ଭାରତ-ବାଂଲା ସୀମାରେ ସଂଘର୍ଷ; ଜଣେ ଯବାନ ସହିଦ

ନୂଆଦିଲ୍ଲୀ: ଆଜି ଭାରତ-ବାଂଲାଦେଶରେ ବଡ଼ ଧରଣର ଗୁଳି ବିନିମୟ ହୋଇଛି । ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି । ଏ ଘଟଣା ପରେ ସେଠାରେ ସୁକ୍ଷା କଡ଼ାକଡ଼ି କରାଯାଇଛି । ଉତ୍ତର ତ୍ରିପୁରାର କାଞ୍ଚନପୁର ସବଡିଭିଜନରେ ଥିବା ଭାରତ-ବାଂଲାଦେଶ ସୀମାରେ ଏନଏଲଏଫଟି(ନ୍ୟାସନାଲ ଲିବରେସନ୍‌ ଫ୍ରଣ୍ଟ ଅଫ୍‌
Read More...

ବନ୍ୟା ପରିସ୍ଥିତିର ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

ପୁରୀ : ଆଜି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ପୁରୀ ଜିଲ୍ଲାର ବନ୍ୟା ଅଞ୍ଚଳ ପରିସ୍ଥିତି ସମିକ୍ଷା କରିଛନ୍ତି । ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବାପରେ ସର୍କିଟ ହାଉସରେ ସମୀକ୍ଷା ଓ ଆଲୋଚନା କରିଥିଲେ । ପୁରୀ ଜିଲ୍ଲାରେ ଦୟା, ଭାର୍ଗବୀ, କୁଶଭଦ୍ରା, ରତ୍ନଚିରା, ଲୁଣା ଓ
Read More...

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ସିବିଆଇ ରେଡ୍‌

ନୂଆଦିଲ୍ଲୀ: ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ଓ ଦିଲ୍ଲୀ ସରକାର ମଧ୍ୟରେ ତିକ୍ତତା ଲାଗି ରହିଥିବା ବେଳେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଘରେ ଆଜି ହୋଇଛି ସିବିଆଇ ରେଡ୍‌ । ଆଜି ସକାଳୁ ସକାଳୁ ତାଙ୍କ ବାସଭବନ ଏବଂ ଦିଲ୍ଲୀ ଓ ସଂଲଗ୍ନ ଅଞ୍ଚଳ ଅନ୍ତର୍ଗତ ୨୦ଟି ସ୍ଥାନରେ ଜୋରଦାର
Read More...

ସୋନପୁର ଗଡଜାତ ପାଇଁ ନବାନ୍ନ ଲଗ୍ନ ଧାର୍ଯ୍ୟ

ସୁବର୍ଣ୍ଣପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଆସନ୍ତା ତା୧.୯.୨୦୨୨ ଗୁରୁବାରଦିନ ପାଳନ ହେବ । ଏଥିପାଇଁ ସୋନପୁର ଗଡଜାତ ଓ ପଞ୍ଚରା ଅଞ୍ଚଳପାଇଁ ଆଜି ସୋନପୁରର ବଡ଼ ଜଗନ୍ନାଥ ମନ୍ଦିର ପରିସରସ୍ଥ ମୁକ୍ତି ମଣ୍ଡପ ଠାରେ ଜିଲ୍ଲାର ତଥା ଗଡଜାତର ସମସ୍ତ ଜ୍ୟୋତିର୍ବିଦ ପଣ୍ଡିତ ସମାଜ ପକ୍ଷରୁ
Read More...

ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ କୋର୍ଟ ଛକ ନିକଟସ୍ଥ ଫୁଲବାଣୀ ଫୁଟବଲ୍‌ କ୍ଲବ ଠାରେ ଫୁଲବାଣୀ ଫୋଟୋଗ୍ରାଫି ସଂଘ ପକ୍ଷରୁ ବିଶ୍ୱ ଫୋଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କେକ କାଟିବା ସହ ଜିଲ୍ଲା ସଭାପତି ରାଜେଶ ପାଣିଗ୍ରାହୀଆସନ୍ତା ନଭେମ୍ବର ମାସରେ ଭୁବେନଶ୍ୱର ଠାରେ ଫଟୋ
Read More...

