ଖବର ପ୍ରସାରଣ ପରେ ତୁରନ୍ତ ପଦକ୍ଷେପ ନେଲେ ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ
ଦଶପଲ୍ଲା : ଗତକାଲି ଲଗାଣ ବର୍ଷାରେ ପୋଲ ଭୁଶୁଡିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରସାରଣ ପରେ ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି କରାଯାଇଛି । ଗଣମାଧ୍ୟମରୁ ଖବର ପାଇବାପରେ ଜାତୀୟ ରାଜପଥ ନିର୍ବାହୀ ଯନ୍ତ୍ରୀ ଚନ୍ଦନ କୁମାର ରଥ ତୁରନ୍ତ ପଦକ୍ଷେପ ନେଇ ବ୍ୟାରିକେଡ୍ ନିର୍ମାଣ କରିବା ସଂଗେ!-->…
Read More...
Read More...