ଗଛ ପଡି ଭାଙ୍ଗିଲା ଘର, ଖୋଲା ଆକାଶ ତଳେ ପରିବାର

ଦଶପଲ୍ଲା : ଲଗାଣ ବର୍ଷା ଯୋଗୁଁ ଗତ ୭ ଦିନ ଧରି ଗଣିଆ ବ୍ଳକର ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତେବେ ଆଡକଟା ପଞ୍ଚାୟତ ସିତୁଳିଆ ସାହିରେ ଶନିବାର ବିଳମ୍ବିତ ରାତିରେ ଗ୍ରାମର ଅଜୁ ଗଡତିଆଙ୍କ ଚାଳ ଘର ଉପରେ ଗଛ ପଡ଼ି
Read More...

କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଗୋପ ଓ କଣାସ ବନ୍ୟାଞ୍ଚଳ ପରିଦର୍ଶନ

ପୁରୀ : କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ସୁରେଶ ଚନ୍ଦ୍ର ଦଳାଇ ପୁରୀ ଜିଲ୍ଲାର ଗୋପ ଓ କଣାସ ବ୍ଲକ ର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଥିଲେ । ଗୋପ ବ୍ଲକର ଖଣ୍ଡିଆକୁଦ ସ୍ଥିତ ଘାଇ ସ୍ଥଳକୁ ଆୟୁକ୍ତ ବୁଲି ଦେଖିବା ସହ ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ ।
Read More...

ଭଗବାନଙ୍କଠାରୁ ଭକ୍ତ ମହତ୍ତ୍ୱପୂର୍ଣ୍ଣ:ରାଜ୍ୟପାଳ

ପୁରୀ: ଶ୍ରୀମଦ ଭାଗବତ କଥା ଜ୍ଞାନ ଯଜ୍ଞ କାର୍ଯ୍ୟକ୍ରମରେ ଯୋଗ ଦେଇ ଏକ ସୁନ୍ଦର ଭଜନ ଗାଇ ଉପସ୍ଥିତ ଶ୍ରୋତା ଓ ଦର୍ଶକଙ୍କୁ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ ମନ୍ତ୍ରମୁଗ୍ଧ କରିଦେଇଥିଲେ । ପୁରୀ ଚକ୍ରତୀର୍ଥ ରୋଡ ସ୍ଥିତ ଶ୍ରୀ ପୁରୁଷୋତ୍ତମ ବାଟିକା ପରିସରରେ ଚଳିତ ମାସ ୨୦ ତାରିଖ ଠାରୁ ୨୬ ତାରିଖ
Read More...

କଂଗ୍ରେସ ଭବନଠାରେ ଭାରତ ରତ୍ନ ରାଜୀବ ଗାନ୍ଧୀଙ୍କ ଜନ୍ମ ଦିବସ ପାଳିତ

ନବରଙ୍ଗପୁର: ଜିଲ୍ଳା କଂଗ୍ରେସ ଭବନ ଠାରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ତଥା ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ୭୮ ବର୍ଷ ଜନ୍ମ ତିଥିରେ "ଶ୍ରଦ୍ଧାଞ୍ଜଳୀ' ଦିବସ ରୂପେ ଜିଲ୍ଲା ସଭାପତି ଶ୍ରୀ ମୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ପାଳନ ହୋଇଯାଇଛି । ବରିଷ୍ଠ ନେତା ସଦନ ନାୟକ, ସତ୍ୟନାରାୟଣ
Read More...