ହିନ୍ଦୁ ସମାଜ ସସ୍କୃତି ପରମ୍ପରାର ଅପମାନକୁ ଆଉ ବରଦାସ୍ତ କରାଯିବନି, ଦୃଢ ପ୍ରତିବାଦ କରିବ ହିନ୍ଦୁ ସୁରକ୍ଷା ମଞ୍ଚ

ଜି. ଉଦୟଗିରି : ଯିଏ ଯେଉଁଠି ଯେମିତି ପାରିଲେ ହିନ୍ଦୁ ସମାଜ ସସ୍କୃତି ପରମ୍ପରାକୁ ବ୍ୟାଙ୍ଗ, ବିଦ୍ରୁପ ଅପମାନିତ କରି ଚାଲିଛନ୍ତି । ଦିନକୁ ଦିନ ଏହା ଦେଶ ରାଜ୍ୟ ସହିତ ଜିଲ୍ଲାରେ ମଧ୍ୟ ବଢିବାରେ ଲାଗିଛି । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛି ହିନ୍ଦୁ ସୁରକ୍ଷା ମଞ୍ଚ । ଏଣିକି ଆଉ ବରଦାସ୍ତ
Read More...

ରାଜୁ ଶ୍ରୀବାସ୍ତବଙ୍କ ଉପରୁ ଆଶା ଛାଡ଼ିଲେ ଡାକ୍ତର

ନୂଆଦିଲ୍ଲୀ : ଲୋକପ୍ରିୟ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ଉପରୁ ଏବେ ଆଶା ଛାଡ଼ି ଦେଇଛନ୍ତି ଡାକ୍ତର । ହୃଦ୍‌ଘାତ ପରେ ଗତ ଅଗଷ୍ଟ ୧୦ ତାରିଖରୁ ତାଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ୫୮ ବର୍ଷୀୟ କମେଡିଆନଙ୍କ
Read More...

ଲଗାଣ ବର୍ଷାରେ ଭୁଶୁଡ଼ିଲା ପୋଲ

ଦଶପଲ୍ଲା : ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ଦଶପଲ୍ଲାଠାରୁ ବାଣୀଗୋଛା ମଧ୍ୟସ୍ଥ ,ଶାଳଭଂଗା ନିକଟରେ ଲଗାଣ ବର୍ଷାଯୋଗୁ ଏକ ପୋଲର ପ୍ରୟ ୪୦ ଭାଗ ଭାଂଗି ଯାଇଛି । ଯଦି ଏଭଳି ବର୍ଷା ଲାଗି ରହେ ତେବେ ଆଜି ରାତି ସୁଦ୍ଧା ରାସ୍ତା ର ୯୦% ଭୁଶୁଡ଼ିବା ର ସମ୍ଭାବନା ରହିଛି । ଯଦି ଏହାର
Read More...

ବିଜେଡିର ରାଜ୍ୟ ଓ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ନିଯୁକ୍ତି, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର: ବିଜୁ ଜନତା ଦଳ(ବିଜେଡି) ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ଓ ଜିଲ୍ଲାସ୍ତରରେ ବିଭିନ୍ନ ପଦପଦବୀ ପାଇଁ କର୍ମକର୍ତ୍ତା ନିଯୁକ୍ତ କରିଛନ୍ତି । ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏହି ସୂଚନା ଦେଇଛନ୍ତି ।ଦେଖନ୍ତୁ
Read More...

ବୌଦ୍ଧର ବରିଷ୍ଠ ସାମ୍ବାଦିକ ଜନାର୍ଦ୍ଦନ ନେପାକଙ୍କ ପରଲୋକ

ବୌଦ୍ଧ,୧୯/୮- ବୌଦ୍ଧଜିଲ୍ଲା ବାଉଁଶୁଣୀ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ଜନାର୍ଦ୍ଦନ ନେପାକଙ୍କ ଆଜି ଅପରାହ୍ନ ୩ଟା ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା । ଦୀର୍ଘ ୪୦ ବର୍ଷ ଧରି ସେ ସାମ୍ବାଦିକତା ପେଶାରେ ରହିଥିଲେ । ଶାରୀରିକ ଅସୁସ୍ଥତା ଯୋଗୁଁ କିଛି ବର୍ଷ
Read More...