଜାତି ଭାଇଙ୍କ ଆଗରେ ହାରିଗଲା ମମତା : ଘା’ ଭଲ ନହେବାରୁ ଜୀବନ୍ତ ମା’କୁ ଶ୍ମଶାନରେ ଛାଡ଼ିଦେଲେ ଦୁଇ ନୃଶଂସ ପୁଅ

ସୁବର୍ଣ୍ଣପୁର : ବନ୍ୟା ସମୟରେ ରୋଗୀଣା ବୃଦ୍ଧାଙ୍କୁ ନଈ କୂଳ ଶ୍ମଶାନରେ ଠାରେ ଛାଡ଼ିଦେଲେ ନିଜ ପେଟରୁ ଜନ୍ମିତ ଦୁଇ ନୃଶଂସ କୁଳାଙ୍ଗାର ପୁଅ । କିଟି କିଟି ଅନ୍ଧାର ରାତି ଭିତରେ ମହାନଦୀ କୂଳରେ ଭୟଙ୍କର ଦୃଶ୍ୟ ସତ୍ତେ୍ୱ୍ୱ ଶ୍ମଶାନରେ ଛୋଟ ତାରପୋଲିନ କୁଡିଆଟେ କରି ଛାଡିଦେଇ ଆସିଲେ । ମୋତେ
Read More...

ଜାତୀୟ ସଂଗୀତ ବୋଲୁଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହେଲେ କିଶାନ, ଦେଖନ୍ତୁ ଭିଡିଓ

ହରାରେ : ଭାରତ ଏବଂ ଜିମ୍ବାୱେ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ୧୮ ଅଗଷ୍ଟରେ ହରାରେ ସ୍ପୋର୍ଟସ କ୍ଲବରେ ଖେଳାଯାଇଥିଲା । ଭାରତ ଏକପାଖିଆ ଢଙ୍ଗରେ ୧୦ ୱିକେଟରେ ଏହି ମ୍ୟାଚ୍‌ ଜିତିଥିଲା । ଏହି ମ୍ୟାଚ୍‌ ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳ ଜାତୀୟ ସଂଗୀତ
Read More...