ନ୍ୟୁଜିଲାଣ୍ଡ-ଏ ବିପକ୍ଷ ସିରିଜ ପାଇଁ ଗିଲ୍‌ ହୋଇପାରନ୍ତି ଅଧିନାୟକ, ଏମିତି ହୋଇପାରେ ଦଳ

ନୂଆଦିଲ୍ଲୀ :ଭାରତୀୟ ଦଳର ଓପନର୍‌ ଶୁବମାନ ଗିଲ ବର୍ତ୍ତମାନ ଜିମ୍ବାୱେ ଗସ୍ତରେ ଅଛନ୍ତି । ଦିନିକିଆ କ୍ରିକେଟ୍‌ ରେ ଗିଲ୍‌ ବର୍ତ୍ତମାନ ଫଲ ଫର୍ମରେ ଅଛନ୍ତି ଏବଂ କ୍ରମାଗତ ଭାବରେ ତାଙ୍କ ବ୍ୟାଟରୁ ରନ୍‌ ବାହାରୁଛି । ଏହି ସମୟରେ, ଖବର ଆସୁଛି ଯେ ଶୁଭମାନ ଗିଲଙ୍କୁ ଆଗାମୀ ନ୍ୟୁଜିଲ୍ୟାଣ୍ଡ -ଏ
Read More...

ଜହ୍ନାପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ଜନ ଆରୋଗ୍ୟ ସମିତି ବୈଠକ

ଜହ୍ନାପଙ୍କ: ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ଜହ୍ନାପଙ୍କ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ କଲ୍ୟାଣ ସମିତି ବୈଠକ ଡ଼ଃ ସୁମନ ସୌରଭ ଧରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଡିଓ ଅବିନାଶ ପାଣ୍ଡିଆ, ସମ୍ମାନିତ ଅତିଥି ଭାବେ ଏବିଡିଓ
Read More...

ନୟାଗଡ଼ ଜିଲ୍ଲା ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ରିଲିଫ

ଦଶପଲ୍ଲା : - ଆକାଶ ମାର୍ଗରୁ ବନ୍ୟାଞ୍ଚଳ ପରିଦର୍ଶନ ପରେ ବନ୍ୟା କ୍ଷତିଗ୍ରସ୍ତ ୧୦ ଗୋଟି ଜିଲ୍ଲାକୁ ରିଲିଫ ପ୍ରଦାନ ପାଇଁ ନିଷ୍ପତ୍ତି ନେଇଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ଷୟକ୍ଷତିର ପରିମାଣକୁ ପ୍ରାକଳନ କରି ଖୋର୍ଦ୍ଧା , ପୁରୀ , କଟକ , କେନ୍ଦ୍ରାପଡ଼ା , ଜଗତସିଂହପୁର
Read More...

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଜନ୍ମାଷ୍ଟମୀ ଉତ୍ସବ ପାଳିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଠାରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବଡ଼ ବ୍ରାହ୍ମଣ ସାହି ସ୍ଥିତ ରାଧା ବଲ୍ଲଭ ମନ୍ଦିର ଠାରୁ ୮୦ରୁ ଉର୍ଦ୍ଧ୍ୱ ରାଧାକୃଷ୍ଣ ବେଶ ଧାରୀ ଶିଶୁ ମାନଙ୍କର
Read More...

ବାଲିଗୁଡ଼ା ତହସିଲ କାର୍ଯ୍ୟାଳୟରେ ସହାୟତା ପାଇଁ ବିପନ୍ନଙ୍କ ପ୍ରବଳ ଭିଡ଼

ବାଲିଗୁଡ଼ା: ସାରା ରାଜ୍ୟରେ ବର୍ଷା ବିତ୍ପାତ ଚାଲିଥିବା ବେଳେ ଆକାଶ ମାର୍ଗରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ବନ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ଏବଂ ସବୁ ଜିଲ୍ଲା ପ୍ରଶାସନକୁ ସ୍ଥିତି ଉପରେ ନଜର ରଖି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲା
Read More...

କ୍ରୀଡ଼ାର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ସମନ୍ୱୟ ବୈଠକ

ସୁବର୍ଣ୍ଣପୁର : ଜିଲ୍ଲାରେ ତୃଣମୂଳ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ବିଭିନ୍ନ କ୍ରୀଡାର ବିକାଶ ସହ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ପ୍ରଶାସନ ତରଫରୁ ଏକ ସମନ୍ୱୟ ବୈଠକ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି ।
Read More...