ବୁଲିଆନ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଦୀପକ ଏଫସି କ୍ଲବ ଚାମ୍ପିଅନ

ଘୁ.ଉଦୟଗିରି: ଅତି ପରିଚିତ ସ୍ୱର୍ଗତ କାଉନସିଲର ବୁଲିଆନ ନାୟକ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଫାଇନାଲ ମ୍ୟାଚ ଦୀପକ ଫୁଟବଲ କ୍ଲବ ଓ ବାଲିଗୁଡ଼ା ଫୁଟବଲ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ମ୍ୟାଚରେ ଦୀପକ ଫୁଟବଲ ଦଳ ୨-୦ ଗୋଲରେ ବିଜୟ ଲାଭ କରିଛି । ଆଜିର ମ୍ୟାଚରେ ଦୀପକ
Read More...

ଲଗାଣ ବର୍ଷାରେ ଧସିଲା କରଡ଼ା ଘାଟି, ଯାତାୟତ ବାଧାପ୍ରାପ୍ତ

ବାଲିଗୁଡ଼ା: ଲଗାଣ ବର୍ଷାରେ ଧସିଲା କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍‌ ଅନ୍ତର୍ଗତ କରଡ଼ା ଘାଟି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି । ସୂଚନା ପ୍ରକାରେ ଘାଟିର ତିନୋଟି ସ୍ଥାନରେ ପାର୍ଶ୍ୱ କାନ୍ଥ ଧସିଯିବା ଫଳରେ ଟ୍ରକ, ବସ୍‌ ଯାତାୟତ ବନ୍ଦ ରହିଛି । କିଛି ଲୋକେ ବିପଦ ସଂକୁଳ
Read More...

ଆର୍ଯ୍ୟସମାଜ ପକ୍ଷରୁ ହରଡଖୋଲଠାରେ ଜନ୍ମାଷ୍ଟମୀ ଓ ବୈଦିକ ଯଜ୍ଞ ଅନୁଷ୍ଠିତ

ସୁବର୍ଣ୍ଣପୁର : ଆଜି ସଦର ବ୍ଲକ ସ୍ଥିତ ସାହାଜପିଟା ହରଡଖୋଲର ନିରଞ୍ଜନ ସାହୁ ଯଜମାନଙ୍କ ଆହ୍ୱାନରେ ଯଜ୍ଞ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବଶ୍ରୀ ଦୀନବନ୍ଧୁ, ନିରଞ୍ଜନଜୀ ରୁଣ୍ଡିମହୁଲ , ଲଳିତ ମେହେର, ଶିବ ପ୍ରସାଦ ପାତ୍ର, ରବୀନ୍ଦ୍ରଜୀ ସୋନପୁର, ଲକ୍ଷ୍ମଣ ଭୋଇ,
Read More...

ଜହ୍ନାପଙ୍କ ସରସ୍ୱତୀ ଶିଶୁ ମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଜହ୍ନାପଙ୍କ ସରସ୍ୱତୀ ଶିଶୁ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମ ଜୟନ୍ତୀ ବା ଜନ୍ମାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି । ଶିଶୁ ମନ୍ଦିର ପରିସରରୁ ଏକ ସୁସଜ୍ଜିତ ରଥରେ କୃଷ୍ଣ ଓ ରାଧା ବେଶଧାରୀ ବସି ଏକ ଶୋଭାଯାତ୍ରାରେ ଶିଶୁମାନେ ବାହାରି ଜହ୍ନାପଙ୍କ ହନୁମାନ ମନ୍ଦିର
Read More...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଭିନ୍ନ ଜିଲ୍ଲାସ୍ତରୀୟ ପ୍ରତିଯୋଗୀତା

ନବରଙ୍ଗପୁର: ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଆନୁକୁଲ୍ୟରେ ନୂତନ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲାର ୧୬ଟି ଆଇନ ସାକ୍ଷରତା କ୍ଲବର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କ୍ଷୁଦ୍ର ନାଟକ, ପ୍ରବନ୍ଧ, ବକୃତା ଓ ଚିତ୍ରାଙ୍କନା ପ୍ରତିଯୋଗୀତା ଅନୁଷ୍ଟିତ ହୋଇଯାଇଛି । ମହିଳା ସଶକ୍ତିକରଣ, ପରିମଳ
Read More...

ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ଜଣେ ଗିରଫ

ପୁରୀ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ସାତପଡ଼ା ଅବକାରୀ ଥାନା ଅଧିକାରୀ ବିନୋଦ ବାସ୍କେଙ୍କ ନେତୃତ୍ୱରେ ଏକ ଟିମ ବ୍ରହ୍ମଗିରୀ ଥାନା ଅଧୀନ ବିଜିପୁର ଛକରେ ଚଢ଼ାଉକରୀ ଜଣେ ଅସମୀଙ୍କୁ ବେଆଇନ ଚୋରା ବ୍ରାଉନ ସୁଗାର ବିକ୍ରି କରିବା ଅଭିଯୋଗରେ ଗିରଫ
Read More...

ଆଉ ୮ ୟୁ-ଟ୍ୟୁବ୍‌ ଚ୍ୟାନେଲ ବ୍ଲକ କଲେ ସରକାର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୁଣି ୟୁ-ଟ୍ୟୁବ ଚାନେଲ ଉପରେ କଡ଼ା ପ୍ରହ÷ାର କରିଚନ୍ତି । ଏକାବେଳକେ ୮ଟି ଚାନେଲକୁ ସରକାର ବନ୍ଦ କରିଦେଇଛନ୍ତି । ତା ମଧ୍ୟରେ ରହିଛି ୭ଟି ଭାରତୀୟ ଓ ଗୋଟିଏ ପାକିସ୍ତାନୀ ୟୁଟ୍ୟୁବ୍‌ ଚାନେଲ । ଏହି ଚାନେଲ ଗୁଡିକରେ ଭାରତ ବିରୋଧୀ ମିଥ୍ୟା ଖବର ପରିବେଶଣ
Read More...

ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ

ପୁରୀ : ଆଜି ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ବା ଜନ୍ମାଷ୍ଟମୀ । ଏହି ତିଥିରେ ଧରାବତଣ କରିବେ ପ୍ରଭୁ ଶ୍ରୀକୃଷ୍ଣ । ସେଥିପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି । ସନ୍ଧ୍ୟାଧୂପ ଶେଷ ହେବାପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହୋଇଥିଲା । ଗତକାଲି ପ୍ରସବ
Read More...

୫-ଜି ଲଞ୍ଚ୍‌ ପ୍ରସ୍ତୁତି ପାଇଁ ଟେଲିକମ୍‌ କମ୍ପାନିଙ୍କୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ ‘୫ଜି’ର ଶୁଭାରମ୍ଭ ପାଇଁ ପ୍ରସ୍ତୁତି କରିବା ଲାଗି ଆଜି କେନ୍ଦ୍ର ସରକାର ଟେଲିକମ କଂପାନିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବେଷ୍ଣବ ଟେଲିଯୋଗାଯୋଗ ସେବା ପ୍ରଦାନକାରୀଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ
Read More...

ପୁରୀ ଜିଲ୍ଲାରେ ବନ୍ୟା ବିଭୀଷିକା

ପୁରୀ : ପୁରୀ ଜିଲ୍ଲାରେ ବନ୍ୟା ବିଭୀଷିକା । ନିମାପଡା ଓ ଗୋପ ବ୍ଲକ୍‌ରେ ଧାନୁଆ ନଦୀର ବନ୍ୟା ଜଳ ଯୋଗୁ ୨୦ ରୁ ଅଧିକ ପଞ୍ଚାୟତ ପ୍ରଭାବିତ ହୋଇଛି । ଶହଶହ ଏକର ଚାଷ ଜମିରେ ଧନୁଆ ନଦୀର ବନ୍ୟା ଜଳ ମାଡ଼ି ଯାଇଥିବାରୁ ଚାଷ ସମ୍ପୂର୍ଣ୍ଣ ଉଜୁଡ଼ି ଯାଇଛି । ଚାଷୀ ମୁଣ୍ଡରେ ହାତ ଦେଇ ବସିଛି ।
Read More...